• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mahanadi Water Dispute

Chhattisgarh opens 17 gates of Kalma barrage to mislead tribunal
ଶୁଖିଲା ପଡ଼ିଥିଲା, ହଠାତ୍‌ ମାଡ଼ି ଆସିଲା ପାଣି...

ଓଡ଼ିଶା ପଟେ ଶୁଖିଲା ପଡ଼ିଥିବା ମହାନଦୀ କାଳେ ଟ୍ରିବ୍ୟୁନାଲ ଟିମ୍ ଦେଖିଦେବ ସେଥିପାଇଁ କଲମା ବ୍ୟାରେଜର ୧୭ଟି ଗେଟ୍ ଛତିଶଗଡ଼ ଖୋଲିଛି।

Mahanadi River
ମେ' ନହେଉଣୁ ଶୁଖିଗଲାଣି ମହାନଦୀ

ବୌଦ୍ଧ ଓ ସୁବର୍ଣ୍ଣପୁରରେ ଚିରସ୍ରୋତା ନଦୀରେ ପାଣିର ଶୁଖିଲା ଧାର। ଆଠଗଡରେ ଅକାତକାତ ପାଣି ଜାଗାରେ ଦିଶିଲାଣି ବାଲି। କୂଳ ବେଉସା ହରାଇ ସଂକଟରେ ମତ୍ସ୍ୟଜୀବୀ, ଦୁର୍ଦ୍ଦିନରେ ଡଙ୍ଗା କାରିଗର। ଦେଖିବା ବିଶେଷ ରିପୋର୍ଟ...

Mahanadi Water Dispute
ମହାନଦୀ ଜଳ ବିବାଦ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ

ଗ୍ରାଉଣ୍ଡ୍ ଜିରୋରେ ଟ୍ରିବ୍ୟୁନାଲ୍ ଟିମ୍ । ପୁଣି ତେଜିଲା 'ମହାନଦୀ' ରାଜନୀତି । ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଭାଗବଣ୍ଟାକୁ ନେଇ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ ଲାଗି, ପ୍ରଥମ ଥର ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଟ୍ରିବ୍ୟୁନାଲ୍ ଟିମ୍ । ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଏହି ଟିମ୍ ପ୍ରଥମ ଦିନରେ ଛତିଶଗଡ଼ରେ ମହାନଦୀର ଉତ୍ପତ୍ତିସ୍ଥଳ ବୁଲି ଦେଖିଛି । ତେଣେ ଏହି ପ୍ରସଙ୍ଗ ଟ୍ରିବ୍ୟୁନାଲକୁ ଯିବାର ନଥିଲା ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଥିବା ବେଳେ, ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟରେ ବି ରାଜନୀତି ତେଜିଛି ।

Mahanadi Water Dispute
ମହାନଦୀ ଜଳ ବିବାଦ: ଗ୍ରାଉଣ୍ଡ ଜିରୋରେ ଟ୍ରିବ୍ୟୁନାଲ ଟିମ୍, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ କେନ୍ଦ୍ରମନ୍ତ୍ରୀ

ମହାନଦୀ ଉତ୍ପତ୍ତିସ୍ଥଳରେ ଟ୍ରିବ୍ୟୁନାଲ ଟିମ୍ । ଛତିଶଗଡ଼ର ୩ଟି ସ୍ଥାନ ବୁଲି ଦେଖିଥିବା ସୂଚନା । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ତେଜିଲା ରାଜନୀତି । ଅନୁମତି ମିଳିଲେ ଆହୁରି ଡ୍ୟାମ୍ ନିର୍ମାଣ ହେବ କହିଲେ ଭୂପେଶ ।

Big Statement Of Chhattisgarh CM Over Mahanadi Water Dispute
ଭୂପେଶ ବାଘେଲଙ୍କ ବଡ଼ ବୟାନ- ‘ଛତିଶଗଡ଼ରୁ ମହାନଦୀ ବାହାରିଛି...ସବୁ ପାଣି ନେଉଛି ଓଡ଼ିଶା, ଆମକୁ ବନ୍ଧ ଦରକାର’

ମହାନଦୀ ଟ୍ରିବ୍ୟୁନାଲ୍‌ଙ୍କ କ୍ଷେତ୍ର ପରିଦର୍ଶନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଛତିଶଗଡ଼ରୁ ମହାନଦୀ ବାହାରିଛି। ଓଡ଼ିଶାକୁ ସବୁ ପାଣି ଯାଉଛି। ହେଲେ ଆମର ଏଠି କୌଣସି ବନ୍ଧ ନାହିଁ। 

Mahanadi Water Dispute
ତୁଟିବ କି ମହାନଦୀ ଜଳ ବିବାଦ ? ୫ ବର୍ଷ ପରେ କ୍ଷେତ୍ର ପରିଦର୍ଶନରେ ଟ୍ରିବ୍ୟୁନାଲ ଟିମ୍

ଫିଟିବ କି ଓଡିଶା-ଛତିଶଗଡ଼ ମଧ୍ୟରେ ଥିବା ବିବାଦର ସମାଧାନ ବାଟ? ପୁଣି ତାଜା ହେଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ।

How long will Odisha suffer from water problems?
World Water Day: କେତେ ଦିନ ଆଉ ପାଣି ସମସ୍ୟାରେ ଘାଣ୍ଟିହେବ ଓଡ଼ିଶା

ଆଜି ବି ଲୋକେ ପିଇବା ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ପାଣି ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ମେଣ୍ଟୁନି ଶୋଷ। ନିର୍ବାଚନ ବେଳ ଆସିଲେ ଏନେଇ ନେତାମାନଙ୍କ ଠାରୁ ଗଦା ଗଦା ପ୍ରତିଶ୍ରୁତି ମିଳୁଛି କିନ୍ତୁ ସମସ୍ୟା ସମାଧାନ ହେଉନି।

water dispute
ଓଡିଶା ଜଳ ବିବାଦର ହେବ ସମାଧାନ !

ଖୁବ ଶୀଘ୍ର ଓଡିଶାର ସମସ୍ତ ଜଳବିବାଦର୍ ସମାଧାନ ହେବ। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ପହଞ୍ଚି ବିଭିନ୍ନ୍ ଜଳବିଭାଗ ସହ ଆଲୋଚନା କରିଛନ୍ତି।