• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Neha Kakkar
ଇନଷ୍ଟାରେ ଭାଇରାଲ ହେଉଛନ୍ତି ନକଲି ନେହା କକ୍କର, ଲୋକେ ବି କରୁଛନ୍ତି ପସନ୍ଦ

ଆପଣମାନେ କେବେ ଶୁଣିଛନ୍ତି ମିମିକ୍ରି କରି ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିବା କଥା । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Divyang dancer
କପିଲ ଶର୍ମା ସୋରେ ଚମକିଲେ ବ୍ରହ୍ମପୁରର ଦିବ୍ୟାଙ୍ଗ କଳାକାର ପଦ୍ମନାଭ

ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ଡ୍ୟାସ୍ କରିଥିଲେ

  • Sunday, 11 December 2022
Pal of gloom descends on Bargarh after little Balram of Dhanu Yatra dies
ଧନୁଯାତ୍ରା ପୂର୍ବରୁ ସରିଗଲା ‘ବଳରାମ’ଙ୍କ ଜୀବନର ଅଭିନୟ

ସଦା ଚଳଚଞ୍ଚଳ ଥିବା ଚପଳ କଳାକାର ଏଥର ଯିଏ ପ୍ରଥମ ଥର ପାଇଁ  ବଳରାମ ଭୂମିକାରେ ମଞ୍ଚକୁ ଓହ୍ଲାଇ ଥାଆନ୍ତେ ଆଜି ସେ ଆଉ ଏ ଦୁନିଆରେ ନାହାନ୍ତି। ସେଦିନ ମା’ଙ୍କ ଠାରୁ ମେଲାଣି ମାଗୁଥିବା ବଳରାମ ଅର୍ଥାତ୍‌ ଶ୍ରେୟସ ପୂଜାରୀ ଏ ପୃଥିବୀରୁ ସବୁଦିନ ପାଇଁ ମେଲାଣି ନେଇଯାଇଛନ୍ତି।

Man Living Without Eating Rice Last 42 Years
୪୨ ବର୍ଷ ହେଲା ଖାଉ ନାହାନ୍ତି ଭାତ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

ଜଣେ ବୃଦ୍ଧ ଦୀର୍ଘ ୪୨ ବର୍ଷ ହେଲାଣି ଭାତ ଖାଉ ନାହାନ୍ତି। ସେ ରୁଟି, ଚୁଡ଼ା, ମୁଢି, ମାଛ, ମାଂସ ସବୁ ଖାଉଛନ୍ତି କିନ୍ତୁ ଭାତ ଖାଉ ନାହାନ୍ତି। ବୃଦ୍ଧ ଜଣକ ଭାତ ନଖାଇବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Moozib Khan
ବୋଲୁଛନ୍ତି ମହାପ୍ରଭୁଙ୍କ ଭଜନ, ପାଳୁଛନ୍ତି ହିନ୍ଦୁ ପର୍ବପର୍ବାଣୀ : ମୁସଲମାନ ହୋଇ ରାମ ନାମ ସହ କୃଷ୍ଣଙ୍କ ଜଣାଣ ଗାଉଛନ୍ତି

ନୂଆପଡ଼ା କାଣ୍ଡେତରା ଗାଁର ଯୁବ କଣ୍ଠଶିଳ୍ପୀ ମୁଜିବ ଖାଁଙ୍କୁ ନେଇ ଚର୍ଚ୍ଚା

special story
ବିବାହରେ କନ୍ୟାଦାନ ପରମ୍ପରାକୁ ଯୁବତୀଙ୍କ ନାଁ ! ସମର୍ଥନ କଲେ ସ୍ୱାମୀ ଓ ପରିବାର ଲୋକ

ଏପରି ଏକ ବିବାହ, ଯେଉଁଠି ଖୁବ୍ ଧୁମଧାମରେ ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଛି କିନ୍ତୁ କନ୍ୟାଦାନ ପରମ୍ପରା ହୋଇନି ।

Tragic Strory
କାନ୍ଦି କାନ୍ଦି ନୟାନ୍ତ, କେମିତି ଚଳିବେ ? ସ୍ୱାମୀ ଚାଲିଗଲେ, ପୁଅ-ଝିଅ଼-ଶାଶୁଙ୍କ କଥା ବୁଝିବ କିଏ ?

