• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Utkal Gaurab Madhusudan Das Jayanti
ସେ ଓଡିଶାର ପ୍ରଥମ ଗ୍ରାଜୁଏଟ୍-ପ୍ରଥମ MA-ପ୍ରଥମ ବିଲାତ ଯାତ୍ରୀ- ପ୍ରଥମ LLB...

ଦେଶ ତଥା ରାଜ୍ୟ ପାଇଁ ଯାହାର ଅବଦାନ ଅବର୍ଣ୍ଣନୀୟ ତାଙ୍କୁ ଆଜି ପର୍ଯ୍ୟନ୍ତ ଭାରତ ରତ୍ନ ସମ୍ମାନ ନମଳିବାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

Vande Bharat Express
ଓଡ଼ିଶାରେ ‘ବନ୍ଦେ ଭାରତ’ର ଟ୍ରାଏଲ ରନ୍, ପୁରୀ-ହାୱଡ଼ା ରୁଟ୍‌ରେ ଗଡ଼ିଲା ଏକ୍ସପ୍ରେସ୍

ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ିବ ।

Man Left Software Job ... Did Farming..
ସାହସ ମାନିବାକୁ ପଡ଼ିବ ! ସଫ୍ଟଓୟାର ଚାକିରି ଛାଡ଼ି ଚାଷ କଲେ, ଏବେ କରୁଛନ୍ତି ଡବଲ ରୋଜଗାର

ଆଗକୁ ଖାଦ୍ୟ ସଂକଟ ପଡ଼ିବାର ସମ୍ଭାବନା ରହିଛି । ତେଣୁ ଚାଷ ପ୍ରତି ଆମେ ସମସ୍ତେ ଗୁରୁତ୍ୱ ଦେବା ଉଚିତ୍ ।

Disabled man
ଦୁର୍ଘଟଣାରେ ଗୋଡ଼ କଟିଗଲା, ଚିକିତ୍ସା ପାଇଁ ଅର୍ଥ ବି ନାହିଁ; ଏବେ ଜଗାକୁ ଭରସା ଗାଁ ଦିଅଁ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୪ବର୍ଷ ହେଲା ଭଙ୍ଗା ଗୋଡ଼ରେ ଘରେ ପଡି ପଡି ଗୋଡ଼ରେ କିଡ ହେବା ପରେ ଗ୍ରାମବାସୀ ଓ ପଣ୍ଡିତଙ୍କ ପରାମର୍ଶ କ୍ରମେ ଶେଷରେ ରୋଗ ଭଲ ପାଇଁ ନିକଟସ୍ଥ ଶୈବ ମନ୍ଦିରରେ ମୁଣ୍ଡନ ହେବାସହ ପୂଜାର୍ଚନା କରି ପ୍ରାୟଶ୍ଚିତ କଲେ ଜଗବନ୍ଧୁ...

Commission Report Missing
ହେ ଭଗବାନ ! ୧୯୩୬ରୁ ୧୯୯୯ ମଧ୍ୟରେ ହୋଇଥିବା ତଦନ୍ତ କମିଶନ ରିପୋର୍ଟ ଉଭାନ...

ସରକାରଙ୍କ ଅପରାଗତାକୁ ଦାୟୀ କରି ବର୍ଷିଲେ ବିରୋଧୀ । ବିଜେଡି କହିଲା ସେବେ ନଥିଲା ଆମ ସରକାର ।

hybrid vehicles
ଆଉ ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ନୁହେଁ, ଏଣିକି ହାଇବ୍ରିଡ୍ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର

ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ିକୁ ବାଏ ବାଏ କରିବେ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅଫିସ୍ ମେମୋରାଣ୍ଡମ୍

Chhattisgarh
ଧରାପଡ଼ିଲା ଛତିଶଗଡ଼ର ଚାଲାକି ! ବର୍ଷାଦିନେ ପାଣି ଛାଡୁଥିଲା, ଖରା ଦିନେ ଅଟକାଉଥିଲା

ମହାନଦୀରେ ଖରାଦିନେ ପାଣି ଛାଡ଼ିଲା ଛତିଶଗଡ଼ । ଟ୍ରିବୁନାଲ ସଦସ୍ୟଙ୍କ ପରିଦର୍ଶନ ପୂର୍ବରୁ ଖେଳିଲା ନୂଆ ଚାଲ୍

Jagannath Temple
ବ୍ରିଟେନରେ ଶୋଭା ପାଇବ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର

ଅକ୍ଷୟ ତୃତୀୟା ଅବସରରେ ଲଣ୍ଡନରେ ଆୟୋଜିତ ଶ୍ରୀଜଗନ୍ନାଥ ସମ୍ମିଳନୀ ଅବସରରେ ପୁରୀ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମନ୍ଦିର ନିର୍ମାଣ ନେଇ ଘୋଷଣା ହୋଇଛି ।

