• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dhyan Chand

National Sports Day 2024
National Sports Day 2024: ‘ଜାତୀୟ କ୍ରୀଡା ଦିବସ’ରେ କେଉଁ ମହାନ ବ୍ୟକ୍ତିଙ୍କୁ ସ୍ମରଣ କରାଯାଏ

ଧ୍ୟାନଚାନ୍ଦ ତାଙ୍କର ଅନନ୍ୟ ହକି ଦକ୍ଷତା ଏବଂ ଖେଳ ପ୍ରତି ସମର୍ପଣ ପାଇଁ ସ୍ମରଣୀୟ। ସେ ହକିରେ ଅନେକ ଆନ୍ତର୍ଜାତୀୟ ବିଜୟରେ ଭାରତକୁ ଆଗେଇ ନେଇଥିଲେ। ତାଙ୍କୁ ସ୍ମରଣ କାରିବା ପାଇଁ ଆଜି ଦେଶ ପାଳୁଛି ‘ଜାତୀୟ କ୍ରୀଡା ଦିବସ’।

Why not Bharat Ratna to Dhyan Chand
‘ଭାରତ ରତ୍ନ’ ଠାରୁ ଅପହଞ୍ଚ ଦୂରରେ ହକି ଯାଦୁକର

ଭାରତୀୟ ହକି କହିଲେ ଯାହାଙ୍କ ନାଁ ମନ ଭିତରେ ସ୍ୱତଃ ଭାସି ଆସେ, ସେ ହେଉଛନ୍ତି ତିନି ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ମେଜର୍ ଧ୍ୟାନ ଚାନ୍ଦ। ଅସାମାନ୍ୟ ଖେଳାଳି, ‘ହକି ଯାଦୁକର’ ଭାବରେ ଆଖ୍ୟାୟିତ; ଅଥଚ ଧ୍ୟାନ ଚାନ୍ଦଙ୍କୁ ପ୍ରଥମ କ୍ରୀଡ଼ାବ୍ୟକ୍ତିତ୍ୱ ଭାବେ ମରଣୋତ୍ତର ‘ଭାରତ ରତ୍ନ’ ଦିଆ ନ ଯାଇ ଜଣେ କ୍ରିକେଟ୍ ତାରକାଙ୍କୁ ବଛାଯିବା ପଛରେ କି କାରଣ ଥିଲା ଆସନ୍ତୁ ଜାଣିବା।