• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

IPL auction 2022
ଆଇପିଏଲ ମେଗା ଅକ୍ସନର ଦ୍ୱିତୀୟ ଦିନ,ରାହାଣେକୁ ୧ କୋଟିରେ କିଣିଲା କେକେଆର୍

ଆଇପିଏଲ ମେଗା ଅକ୍ସନର ଦ୍ୱିତୀୟ ଦିନ। ଇଂଲିଶ ଅଲ୍ରାଉଣ୍ଡର ଲିଭିଂଷ୍ଟୋନ୍ଙଙ୍କୁ ସାଢେ ୧୧ କୋଟିରେ ନେଲା ପଞ୍ଜାବ କିଙ୍ଗ୍ସ । ରାହାଣେକୁ ୧କୋଟିରେ କିଣିଲା କେକେଆର୍ । ସେପଟେ ବିକ୍ରି ହେଲେନି ପୂଜାରା ଓ ମୋର୍ଗାନ, ଫିଞ୍ଚ ।

IPL Auction 2022
ଇଶାନଙ୍କ ଦର ୧୫ କୋଟି ୨୫ ଲକ୍ଷ

ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।

IPL Auction 2022
ଆଇପିଏଲ୍ ମେଗା ଅକ୍ସନର ପ୍ରଥମ ଦିନରେ ହିଁ ଟ୍ୱିଷ୍ଟ: ଇଶାନ୍ ସବୁଠୁ ଦାମୀ ଖେଳାଳୀ

ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।

IPL Auction 2022
ଆଇପିଏଲ୍ ମେଗା ଅକ୍ସନରେ ଭାରତୀୟଙ୍କ ଜଲୱା; ଇଶାନ୍‌ଙ୍କ ଉପରେ ୧୫.୨୫ କୋଟି ବର୍ଷା କଲା ମୁମ୍ବାଇ ଇଣ୍ତିଆନ୍ସ

ଅକ୍ସନ ଆରମ୍ଭରୁ ହିଁ ଇଶାନ୍ କିଶନ୍‌ଙ୍କ ନିଲାମି ଉପରେ ସବୁ ଟିମ୍‌ର କଡା ନଜର ରହିଥିଲା । ପୂର୍ବରୁ ଶ୍ରେୟସ୍ ଅୟରଙ୍କ ଉପରେ କେକେଆର୍ ଟଙ୍କା ବର୍ଷା କରିଥିବା ବେଳେ ଏବେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟ ଇଶାନ୍‌ଙ୍କ ଉପରେ ୭ ଗୁଣା ଅଧିକ ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି ।

IPL Auction 2022
ନିଲାମ ଡାକୁଥିବା ବେଳେ ମଞ୍ଚରୁ ତଳେ ପଡିଗଲେ ଅକ୍ସନିର୍

ଅକ୍ସନରେ ଶ୍ରୀଲଙ୍କାନ୍ ସ୍ପିନର ଅଲରାଉଣ୍ତର ୱାନିନ୍ଦୁ ହରସଙ୍ଗାକୁ ନିଲାମ ଡକା ଚାଲିଥିବା ବେଳେ ଅଘଟଣ ଘଟିଥିଲା । ହସରଙ୍ଗାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମି ଚାଲିଥିବା ବେଳେ ହ୍ୟୁଜ୍ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ ।

IPL Mega Auction
IPL ମେଗା ଅକ୍ସନ: ୧୨.୨୫ କୋଟି ଟଙ୍କାରେ ବିକ୍ରି ହେଲେ ଶ୍ରେୟସ ଆୟର୍

ଦୁନିଆର ସବୁଠାରୁ ବ୍ୟୟବହୁଳ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍‌ (ଆଇପିଏଲ) ୧୫ଶ ସଂସ୍କରଣର ମେଗା ଅକ୍ସନ୍ ଆଜି ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ନାମୀ ଖେଳାଳିଙ୍କୁ ମୋଟା ଦାମରେ ଫ୍ରାଞ୍ଚାଇଜି କିଣିଛନ୍ତି। 