Highcourt Order On Ratna Bhandar Key Missing Issue
କାହିଁକି ସାର୍ବଜନୀନ ହେଉନି କମିଶନଙ୍କ ରିପୋର୍ଟ ? ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଜୁଲାଇ ୧୦ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ । ଜୋର ଧରିଲା ରତ୍ନଭଣ୍ଡାର ଖୋଲାଯିବା ଦାବି ।

UK's first Jagannath Temple
ବ୍ରିଟେନରେ ହେବ ଭବ୍ୟ ଜଗନ୍ନାଥ ମନ୍ଦିର : ୨୫୦ କୋଟି ଟଙ୍କା ଦାନ କଲେ ଓଡ଼ିଆ ଉଦ୍ୟୋଗପତି

ଦରିଆପାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ

Eating Dahi Every Day Stop Pairing It With These Foods Right Now
ଦହି ସହ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ଉପୁଜିପାରେ ସ୍ୱାସ୍ଥ୍ୟ ସମସ୍ୟା

ଦହି ସହ ଖାଲି ଘିଅ ପରଟା ଖାଇଲେ ସମସ୍ୟା ଦେଖାଯାଏ ତାହା ନୁହେଁ, ଦହି ସହ ପିଆଜ ଆମ୍ବ ଭଳି ଖାଦ୍ୟ ଖାଇଲେ ମଧ୍ୟ ତାହା ସମସ୍ୟା ସୃଷ୍ଟି କରିଥାଏ ।

  • Monday, 24 April 2023
 Egg Identification
ଅଣ୍ଡା କିଣୁଥିଲେ ସାବଧାନ ! ଦିଅନ୍ତୁ ଏହିସବୁ ଦିଗ ପ୍ରତି ନଜର

ବର୍ତ୍ତମାନ ଅଣ୍ଡାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହେଲାଣି । ବଜାରରେ ବିକ୍ରି ହେଉଥିବା ଅଣ୍ଡା ନକଲି ନା ଅସଲି ବୋଲି ଭ୍ରମରେ ରହୁଛନ୍ତି ଗ୍ରାହକ । ଏପରି ସମୟରେ ଆପଣ ନକଲି ଅଣ୍ଡାକୁ କିପରି ଚିହ୍ନିପାରିବେ, ଜାଣନ୍ତୁ ।

  • Monday, 24 April 2023
  • Eggs
Mukesh Ambani gifted Rs 1500 crore home
ମୁକେଶଙ୍କ ମହାନତା; କର୍ମଚାରୀଙ୍କୁ ଦେଇଦେଲେ ୧୫ଶହ କୋଟିର ଉପହାର

ମନୋଜ ମୋଦୀଙ୍କୁ ମୁକେଶ ଅମ୍ବାନୀ ଏକ ବଡ଼ କୋଠା ଉପହାର ଦେଇଛନ୍ତି । ଯାହାକି ୨୨ ମହଲା ବିଶିଷ୍ଟ ହୋଇଥିବାବେଳେ ୧.୭ଲକ୍ଷ ବର୍ଗଫୁଟ ଏରିଆରେ ରହିଥିବା କୁହାଯାଉଛି ।

salary of Nita Ambani's Personal Makeup Artist
ନୀତାଙ୍କ ମେକ୍‌ ଅପ୍‌ ଆର୍ଟିଷ୍ଟ, କମ୍ପାନୀ ସିଇଓଙ୍କ ଠାରୁ ବି ପାଆନ୍ତି ଅଧିକ ଦରମା !

ମିକି ତାଙ୍କ ପ୍ରାରମ୍ଭିକ ସମୟରେ ରୋଜଗାର କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି। ମିକି ପ୍ରଥମେ ଟୋକିଓର ଏକ ବିୟୁଟି ପାର୍ଲରରେ ହେୟାର ଡ୍ରେସର ଭାବେ କାମ କରୁଥିଲେ।

tea stall
ରେଷ୍ଟୁରାଣ୍ଟ ଷ୍ଟାଇଲରେ ଚା’ ଦୋକାନ

ରେଷ୍ଟୁରାଣ୍ଟ ଷ୍ଟାଇଲରେ ଚା’ ଦୋକାନ ପୁଣି କମ ଦାମରେ..ରାଜଧାନୀର ଏହି ନିଆରା ରେଷ୍ଟୁରାଷ୍ଟରେ ସବୁବର୍ଗର ଲୋକଙ୍କ ଭିଡ଼

Clay Cups
ମାଟିପାତ୍ର ଗଢୁଛନ୍ତି ସ୍ୱୟଂସହାୟିକା

ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ନିଶା କରାଇଛି ସଫଳ...ଗଢୁଛନ୍ତି ମାଟି ପାତ୍ରର ସାମଗ୍ରୀ..

