• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Andrew Symonds
ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କୁ କୋଟିପତି କରିଥିଲା IPL; ସହିପାରିଲେନି ବନ୍ଧୁ ହୋଇଗଲେ ଶତ୍ରୁ

କାର୍‌ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ବିୟୋଗ ହୋଇଛି । ହେଲେ ମୃତ୍ୟୁ ପୂର୍ବରୁ ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ ନିଜ ଏବଂ ନିଜ ବନ୍ଧୁଙ୍କୁ ନେଇ କିଛି ଏମିତି କହିଥିଲେ...

Shane Warne With Andrew Symonds
ଦୁଃଖର ପାହାଡ଼ ଭିତରେ ଅଷ୍ଟ୍ରେଲିଆ କ୍ରିକେଟ୍ ! ଦୁଇ ଦୁଇ ଜଣ କିମ୍ବଦନ୍ତି କ୍ରିକେଟରଙ୍କୁ ହରାଇଲା

ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । 

Andrew Symonds
ସାଇମଣ୍ଡସ୍‌-ହରଭଜନଙ୍କ ‘ମଙ୍କିଗେଟ୍’ ମାମଲା ପାଇଁ ଅଷ୍ଟ୍ରେଲିଆକୁ ଧମକ ଦେଇଥିଲା BCCI

ସାଇମଣ୍ଡସ୍ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଏବଂ ୧୪ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୧୪୬୨ ରନ୍ କରିଥିବା ବେଳେ ଦିନିକିଆରେ ୫୦୮୮ ରନ୍ ଏବଂ ଟି -୨୦ରେ ୩୩୩ ରନ୍ କରିଛନ୍ତି ।

Andrew Symonds
ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଷ୍ଟ୍ରେଲିଆ ଷ୍ଟାର କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ଜୀବନ

ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍‌ ।

KKR vs SRH
ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଜୋର ଲଗାଇବେ କେକେଆର୍‌ ଓ ହାଇଦ୍ରାବାଦ, ଟସ୍‌ ଜିତି କେକେଆର୍‌ର ବ୍ୟାଟିଂ

ପୁଣେର ଏମସିଏ ଷ୍ଟାଡିୟମରେ କେକେଆର୍‌ ଓ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଟସ୍‌ ଜିତି କେକେଆର୍‌ ବ୍ୟାଟିଂର ନିଷ୍ପତ୍ତି ନେଇଛି ।

IPL 2022
ଧାୱନ୍‌-ରବାଡ଼ାଙ୍କ ଭିଡିଓ ଭାଇରାଲ ! ତଳେ ପକାଇ ଗୋଇଠା ମାରୁଛନ୍ତି

ନିକଟରେ ଧାୱନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସାଥି ଖେଳାଳି କୈଗିସୋ ରବାଡା ତାଙ୍କୁ ଗୋଇଠା ମାରୁଥିବା ଦେଖାଯାଇଛି ।

PL 2022, CSK vs GT
ଗୁଜୁରାଟ ଟାଇଟନ୍ସର ୧୦ ବିଜୟ ହେବ ଫାଇନାଲ୍ ପାଇଁ ଫାଇଦା

ଆଇପିଏଲ୍ ମ୍ୟାଚ୍‌ର ପ୍ଲେ ଅଫ୍ ରେସ୍‌ରୁ ବାଦ ପଡିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ପ୍ଲେ ଅଫ୍‌ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମୁହାଁମୁହିଁ ହେବ। ଏଠାରେ CSKର ଚେଷ୍ଟା କେବଳ ସମ୍ମାନ ବଞ୍ଚାଇବା ପାଇଁ। ଅନ୍ୟପକ୍ଷରେ ଗୁଜୁରାଟ ଶୀର୍ଷ ୨ରେ ନିଜର ସ୍ଥାନକୁ ପକ୍କା କରିବାକୁ ଚେଷ୍ଟା କରୁଛି।

IPL 2022
ପାଟିଦାରଙ୍କ ଛକାରେ ବୃଦ୍ଧଙ୍କ ମୁଣ୍ଡ ଫାଟିଲା ! ଦେଖନ୍ତୁ ଭିଡିଓ..

