ଏଥର କିଏ ଜିତିବ ଏସିଆ କପ୍ (ଦିନିକିଆ ଫର୍ମାଟ୍) - ଭାରତ, ପାକିସ୍ତାନ, ଶ୍ରୀଲଙ୍କା ନା ବାଂଲାଦେଶ? ପ୍ରଦର୍ଶନ, ଅଭ୍ୟାସ ଓ ଟିମ୍ ଚୟନକୁ ବିଚାରକୁ ନେଲେ, ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଭାବେ ମଇଦାନକୁ ଓହ୍ଲାଇବ । ଦିନିକିଆ ବିଶ୍ୱକପ୍ ପୂର୍ବରୁ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଜିତିଲେ ରୋହିତ ସେନାର ମନୋବଳ ବଢ଼ିବ, ହେଲେ ପରାଜୟ ସ୍ଥଳେ ତୃତୀୟ ବିଶ୍ୱକପ୍ ମୁକୁଟ ସ୍ୱପ୍ନ ଦିଗହରା ହେବ ।
କେ.ଏଲ୍ ରାହୁଲ, ଶ୍ରେୟସ ଆୟାର ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ,ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ
ଆଗକୁ ଏସିଆ କପ୍, ଏହାପରେ ଭାରତରେ ହେବ ଦିନିକିଆ ବିଶ୍ୱକପ୍ । ଏପରିସ୍ଥଳେ ପେସର୍ ଯଶପ୍ରୀତ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ଇଣ୍ଡିଆ ପାଇଁ ‘ବୁଷ୍ଟର୍ ଡୋଜ୍’ ହେବ କି? ଆଘାତରୁ ସୁସ୍ଥ ହୋଇ ଦୀର୍ଘ ଦିନ ପରେ ଟିମ୍କୁ ଆସିଥିବା ଏହି ଅଭିଜ୍ଞ ବୋଲର୍ କ’ଣ ତାଙ୍କ ପୂର୍ବ ଫର୍ମକୁ ଫେରିପାରିବେ?
ଭାରତର ପ୍ରତିବାଦ ପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପ୍କୁ ଶ୍ରୀଲଙ୍କା ସ୍ଥାନାନ୍ତର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଓଭର୍ ଆରମ୍ଭ ନହେଉଣୁ ପାକିସ୍ତାନ୍କୁ ମିଳିଥିଲା ୯ରନ୍।
ଆରମ୍ଭରୁ ହିଁ ପାକିସ୍ତାନ୍ର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା।
ପାକିସ୍ତାନ ଆଗରେ ୧୮୨ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ।
ଏସିଆ କପ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପୁଣି ଭେଟିବ ଟିମ୍ ଇଣ୍ଡିଆ ।
ବିରାଟ କୋହଲି ଆଜି ହଂକଂ ବିରୋଧରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି।
ଗତକାଲିର ମ୍ୟାଚ୍ ଆରମ୍ଭରୁ ଶେଷ ଯାଏ ରୋମାଞ୍ଚରେ ଭରପୁର ଥିଲା। ପରସ୍ଥିତି ଏପରି ହୋଇଥିଲା କି ଶେଷ ଓଭରରେ ମ୍ୟାଚ୍ର ଫଳାଫଳ ସାମ୍ନାକୁ ଆସିଥିଲା।
ପାକିସ୍ତାନର ୧୪୮ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା।
ଭାରତୀୟ କ୍ରିକେଟ୍ ଟିମ୍ ୨୦୦୮ ପରେ ପାକିସ୍ତାନ ଗସ୍ତ କରିନାହିଁ । କିନ୍ତୁ ୨୦୨୩ରେ ଭାରତୀୟ କ୍ରିକେଟ୍ ଟିମ୍କୁ ପାକିସ୍ତାନ ଯିବାକୁ ପଡ଼ିପାରେ । ଶୁକ୍ରବାର ଏସିଆନ୍ କ୍ରିକେଟ୍ କାଉନ୍ସିଲ ବୈଠକରେ ୨୦୨୩ରେ ହେବାକୁ ଥିବା ଏସିଆ କପ୍ର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ଦିଆଯାଇଛି ।