Chilika Fire
ଚିଲିକା କାଳୁପଡା ଜେଟି ନିକଟ ନଳଘାସରେ ନିଆଁ

ଚିଲିକା ଭିତରେ ପବନ ଅଧିକ ଥିବାରୁ ନିଆଁ ଆଖପାଖ ନଳ ଘାସକୁ ମଧ୍ୟ ବ୍ୟାପିବାରେ ଲାଗିଛି ।

Brutal Woman
Brutal Woman: ଦୁନିଆର ସବୁଠୁ ନିଷ୍ଠୁର ମହିଳା ! ସୁନ୍ଦରୀଙ୍କୁ ହତ୍ୟା କରି ରକ୍ତରେ କରୁଥିଲେ ସ୍ନାନ...

ହଙ୍ଗେରୀର ମୂଳ ବାସିନ୍ଦା । ତାଙ୍କର ନିଷ୍ଠୁରତାର କାହାଣୀ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।

Andhra Pradesh Will Bulit A Dam In Mahendra Tanaya River
ଶୁଖିଯିବ ଓଡ଼ିଶା ! ଛତିଶଗଡ଼ ପରେ ଏବେ ଆନ୍ଧ୍ର ବନ୍ଦ କରିବ ପାଣି...

ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ।

Isaac newton
କେତେ ସତ ନିଉଟନ୍‌ଙ୍କ ଭବିଷ୍ୟବାଣୀ; ୨୦୬୦ରେ ଧ୍ୱଂସ ହେବ ପୃଥିବୀ !

ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନିଉଟନ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୬୦ରେ ବିଶ୍ୱ ଶେଷ ହୋଇଯିବ । ତେବେ ଆଇଜାକ୍ ନିଉଟନ୍‌ଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

  • Saturday, 22 April 2023
  • World
Indian Army, Sahid Jawan
ଭୁବନେଶ୍ୱରରେ ସହିଦ ଯବାନଙ୍କ ପାର୍ଥିବ ଶରୀର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମର ଶରୀରକୁ ଶେଷ ଦର୍ଶନ କରିଛନ୍ତି ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ।

Mahanadi
ନଈରେ ପାଣି ନାହିଁ, ବେଉସା ବୁଡ଼ିବା ଚିନ୍ତାରେ ମତ୍ସଜୀବୀ

ବୈଶାଖ ଆରମ୍ଭରୁ ଶୁଖିଗଲାଣି ମହାନଦୀ । ଯେଉଁଠି ଅକାତକାତ ପାଣି ରହିବାର କଥା, ସେଇଠି ପାଦେ ପାଣି ନାହିଁ । ଏବେ ଚିନ୍ତାରେ ମତ୍ସଜୀବୀ...ସରକାର ଯଦି ବ୍ୟାରେଜ କରିଥାଆନ୍ତେ ଏମିତି ସମସ୍ୟା ଉପୁଜିନଥାନ୍ତା ବୋଲି କହୁଛନ୍ତି ଚାଷୀ

Body Builder Surendra Das
ହସ ହସ ମୁହଁ ଆଉ ହାତରେ ସୁନାର ପଦକ

ସହଯୋଗ ଓ କୃତଜ୍ଞତାର ବିରଳ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।

  • Friday, 21 April 2023
Divyanga Pension
ମଲା ପୁଅର ହ୍ୱିଲ୍ ଚେୟାରକୁ ଛାତିରେ ଛାତିଏ କୋହକୁ ରଖି ଆଉଁସି ଦେଉଛି ହତଭାଗା ବାପା

ବାପା- ମାଆକୁ ସ୍ନେହର ବନ୍ଧନରେ ଏମିତି ବାନ୍ଧି ଦେଇଗଲା ଯେ, ନିଇତି ପୁଅକୁ ଝୁରି ଝୁରି ବଞ୍ଚୁଛନ୍ତି ବାପା ମାଆ ।

Water Scarcity
କୁକୁର ଯେଉଁଠି ମୁହଁ ମାରିଛି ମଣିଷ ସେଇଠୁ ଜୀବନ ଖୋଜୁଛି

ଗୋଟିଏ ପଟେ କୁକୁର ବୁଡି ରହିଛି ଅନ୍ୟପଟେ ପାଣି ନେବାକୁ ଲାଗିଛି ଲମ୍ବା ଲାଇନ୍। ପୋଖରୀ ଭିତରେ ଚୁଆ ଖୋଳି ଗରା