ଏହି ମ୍ୟାଚରେ ରଜତ ପାଟିଦାର ୨୧ଟି ବଲରେ ୨୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ତାଙ୍କର ଦୁଇଟି ଲମ୍ବା ଛକା ମଧ୍ୟ ସାମିଲ ଅଛି । ତାଙ୍କର ଗୋଟିଏ ଛକା ଏକ ଦୁର୍ଘଟଣାକୁ ଅଳ୍ପକେ ଏଡାଇ ଯାଇଥିଲା ।

Indian Men's Badminton Team Creates History
ଇତିହାସ ରଚିଲା ଭାରତ, ପ୍ରଥମ ଥର ଥୋମାସ କପ୍‌ ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ

ଥୋମାସ କପ୍‌ରେ ଭାରତର ପୁରୁଷ ବ୍ୟାଡମିଣ୍ଟନ ଟିମ୍‌ ଇତିହାସ ରଚିଛି। ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। 

CSK vs MI
ପ୍ଲେ ଅଫ୍‌ ରେସ୍‌ରୁ ଚେନ୍ନାଇ ସୁପରକିଙ୍ଗ୍ସ ଆଉଟ୍‌

ଆଇପିଏଲର ଦୁଇଟି ସଫଳ ଟିମ୍‌ କୁହାଯାଉଥିବା ମୁମ୍ବାଇ ଓ ଚେନ୍ନାଇ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ଦୌଡରୁ ଦୂରେଇ ଯାଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଲୋ-ସ୍କୋରିଂ ମ୍ୟାଚରେ ରୋମାଞ୍ଚକ ଭାବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି।

DC vsRR
ମିଚେଲ୍‌ ମାର୍ଶ ଓ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରାଜସ୍ଥାନକୁ ହରାଇଲା ଦିଲ୍ଲୀ

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଦିଲ୍ଲୀ ଏହି ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି ।

Jadeja Ruled Out
ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଚେନ୍ନାଇକୁ ବଡ଼ ଝଟକା; ଆଇପିଏଲ୍‌ରୁ ଜାଡେଜା ଆଉଟ୍‌

ଚଳିତ ଆଇପିଏଲରେ ବିଜୟ ପାଇଁ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆହତ ସମସ୍ୟା ଯୋଗୁ ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଆସନ୍ତାକାଲି ଦଳ ଚୀର ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ। ଏହା ପୂର୍ବରୁ ହିଁ ଜାଡେଜା ଆଇପିଏଲରୁ ଆଉଟ ହୋଇଛନ୍ତି।

DC vs RR
ପ୍ଲେ ଅଫ୍‌ରେ ସାମିଲ ହେବା ପାଇଁ ଜୋର୍‌ ଲଗାଇବ ଦିଲ୍ଲୀ; ଟସ୍‌ ଜିତି ଋଷଭ୍‌ ପନ୍ତଙ୍କ ବୋଲିଂ ନିଷ୍ପତ୍ତି

ଆଜି ଆଇପିଏଲ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀ ପାଇଁ ପ୍ଲେ ଅଫ ଦୃଷ୍ଟିରୁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ଆଜି ମ୍ୟାଚ୍‌ ଜିତିଲେ ଦଳ ପ୍ଲେ ଅଫ ଦୌଡ଼ରେ ନିଜକୁ ବଜାୟୀ ରଖି ପାରିବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

GT vs LSG
ଲକ୍ଷ୍ନୌକୁ ହରାଇ ପ୍ଲେ ଅଫ୍‌ରେ ଏଣ୍ଟ୍ରି କଲା ଗୁଜୁରାଟ ଟାଇଟନ୍ସ

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୭ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ । ୬୨ ରନ୍‌ରେ ଲକ୍ଷ୍ନୌକୁ ହରାଇ ପ୍ରଥମ ଟିମ୍‌ ଭାବେ ଗୁଜୁରାଟ ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଛି ।

kumar kartikeya
ଦିନ ମଜୁରିଆରୁ IPL ଷ୍ଟାର୍, କାର୍ତ୍ତିକେୟଙ୍କ କାହାଣୀ ଆଖିରେ ଆଣିଦେବ ଲୁହ

ନୂତନ ବାମହାତୀ ସ୍ପିନ୍ ସେନ୍‌ସେସନ୍‌ ବା 'ମିଷ୍ଟ୍ରି ସ୍ପିନର୍' ହେଉଛନ୍ତି କାର୍ତ୍ତିକେୟ । ଅନେକ ଯୁବ ଖେଳାଳିଙ୍କ ଠାରୁ ସେ ଟିକେ ଭିନ୍ନ । କାରଣ ସେ ନିଜ ସ୍ୱପ୍ନ ପୂରଣ ପାଇଁ ଘର ଛାଡି ଦେଇଥିଲେ ଏବଂ ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ ମଧ୍ୟ କରିଥିଲେ ।