ଜ୍ୱର ଅତ୍ୟଧିକ ହେବାରୁ ପ୍ରଥମେ ସ୍ଥାନୀୟ ମେଡିକାଲ ପରେ କଟକ ମେଡିକାଲକୁ ବିପିନଙ୍କୁ ନେଇଥିଲେ ପରିବାର ଲୋକ ।

Koraput
ପିଲାଠୁ ବୁଢ଼ା.. ନାଚିଲେ-ଗାଇଲେ, ପାହାଡ଼ ଚଢ଼ିଲେ-ମସ୍ତି କଲେ.. ଲୋକଙ୍କୁ ସଚେତନ ବି କଲେ

ଯୁବବର୍ଗ ଯେପରି ପଥବ୍ରଷ୍ଟ ହେଉଛନ୍ତି ସେଥିରୁ ମୁକ୍ତି ହେବା ସହ ଯୁବକମାନଙ୍କ ମନବଳକୁ ସୁଦୃଢ କରିବା ।

Olive Ridley
ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡା ଦାନ, କଡ଼ା ସୁରକ୍ଷା ବଳୟରେ ଦେବୀ ମୁହାଣରୁ ଧାମରା

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମାଗମ । କଇଁଛ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସଚେତନତା ଶିବିର ।

Paddy - Mandi
ଚାଷୀଙ୍କ ବଡ଼ ଚିନ୍ତା, ମଣ୍ଡି ଖୋଲୁନି ଧାନ ବିକ୍ରି ହେଉନି..!

କେଉଁଠି ଆଦୌ ଖୋଲିନି ତ ଆଉ କେଉଁଠି ଦେଖା ନାହାନ୍ତି ମିଲର୍ସ ।

Shocking Death
ଛିଙ୍କିବା ପରେ ଚାଲିଗଲା ଜୀବନ ! ସିସିଟିଭିରେ କଏଦ୍‌ ହେଲା ପୂରା ଦୃଶ୍ୟ

ଏମିତି ବି ଆସେ ମୃତ୍ୟୁ । କେତେବେଳେ ଯେ ଆସିବ ଆଉ ଜୀବନ ନେଇଯିବ ।

Old Age Love Story
ନିଆରା ପ୍ରେମ କାହାଣୀ ! ବର ୬୩କୁ କନିଆ ୬୫

ପ୍ରେମ କେଉଁଠି କେତେବେଳେ ହେବ କହିହେବନି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦ ।

Age No Bar : Kendrapara couple ties the knot in their 60s
ଧାନ ବିଲରେ ପ୍ରେମ...ବର ୬୩ କୁ କନିଆ ୬୫

ବାଧକ ସାଜିଲାନି ବୟସ...ଧାନ ବିଲରେ ଏଇମାନଙ୍କର ଗଢି ଉଠିଥିଲା ପ୍ରେମ। ବର ୬୩କୁ କନିଆ ୬୫। ଏବେ ମଣ୍ଡପରେ ହେଲା ବାହାଘର...

 After husband’s death, woman elopes, orphaned child seeks assistance
ପ୍ରେମିକ ସାଥୀରେ ମାଆ ଫେରାର୍‌, ଜେଜେ ବାପା-ମାଆଙ୍କ ଆଶ୍ରାରେ ବଢୁଛି ମହାନ୍‌...

ବାପା ଚାଲିଗଲେ, ମାଆ ପ୍ରେମିକ ସହିତ ଫେରାର ହୋଇଗଲା। ବୁଢା ଜେଜେବାପା-ମାଆଙ୍କ କୋଳରେ ବଢିଲା କୁନି ପୁଅ ମହାନ୍‌। କଷ୍ଟେମଷ୍ଟେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ସିନା ପାଠ ପଢାଇଲେ ଏବେ କିନ୍ତୁ ପାଠ ପାଇଁ ଅଣ୍ଟିରେ ନାହିଁ ଧନ। ସରକାରୀ ସହାୟତା ମିଳିବେ ଏବେ ପାଠ ପଢିପାରିବ ମହାନ୍‌।

Special Story | Recitation of Bhagabata at Bhagabata Tungi still practised in this Jajpur village
ଡିଜିଟାଲ ଯୁଗରେ ଭାଗବତ ଟୁଙ୍ଗୀ

ଆଜି ବି ଗାଁ ଗାଁରେ ବଞ୍ଚିଛି ପରମ୍ପରା। ଯୁଗ ଡିଜିଟାଲ ହେଲାଣି ହେଲେ ଭାଗବତ ଟୁଙ୍ଗୀର ମୋହ ଛାଡିପାରିନାହାନ୍ତି ଲୋକ

Special Story | Balasore lad becomes guardian of border from cattle rearer
ଦିନେ ଛେଳି ଜଗୁଥିଲେ, ଏବେ ସୀମା ଜଗିବେ

ମନରେ ଇଚ୍ଛା ଥିଲେ ସବୁ ସମ୍ଭବ। ଦିନେ ଛେଳି, ଗାଈ ଜଗୁଥିଲେ...ଏବେ ସୀମା ଜଗିବେ। ମାଆ ଚାଲିଗଲା ପରେ ବାପା ବି କୁଆଡେ ପଳେଇଲେ...ହେଲେ ଜୀବନ ଯୁଦ୍ଧରେ ହାର ନମାନି ଦିନରାତି ପରିଶ୍ରମ କରୁଥିଲେ। ଏବେ ଅଗ୍ନିବୀରରେ ସାମିଲ ହେଲେ

