• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Retirement

Mary Kom
‘ଅବସର ଘୋଷଣା କରି ନାହିଁ, ମୋ କଥାକୁ ଭୁଲ ତର୍ଜମା ହୋଇଛି’

ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

Daniel George
ଯୁବକଙ୍କ ପାଖରେ ପ୍ରବଳ ଟଙ୍କା; ଛାଡ଼ିଦେଲେ ଚାକିରି, ପାଉଥିଲେ ୨ କୋଟି

ରିଟାୟର୍ଡମେଣ୍ଟ ସାଧାରଣତଃ ପ୍ରୌଢ଼ତାର ପ୍ରଥମ ଅଧ୍ୟାୟରେ ନିଆ ଯାଇଥାଏ । ମାତ୍ର ଖେଳାଳିମାନେ ଆଉ ଟିକେ ଶୀଘ୍ର ଅବସର ନେଇ ଥାଆନ୍ତି । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ମାତ୍ର ୨୯ ବର୍ଷ ବୟସରେ ଅବସର ନେବାକୁ

Suresh Raina
ୟେଲୋ ଜର୍ସିରେ ଆଉ ଫିଲ୍ଡକୁ ଓହ୍ଲାଇବେନି ମିଷ୍ଟର IPL

ଆଉ ଆଇପିଏଲ୍‌ ଖେଳିବେନି ‘ମିଷ୍ଟର ଆଇପିଏଲ୍‌’। କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା। ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ୍‌ ନେଇଥିବା ଘୋଷଣା କରିଛନ୍ତି । ଏନେଇ ଖୋଦ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ସୂଚନା ଦେଇଛନ୍ତି।

Ram Nath Kovind
ଅବସର ପରେ କେଉଁଠି ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ?

ଅବସର ପରେ କେଉଁଠି ରହିବେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ? ସରକାରଙ୍କ ପକ୍ଷରୁ କି କି ସୁବିଧା ତାଙ୍କୁ ମିଳିବ? ଦେଖନ୍ତୁ ଏଇ ରିପୋର୍ଟ...

Kieron Pollard
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବିସ୍ଫୋରକ୍‌ ଅଲରାଉଣ୍ତର କିରଣ ପୋଲାର୍ଡ

ସୋସିଆଲ ମିଡିଆରେ ଏକ ବାର୍ତ୍ତା ମାଧ୍ୟମରେ କିରଣ ପୋଲାର୍ଡ ନିଜର ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୫ ବର୍ଷ ଧରି ୱେଷ୍ଟଇଣ୍ଡିଜ ପାଇଁ ଖେଳିବା ପରେ ଅବସର ଘୋଷଣା କରିଛନ୍ତି ପୋଲାର୍ଡ । ୨୦୧୯ରେ ଦଳ ତାଙ୍କୁ ଅଧିନାୟକ ପଦ ଦେଇଥିବାରୁ ସେ ଦଳକୁ କୃତଜ୍ଞତା ଜଣାଇଛନ୍ତି ।

Ross Taylor Retirement
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେବେ ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ରସ୍ ଟେଲର

ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ତଥା ପୂର୍ବତନ ଅଧିନାୟକ ରସ୍ ଟେଲର ନିଜର ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ସେ ନିଜ ଟ୍ୱିଟର ପେଜରେ ପୋଷ୍ଟ ସେୟାର କରିଛନ୍ତି । ରସ୍‌ଙ୍କ ପାଇଁ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶେଷ ଟେଷ୍ଟ ମ୍ୟାଚ୍ ହେବ । ନେଦରଲାଣ୍ତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ।

Ab De villiers Retirement
କ୍ରିକେଟ ଜଗତରୁ ସନ୍ୟାସ ନେଲେ ମିଷ୍ଟର ୩୬୦

କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି ଦକ୍ଷିଣ ଆଫ୍ରିକାର ସୁପରଷ୍ଟାର ଏବି ଡି ଭିଲିୟର୍ସ । ଆଇପିଏଲରେ ଆଉ ନଜର ଆସିବେନି ମିଷ୍ଟର ୩୬୦। ୩୭ ବର୍ଷ ବୟସ୍କ ଏବି ଡି ଭିଲିୟର୍ସ ଟ୍ୱିଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ।

dwayne bravo retirement
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଡ୍ୱେନ୍ ବ୍ରାଭୋ

ଅବସର ଘୋଷଣା କଲେ ୱେଷ୍ଟଇଣ୍ଡିଜ୍ ଦଳର ପ୍ରମୁଖ ଅଲରାଉଣ୍ତର ଡ୍ୱେନ୍ ବ୍ରାଭୋ । ଟି -୨୦ ବିଶ୍ୱକପର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି ବ୍ରାଭୋ । ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ଦୋଦରୁ ବାହାରି ଯାଇଛି ୱେଷ୍ଟେଣ୍ତିଜ୍‌।

Birendra Lakra
ହକିରୁ ଅବସର ନେଲେ ବୀରେନ୍ଦ୍ର ଲାକ୍ରା

ହକିରୁ ଅବସର ଘୋଷଣା କଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ହକି ବ୍ରୋଞ୍ଜ ପଦକ ବିଜେତା ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ରଙ୍କ ଅବସର ଘୋଷଣା ନେଇ ହକି ଇଣ୍ଡିଆ ପକ୍ଷରୁ ଟୁଇଟ୍ । ୩୧ ବର୍ଷୀୟ ଲାକ୍ରା ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ବୀରେନ୍ଦ୍ର ଲାକ୍ରା ।