GT vs LSG
ପ୍ଲେ ଅଫ୍‌ରେ ପ୍ରଥମେ କିଏ ହେବ ଇନ୍‌ ? ଟସ୍‌ ଜିତି ଗୁଜୁରାଟର ବ୍ୟାଟିଂ

ଚଳିତ ଆଇପିଏଲର ୫୭ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଦୁଇ ବନ୍ଧୁ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ। ଏହି ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ବୋଲିଂ କରିବ।

KKR vs MI
ମୁମ୍ବାଇକୁ ହରାଇଲା କୋଲକାତା

ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ୧୧୩ ରନ୍‌ରେ ସୀମିତ ହୋଇଥିଲା ମୁମ୍ବାଇର ଇନିଂସ । କେକେଆର୍‌ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ୍‌ର ୭ନଂ ସ୍ଥାନରେ ପହଞ୍ଚିଛି ।

KKR vs MI
IPL 2022: କେକେଆର୍‌ ବିପକ୍ଷରେ ଟସ୍‌ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି

ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମୁମ୍ବାଇର ଡି ୱାଇ ପାଟିଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ମୁମ୍ବାଇ ଟସ୍‌ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।

Chennai vs Delhi
ଦିଲ୍ଲୀକୁ ଧୂଳି ଚଟାଇଦେଲା ଚେନ୍ନାଇ

ଦିଲ୍ଲୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା।

LSG vs KKR IPL 2022
ପାଖ ମାଡ଼ିପାରିଲାନି କୋଲାକାତା, ବଡ଼ ବ୍ୟବଧାନରେ ଲକ୍ଷ୍ନୌର ବିଜୟ

ଦଳ ପାଇଁ କେବଳ ରସେଲ ୧୯ଟି ବଲ୍‌ରେ ୪୫ ରନ୍‌ ସଂଗ୍ରହ କରିଥିଲେ।

 IPL 2022
ହାରିଲା ପଞ୍ଜାବ, ପ୍ଲେଅଫ୍‌ର ନିକଟତର ହେଲା ରାଜସ୍ଥାନ

ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ ଏହାକୁ ହାସଲ କରିନେଇଥିଲା।

MI vs GT
IPL 2022: ଗୁଜୁରାଟ ଟାଇଟନ୍ସକୁ ୫ ରନ୍‌ରେ ହରାଇଲା ମୁମ୍ବାଇ, ଫ୍ୟାନ୍ସଙ୍କୁ ଆସ୍ୱସ୍ତି

ଆଇପିଏଲ୍‌ ୨୦୨୨ ର ୫୧ ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ।

MI vs GT
ମୁମ୍ବାଇ ବିପକ୍ଷରେ ଟସ୍‌ ଜିତି ଗୁଜୁରାଟର ବୋଲିଂ ନିଷ୍ପତ୍ତି

ଚଳିତ ଆଇପିଏଲର ୫୧ତମ ମ୍ୟାଚ୍‌ରେ ମୁହାଁମୁହୀଁ ହେଉଛନ୍ତି ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ । ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିବା ପାଇଁ ଜୋର ଲଗାଇବ ଗୁଜୁରାଟ। ଏପଟେ ପଏଣ୍ଟ ଟେବୁଲରେ ନିଜକୁ ସମ୍ମାନୀୟ ସ୍ଥିତିରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବ ମୁମ୍ବାଇ ।

Rovman Powell
IPL 2022ର ଚର୍ଚ୍ଚିତ ଚେହେରା ପାୱେଲଙ୍କ ଦୁଃଖ କାହାଣୀ, ମାଆ ଘର ଘର ବୁଲି...

ଦିଲ୍ଲୀ ଦଳର ତାରକା ଖେଳାଳି ପାୱେଲ ନିଜର ଦମ୍‌ ଦେଖାଇଛନ୍ତି । ସେ ୩୫ ବଲରେ ୬୭ ରନ୍‌ର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୬ଟି ଲମ୍ବା ଛକା ମାରିଥିଲେ ।

Captain Kane Williamson villain of Sunrisers Hyderabad defeat
କାହିଁକି ହାରିଲା ସନ୍‌ରାଇଜର୍ସ; ଖଳନାୟକ ହେଲେ କି କ୍ୟାପ୍‌ଟେନ୍‌

ଗୁରୁବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ ୨୧ ରନ୍‌ରେ ସନରାଇଜର୍ସକୁ ପରାସ୍ତ କରିଛି। ତେବେ ସନ୍‌ରାଇଜର୍ସର ଏହି ପରାଜୟ ପଛରେ କ୍ୟାପ୍‌ଟେନ୍‌ କେନ୍ ୱିଲିୟମ୍‌ସନ୍‌ ହିଁ ଦାୟୀ। କାହିଁକି ଜାଣିବା ପାଇଁ ପଢନ୍ତୁ…