• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Water Scarity on Odisha
ପ୍ରଚଣ୍ଡ ତାତିରେ ଯନ୍ତ୍ରଣା ଦେଉଛି ଜଳକଷ୍ଟ

କାଦୁଅ ଭରା ପୋଖରୀ। ଗୋଟିଏ ପଟେ କୁକୁର ବୁଡି ରହିଛି ଅନ୍ୟପଟେ ପାଣି ନେବାକୁ ଲାଗିଛି ଲମ୍ବା ଲାଇନ୍। ପୋଖରୀ ଭିତରେ ଚୁଆ ଖୋଳି ଗରା ବାଲଟିରେ ପାଣି ସଂଗ୍ରହ କରୁଛନ୍ତି ମହିଳା।

Salt therapy
ଅନ୍ଧବିଶ୍ୱାସ!! ଲୁଣରେ ପୋତିଦେଲେ ସତରେ କ’ଣ ବଞ୍ଚିଯାଏ ମୃତ ଶିଶୁ ?

ଦେଢ଼ ବର୍ଷିୟ ପିଲାର ମୃତଦେହକୁ ଘେରି ରହିଛନ୍ତି ପରିବାର ଲୋକେ । ମୁଣ୍ଡକୁ ଛାଡ଼ି ବେକରୁ ପାଦ ଯାଏଁ ପୋତି ଦିଆଯାଇଛି ଲୁଣରେ। ଆଉ ତାହାରି ଚାରିକଡ଼େ ଅପେକ୍ଷାରତ ସମ୍ପର୍କୀୟ । ସମସ୍ତଙ୍କ ମନରେ ଆଶା, ହୁଏତ ପିଲାଟି ବଞ୍ଚିଯିବ, ମରଣଶେଯରୁ ଉଠି ଆସିବ ।

Law Department
ଜଗନ୍ନାଥ ମନ୍ଦିର ପ୍ରଶାସନ ଫାଇଲ ହଜାଇ ଦେଇଛି ଆଇନ ବିଭାଗ !

ଅଗ୍ରାଧିକାର ଭିତ୍ତିରେ ନିଜ ନିଜ ସେକ୍ସନରେ ଫାଇଲ ଖୋଜିବାକୁ ଚିଠି କରାଯାଇଛି । ଯଦି ଫାଇଲ ନମିଳେ, ତେବେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Car Owner Coats Car With Cow Dung To Beat The Heat
ଅଭିନବ ଉପାୟ ! ଅସହ୍ୟ ତାତିରୁ କାରକୁ ଥଣ୍ଡା ରଖିବା ପାଇଁ ଲାଗିଛି ଗୋବର ଲେପ...

ଏହା ତାପମାତ୍ରାକୁ ସନ୍ତୁଳିତ କରିଥାଏ । ଗୋବରର ଲେପ ଏସି ବଦଳରେ ବେଶ୍ ଭଲ କାମ କରିଥାଏ ବୋଲି ଡାକ୍ତର ସୁଶୀଲ କହିଛନ୍ତି ।

Nuapada Health Department, Body Carried On Stretcher
ଏମିତି ଆମ ବ୍ୟବସ୍ଥା ! ଶବକୁ ପୁଣି ଅସମ୍ମାନ; ମିଳିଲାନି ଗାଡ଼ି, ଷ୍ଟ୍ରେଚରରେ ବୋହିଲେ ୮ କି.ମି.

ମେଡିକାଲ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇନଥିବା ବେଳେ, ସିନାପାଲି ଚିକିତ୍ସାଳୟରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନାହିଁ ଓ ବ୍ୟକ୍ତିଗତ ଭାବରେ ଯୋଗାଇ ଦିଆଯାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

Adivasi Ritual, Bihana Chinna Jatra
ନିଆରା ପରମ୍ପରା ନିଆରା ପର୍ବ ! ‘ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ’

ନିଆରା ପରମ୍ପରା ନିଆରା ପର୍ବ ! ‘ଦେବୀ ମାଆ ଧାନ ବାଣ୍ଟିଲେ ଲାଗେ ନାହିଁ ପୋକ’

3 New Fire Station In Bhubaneswar. There Are in Pahala, Mancheswar, Tamando
ରାଜଧାନୀରେ ଆଉ ତିନି ଅଗ୍ନିଶମ ସେବା କେନ୍ଦ୍ର, ଜାଣନ୍ତୁ କେଉଠି ?