Ind vs WI
ୱେଷ୍ଟଇଣ୍ତିଜ୍‌କୁ ଟିମ୍ ଇଣ୍ତିଆର କ୍ଲିନ୍ ସ୍ୱିପ୍: ୩-୦ ରେ ସିରିଜ ବିଜୟୀ

ଭାରତ ଦ୍ୱାରା ଧାର୍ଯ୍ୟ ୨୬୬ ରନର ଟାର୍ଗେଟ୍ ପିଛା କରି ୱେଷ୍ଟଇଣ୍ଡିଜ୍ ଟିମ୍ ୩୭.୧ ଓଭରରେ ୧୬୯ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୩-୦ ରେ କ୍ଲିନ୍ ସ୍ୱିପ୍ କରିନେଇଛି ।

Ind vs WI ODI
ଐତିହାସିକ ମ୍ୟାଚ୍‌ରେ ଭାରତର ଜବରଦସ୍ତ ବିଜୟ: ସିରିଜ୍‌ରେ ୧-୦ ରେ ଆଗୁଆ

ହଜାରେ ତମ ଦିନିକିଆରେ ଜିତିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ବିଜୟୀ ହେବା ସହ ଦିନିକିଆ ଇତିହାସରେ ରେକର୍ଡ କରିଛି । ମ୍ୟାଚ୍ ଜିତିବା ସହ ତିନି ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଅଗ୍ରଣୀ ହୋଇଛି ।

Ind- WI ODI
ODI ଇତିହାସରେ ଭାରତର ଏକ ହଜାରତମ ମ୍ୟାଚ: ଭାରତ ପାଇଁ ୧୭୭ ରନ୍‌ର ଲକ୍ଷ୍ୟ

ଆଜି ଭାରତ ପାଇଁ ଏହା ଏକ ଐତିହାସିକ ଦିନିକିଆ ମ୍ୟାଚ । ଅହମ୍ମଦାବାଦର ମୋଟେରାରେ ଏହି ମ୍ୟାଚ୍ ଖେଳାଯାଉଛି । ଆଜିର ଐତିହାସିକ ମ୍ୟାଚ୍ ଜିତି ବିଜୟରୁ ସିରିଜ ଆରମ୍ଭ କରିବା କ୍ୟାପ୍‌ଟେନ୍ ରୋହିତ ଶର୍ମା ଲକ୍ଷ୍ୟ ରଖିଛନ୍ତି । ତେବେ ଆଜି ମ୍ୟାଚ୍‌ରେ ସ୍ୱର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କୁ ସମ୍ମାନ ଜଣାଇ ବାହୁରେ କଳାଫିତା ପିନ୍ଧିଛନ୍ତି ଟିମ୍ ଇଣ୍ଡିଆର ସମସ୍ତ ସଦସ୍ୟ।

Lata Mangeskar Love for Cricket
କ୍ରିକେଟ୍ ପାଇଁ ଲତାଙ୍କ ଅହେତୁକ ଦୁର୍ବଳତା: ବିସିସିଆଇର ସମ୍ମାନ ବଞ୍ଚାଇଥିଲେ ସୁର ସମ୍ରାଜ୍ଞୀ

କ୍ରିକେଟ ପାଇଁ ଲତାଙ୍କ ଅବଦାନ ଅତୁଳନୀୟ । ଭାରତୀୟ କ୍ରିକେଟର ବଡ଼ ପ୍ରଶଂସକ ଥିଲେ ସୁର ସମ୍ରାଜ୍ଞୀ ଲତା ମଙ୍ଗେସ୍କର । ଦିନେ ବିସିସିଆଇ ଦୁର୍ଦ୍ଦିନରେ ଥିବା ବେଳେ ବିସିସିଆଇର ସମ୍ମାନ ରଖିଥିଲେ ଲତା ମଙ୍ଗେସ୍କର ।

India win historic fifth title
U19 World Cup: ଇଂଲଣ୍ଡକୁ ହରାଇ ତାଜ୍ ପିନ୍ଧିଲେ ଭାରତର ଯୁବ ବ୍ରିଗେଡ୍

ଫାଇନାଲରେ ଇଂଲଣ୍ଡକୁ ହରାଇ ଭାରତ ଅଣ୍ଡର-୧୯ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଫାଇନାଲରେ ଭାରତ, ଇଂଲଣ୍ଡକୁ ୪ ୱିକେଟ୍‌ରେ ହରାଇ ଭାରତର ଯୁବ ବ୍ରିଗେଡ୍ ତାଜ୍ ପିନ୍ଧିଛନ୍ତି।

