ପାଣି ପିଇବା ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ । ଆଉ ଏହି ନିରିହ ବନ୍ୟଜନ୍ତୁକୁ ଲୋକେ ଶିକାର ବି କରୁଥିଲେ । ଶେଷରେ ସରପଞ୍ଚଙ୍କ ଉଦ୍ୟମରେ ସଂରକ୍ଷିତ ଜଙ୍ଗଲରେ ଖୋଳାଗଲା ପୋଖରୀ...
Published: Rajalaxmi Sahoo
Last updated: 28 April 2023, 12:09 PM IST
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।