୪୫ଟି ପଦବୀକୁ ଅନୁମୋଦନ ମିଳିଥିବା ବେଳେ ପ୍ରତି କେନ୍ଦ୍ରରେ ୧୫ କର୍ମଚାରୀ ରହିବେ ।

SHG Group
SHG ନାଁରେ କାର୍ଯ୍ୟାଦେଶ, ହେଲେ କାମ କରୁଛନ୍ତି ଠିକାଦାର

ଯୋଜନା ପୁରା ବାଟବଣା ବୋଲି ଅଭିଯୋଗ ଭିତରେ ବିଭାଗୀୟ ମନ୍ତ୍ରୀ କିନ୍ତୁ କହିଛନ୍ତି ରାଜ୍ୟରେ ମହିଳାମାନେ ମିଶନ ଶକ୍ତି ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

SHG Group
କାର୍ଯ୍ୟାଦେଶ SHG ନାଁରେ, କାମ କରୁଛନ୍ତି ଠିକାଦାର

କେଉଁଠି SHG ନାଁରେ କାର୍ଯ୍ୟାଦେଶ ଥାଇ ଠିକାଦାର କାମ କରୁଛି ତ ପୁଣି କେଉଁଠି ଦଳୀୟ ଭିତ୍ତିରେ ୱାର୍କଅର୍ଡର ବଣ୍ଟାଯାଉଥିବା ଅଭିଯୋଗ।

Old Lady
ଭତ୍ତା ପାଇଁ ଡହଳ ବିକଳ ୭୦ ବର୍ଷୀୟ ବୁଢୀ ମାଆ

ଓଟିଭିରେ ଖବର ପ୍ରସାରଣ ପରେ ଗୋଟିଏ ପଟେ ବୃଦ୍ଧାଙ୍କୁ ୬ ମାସର ବକେୟା ଭତ୍ତା ଟଙ୍କା ମିଳିଛି, ଅନ୍ୟପଟେ ବିଡିଓ ତାଙ୍କ ଘରକୁ ଯାଇ ଅଭାବ ଅସୁବିଧା ବୁଝିଛନ୍ତି।

Jharsuguda Bypoll, Odisha Politics, BJD, Odisha BJP
ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ 'ବାପାଙ୍କ ହତ୍ୟାକାରୀଙ୍କ ସହ ଦିପାଳୀ ହାତ ମିଳାଇଛନ୍ତି'

ଝାରସୁଗୁଡ଼ା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ସାଧାରଣ ଲୋକ ଏହି ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଟଙ୍କଧର ।

Old Lady
ପରିଣତ ବୟସରେ ଭତ୍ତା ପାଇଁ ଦହଗଞ୍ଜ; ଆଶାବାଡି ନଥିବାରୁ ସାହାରା ସାଜିଲା ପ୍ଲାଷ୍ଟିକ ଚେୟାର

ମୁଣ୍ଡ ଉପରେ ଡହ ଡହ ଖରା, ପାଦ ତଳେ ତତଲା କଡ଼େଇରେ ସିଝିଥିବା ପିଚୁ ରାସ୍ତା। ତା’ଭିତରେ ଖାଲି ପାଦରେ ଧିରେ ଧିରେ ଆଗକୁ ବଢୁଛନ୍ତି ୭୦ ବର୍ଷୀୟ ବୃଦ୍ଧା।

Pension
ସରକାରୀ ବ୍ୟବସ୍ଥାକୁ ଉପହାସ, ଚଉକିକୁ ଆଶାବାଡ଼ି କରି ବୃଦ୍ଧା କୋଷେ ଦୂର ଯାଉଛନ୍ତି ! କିଏ ବୁଝିବ ଦୁଃଖ..?

ଖାଲି ପାଦରେ ପେନ୍‌ସନ୍‌ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।

Odisha
ଜଙ୍ଗଲରେ ଗଡ଼ିଆ ଖୋଳି ପାଣି ରଖ ! ଖରାରେ ଦହଗଞ୍ଜ ହେଲେଣି ବନ୍ୟଜନ୍ତୁ

ନୂଆପଡ଼ାରୁ ଉଦ୍ଧାର ହୋଇଥିବା ବାଘ ସୁସ୍ଥ ଅଛି। ଅଂଶୁଘାତ ନା କେଉଁ କାରଣରୁ ସେ ଅସୁସ୍ଥ ହୋଇଥିଲା, ତାହା ନିରୀକ୍ଷଣ କରାଯାଉଛି ।

Commissionerate Police
ଭିଆଇପିଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ୍‌ର ସ୍ୱତନ୍ତ୍ର ୱିଙ୍ଗ୍

ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। 

Indian Railway
ଭାରତର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌ ନାଁ କ’ଣ ? ଜାଣନ୍ତୁ କିଛି ଅଜଣା କଥା

ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କଲାଣି ।

elephant death
ଦୁଃଖଦ : ପାଣି ପିଇବାକୁ ନପାଇ ଚାଲିଗଲା ହାତୀର ଜୀବନ

ଜଙ୍ଗଲ ଭିତରେ ପିଇବାକୁ ମିଳିଲାନି ପାଣି । ଖୋଜି ଖୋଜି ନୟାନ୍ତ ହୋଇଯିବା ପରେ ଶେଷରେ ହାତୀର ଜୀବନ ଚାଲିଗଲା ।

144 Imposed,
ସୀମା ବିବାଦକୁ ନେଇ ଉତ୍ତେଜନା : ୪୮ ଘଣ୍ଟିଆ ୧୪୪ ଧାରା ଜାରି

ଭଦ୍ରକ-କେନ୍ଦୁଝର ସୀମା ଆପଣ୍ଡା ଛକରେ ଦୁଇ ଦିନ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ

auto-rickshaw
ଅଟୋ ଚଳାଇ ପରିବାର ପୋଷୁଛି, ନିଜେ ପାଠ ବି ପଢୁଛି

ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆର୍ଥିକ ସ୍ଥିତି ଭଲ ନଥିବାରୁ ଅଟୋ ଚଳାଉଛନ୍ତି । ୨୦ ବର୍ଷର ଯୁବତୀ। ଯେତିକି ରୋଜଗାର ହେଉଛି ସେତିକିରେ ଚଳୁଛି ପରିବାର..

Drunk man
ମାତାଲ୍ ଭାଇ ଦେଉଛନ୍ତି ବାଲାନ୍ସ ପରୀକ୍ଷା..

ଆଲୋ ଏଠି କଣ ହେଉଛି.. ଭାଇ ଆମର ବାଲାନ୍ସ ପରୀକ୍ଷା ଦେଉଛନ୍ତି..

birds
ପକ୍ଷୀଙ୍କ ପାଇଁ ଜଳଛତ୍ର

ଖରା ବଢୁଛି,ତାଳ ଦେଇ ତାତି ବି ବଢୁଛି । ଅସହ୍ୟ ହେଲାଣି ଗରମ, ତାତିରେ ଅତିଷ୍ଠ ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍‌ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ ନୂଆ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

Malkangiri Girl
ଦୁବାଇରେ ଚମକିବେ ବଣ୍ଡାଝିଅ ବୁଦ୍ରି

ବଣମଲ୍ଲୀ ବଣରେ ମଉଳି ଯାଇନି.. ପିଲାଟି ଦିନରୁ ବାପା ମାଆ ଛେଉଣ୍ଡ ବୁଦ୍ରି, ନିଜ ପରିଶ୍ରମ ଓ ନିଷ୍ଠା ବଳରେ ଦୁବାଇ ଯିବାକୁ ମନୋନୀତ ହୋଇଛନ୍ତି..

Sambalpur Curfew
ସମ୍ବଲପୁରରେ ଜାରି ହେଲା ହେଲ୍ପଲାଇନ୍ ନମ୍ବର : ଗୁଜବ ପ୍ରଚାର ନକରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ସମସ୍ତଙ୍କ ସହଯୋଗ ଲାଗି ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

  • Saturday, 15 April 2023
  • Curfew
Sambalpur Internet
ସ୍ଥିତି ନସୁଧୁରିବା ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍ !

ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବ୍ୟାନ୍‌ ରହିଥିବା ବେଳେ ଶୋଭାଯାତ୍ରା ରାସ୍ତାରେ କୋହଳ ରହିଛି ୧୪୪ ଧାରା।

Fishing
ଓଡ଼ିଶା ଉପକୂଳରେ ମାଛ ଧରିବା ମନା !

ଓଡିଶା ସରକାର ୮.୫ ମିଟର ଲମ୍ବରୁ ଛୋଟ ଆକାରର ଉଭୟ ଯନ୍ତ୍ରଚାଳିତ ଓ ଅଣଯନ୍ତ୍ରଚାଳିତ ଡଙ୍ଗାକୁ ଅନୁମତି  ଦେଇଥିବାରୁ ଆପତ୍ତି ଉଠାଇଛନ୍ତି ଟ୍ରଲର ମାଲିକ ଓ କର୍ମଚାରୀ ।