BARABATI
ଜୁନ୍‌ରେ ବାରବାଟୀରେ T-20

ଆସନ୍ତା ଜୁନରେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି ମ୍ୟାଚ। ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ। ଟି-ଟ୍ବେଣ୍ଟି ମ୍ୟାଚ୍‌ ନେଇ OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି

MS Dhoni New Movie
କ୍ରିକେଟ୍ ପରି ବଲିଉଡ୍‌ରେ ଜଲୱା ଦେଖାଇବେ ମାହି

ଟିମ୍ ଇଣ୍ତିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ ଫିଲ୍ମ ଦୁନିଆରେ ଡେବ୍ୟୁ କରୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଯୋଦ୍ଧା ଭୂମିକାରେ ନଜର ଆସିବେ ଧୋନି । ସାଇନ୍ସ ଫିକ୍ସନ୍ ଫିଲ୍ମ ଅଥର୍ବରେ ଧୋନିଙ୍କୁ ହିରୋ ଭୂମିକାରେ ଦେଖିବାକୁ ମିଳିବ । ଆଭେଞ୍ଜର୍ସ ଭଳି ଏଥିରେ ବି ସୁପର ହିରୋ ଅଥର୍ବ ଚରିତ୍ରରେ ଧୋନିଙ୍କୁ ଦେଖିପାରିବେ ଦର୍ଶକ ।

Team India
ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା, ୪ ପ୍ରମୁଖ ଖେଳାଳିଙ୍କୁ କରୋନା

ୱେଷ୍ଟ୍‌ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା। ଭାରତୀୟ ଦଳର ପ୍ରମୁଖ ୪ ଖେଳାଳିଙ୍କ ସମେତ କିଛି ସପୋର୍ଟ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

IPL 2022 Auction
୨୦୨୨ ଆଇପିଏଲ୍ ନିଲାମୀ ଉପରେ ସଭିଙ୍କ ନଜର : ଟପ୍ ଟେନରେ ୪ ଭାରତୀୟ

୨୦୨୨ ଆଇପିଏଲରେ ମୋଟ ୫୯୦ ଖେଳାଳିଙ୍କ ନିମାଲୀ ପାଇଁ ହେବ ଅକ୍ସନ । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲରେ ମେଗା ଅକ୍ସନ ଫେବୃଆରୀ ୧୨ ଏବଂ ୧୩ରେ ବେଙ୍ଗାଳୁରୁରେ ହେବାକୁ ଯାଉଛି

MS Dhoni Marriage Before Picture
ଧୋନୀଙ୍କ ପାଦକୁ ଚୁମ୍ବନ ଦେଉଛନ୍ତି ପତ୍ନୀ ସାକ୍ସି; ଭାଇରାଲ ହେଉଛି ଏହି ଫଟୋ, ଦେଖନ୍ତୁ..

ସବୁବେଳେ ଚର୍ଚ୍ଚା ରହୁଥିବା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଏଭଳି କିଛି ଫଟୋ ରହିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ, ଦେଖନ୍ତୁ ଏହି ଫଟୋ..

Team India
ୱେଷ୍ଟଇଣ୍ଡିଜ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା, ଏହି ଖେଳାଳି ମ୍ୟାଚ୍‌ରୁ ହେଲେ ବାହାର

ଆସନ୍ତା ମାସରେ ଟିମ୍‌ ଇଣ୍ଡିଆ(Team India) ୱେଷ୍ଟଇଣ୍ଡିଜ ସହ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ସିରିଜ୍‌ ଖେଳିବ। ହେଲେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା ଲାଗିଛି।

Neeraj Chopra
ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ PVSM ସମ୍ମାନ । ନୀରଜ ପାଇବେ PVSM- ପରମ ବିଶିଷ୍ଟ ସେବା ମେଡାଲ ।

Odisha Cricketer
ଆଇପିଏଲ ୨୦୨୨ ରେ ସ୍ଥାନ ପାଇବେ ପାଞ୍ଚ ଓଡିଆ କ୍ରିକେଟର

୨୦୨୨ରେ ଖେଳାଯିବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇଛନ୍ତି ପାଞ୍ଚ ଜଣ ଓଡିଆ ଯୁବ ଖେଳାଳି । ଏହି ପାଞ୍ଚ ଖେଳାଳୀଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳର ଯୁବ ଅଲରାଉଣ୍ଡର ବିକାଶ କୁମାର ରାଉତ । ସେ ପୂର୍ବରୁ ସୟେଦ୍ ମୁସ୍ତାକ ଅଲ୍ଲୀ ଟି-୨୦ ,ବିଜୟ ହଜାରେ ଏକ ଦିବସୀୟରେ ଭଲ ପ୍ରଦର୍ଶନ କରି ସାରିଛନ୍ତି ।