Berhampur Stadium
ବର୍ଷ ବର୍ଷ ଧରି ଚାଲିଛି ଷ୍ଟାଡିୟମ ତିଆରି, କାମ ସରୁନି କି କାମରେ ଲାଗୁନି

ବାସ୍କେଟବଲ, ବକ୍ସିଂ ଏବଂ ଭାରୋତ୍ତଳନରେ ବ୍ରହ୍ମପୁରର କ୍ରୀଡାବିତ୍ ରାଜ୍ୟ, ଦେଶ ତଥା ଦେଶ ବିଦେଶରେ ଭଲ ନାଁ କମାଇ ପାରିଛନ୍ତି ।

  • Wednesday, 07 December 2022
  • Stadium
Agniveer
ନିକିତା-ହେମନ୍ତଙ୍କ ସଂଘର୍ଷମୟ କାହାଣୀ.. ଆପଣ ବି ପାଇବେ ପ୍ରେରଣା

ଗାଁ ଦାଣ୍ଡ ହେଉ କି ପାହାଡ଼ ପର୍ବତ । ଯେତେବେଳେ ଯେଉଁଠି ଯେମିତି ସୁଯୋଗ ମିଳିଲା ସବୁ ସମୟରେ ଦୁଇଜଣ କରିଚାଲିଛନ୍ତି ବ୍ୟାୟାମ ।

1 Rupee Rice
ବାହା ବାହାରେ ବ୍ୟବସ୍ଥା ! ୬ ଟଙ୍କା ଘୋଡ଼ାକୁ ନଅ ଟଙ୍କାର ଦାନା.. ୧୫ କିମି ଦୁରରେ ମିଳୁଛି ଚାଉଳ

ସରକାର ସାହାପୁର ପଞ୍ଚାୟତକୁ ଯୋଗାଉଥିବା ରାସନ ସାମଗ୍ରୀ ସାହାପୁର ପଞ୍ଚାୟତ ବଦଳରେ ହରସିଂହପୁର ପଞ୍ଚାୟତରେ ଦେଉଛନ୍ତି ।

‘Burqa wali’ hugs and kisses groom watch viral video
ବୁର୍‌ଖା ପିନ୍ଧି ଆସିଲେ, ଷ୍ଟେଜ୍‌ ଉପରେ ବରକୁ Kiss କଲେ; ତା’ପରେ...

ଏବେ ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ଷ୍ଟେଜ୍‌ ଉପରେ ବରକୁ ଆଲିଙ୍ଗନ କରିବା ସହ କିସ୍‌ କରୁଛନ୍ତି ବୁର୍‌ଖା ପିନ୍ଧିଥିବା ଜଣେ ଲୋକ। ଆଉ ଏହି ସମୟରେ କନ୍ୟା ହସୁଥିବା ନଜର ଆସିଛି।

Bishnu
କି ଦୁଃଖ ! ବାହାରକୁ ଯାଇଥିଲେ ରୋଜଗାର କରିବାକୁ, ଆଣିଲେ ରୋଗ

ଦୈବ ୟାଙ୍କ ଭାଗ୍ୟରେ ଏମିତି ଦୁଃଖ ଦେଲା ଯେ, ଏବେ କାନ୍ଦି କାନ୍ଦି ଜିଉଁଛନ୍ତି ପୂରା ପରିବାର ।

Olive Ridley
ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି; ଘନ ଘନ ପାଟ୍ରୋଲିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବନ ବିଭାଗର ଗୋଟିଏ ଲକ୍ଷ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯେଭଳି ସର୍ବକାଳିନ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇପାରିବ ।

OTM
ଯଥାଶୀଘ୍ର ଅକ୍ତିଆରକୁ ନିଅ OTM, ନଚେତ୍ ଜରିମାନା ଦେବ

ବିଭିନ୍ନ ଆଳ ଦେଖାଇ ଓଟିଏମ୍‌କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ୍ ଲିକ୍ୟୁଡେଟର ଅଭିଯୋଗ କରିଥିଲେ ।

Pathetic
ହସ ଖୁସିରେ ଚଳୁଥିଲା ପରିବାର, ପକ୍ଷାଘାତ ସବୁ ଉଜାଡ଼ିଦେଲା ! ଏବେ ଭାରି ହୀନସ୍ତା...

ରୋଜଗାର ବନ୍ଦ ହୋଇଗଲା । ପୂରା ପରିବାର ବେସାହାରା ହୋଇପଡିଲା ।

  • Friday, 02 December 2022
Emotional Story
ସ୍କୁଲ ଯାଉଥିଲା, ପାଠ ସାଠ ଭଲ ଥିଲା; ହଠାତ୍ ବିଗିଡ଼ିଗଲା ମାନସିକ ସ୍ଥିତି ! ଗୋଡ଼ରେ ପଡ଼ିଲା ବେଡ଼ି..

ପାଦେ ପାଦେ ଏମାନଙ୍କ ପ୍ରତି ରହିଛି ବିପଦ । କାରଣ ଦୁନିଆରେ କଣ ହେଉଛି କଣ ହେଉନି ଏମାନେ କିଛି ଜାଣନ୍ତି ନାହିଁ ।

  • Friday, 02 December 2022