BWF World Tour Inaugural 2022 Odisha Open Badminton To Kick Off Today In Cuttack
ଆଜିଠାରୁ କଟକରେ ୱାର୍ଲ୍ଡ ଟୁର୍ ବ୍ୟାଡମିଣ୍ଟନ୍ ଓଡ଼ିଶା ଓପନ୍

ଆଉ କେଇ ଘଣ୍ଟାର ଅପେକ୍ଷା। କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ 'ଓଡିଶା ଓପନ'।

BWF event will kick off at the Jawaharlal Nehru Indoor Stadium in Cuttack from Today
ଆଜିଠୁ BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’; ବିନା ଦର୍ଶକରେ ହେବ ଟୁର୍ଣ୍ଣାମେଣ୍ଟ

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହେଉଛି BWF ଓ୍ୱାଲର୍ଡ ଟୁର୍ ବ୍ୟାଡମିଣ୍ଟନ ‘ଓଡିଶା ଓପନ’ ୨୦୨୨।

Virat Kohli's Daughter
ଝିଅର ଫଟୋ ଭାଇରାଲ ହେଲା ପରେ କ’ଣ କହିଲେ ବିରାଟ, ଜାଣନ୍ତୁ...

ଦକ୍ଷିଣ ଆଫ୍ରିକା କେପ୍ ଟାଉନ୍‌ରେ ଝିଅ ଭାମିକାଙ୍କ ଫଟୋ ଭାଇରାଲ ହେବାପରେ ବିରାଟ ଓ ଅନୁଷ୍କା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ ସେୟାର କରିଛନ୍ତି। ତେବେ ଏହି ପୋଷ୍ଟରେ ସେ କ’ଣ କହିଛନ୍ତି, ଜାଣନ୍ତୁ...

ଆଉ ନାହାନ୍ତି ‘ଗୋଲମାଲ’ ପ୍ରଡ୍ୟୁସର ରାଜୁ ଶାହ

ମୁମ୍ବାଇ: ‘ଗୋଲମାଲ’,‘ ଜବ ଉଇ ମେଟ’, ଓ ‘ବୋଲ ବଚ୍ଚନ’ ପରି ସୁପରହିଟ୍‌ ଫିଲ୍ମର ପ୍ରଡ୍ୟୁସର ରାଜୁ ଶାହ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଛି। ପତ୍ନୀଙ୍କ ସହ ଛୁଟି କାଟିବାକୁ କଶ୍ମୀର ଯାଇଥିବା…

  • Monday, 24 January 2022
IND vs SA
ପୁଣି ବିବାଦରେ ଫସିଲେ ବିରାଟ କୋହଲି ! ଜାତୀୟ ସଙ୍ଗୀତ ଗାନ ସମୟରେ ଚୁଇଁଙ୍ଗମ୍ ଚୋବାଉଥିବାର ଭିଡିଓ ଭାଇରାଲ୍

ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । କେପଟାଉନରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ଜାତୀୟ ସଂଗୀତ ଗାନ କରାଯାଉଥିଲା । ତେବେ ସେହି ସମୟରେ ବିରାଟ କୋହଲି ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲା ।

IPL 2022
ଆଇପିଏଲ ପ୍ରେମୀଙ୍କ ପାଇଁ ଖୁସି ଖବର: ଭାରତରେ ହେବ ଚଳିତ ସଂସ୍କରଣ

ମହାମାରୀ କରୋନାର ତୃତୀୟ ଲହର ସତ୍ତ୍ୱେ ଭାରତରେ ଆଇପିଏଲ ଆୟୋଜନ କରିବା ଆଶାରେ ନିଶ୍ଚିତ ରହିଛି ବିସିସିଆଇ। ଆଇପିଏଲର ୨୦୨୨ ସଂସ୍କରଣ ବେଳକୁ କରୋନା ବେଶ ପ୍ରଭାବ ନଥିବ। ତେଣୁ ଭାରତରେ ହିଁ ଆଇପିଏଲ ହେବ ବୋଲି ବିସିସିଆଇ ସଙ୍କେତ ଦେଇଛି।