• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Crops

Farmer ends life after locust destroys crops
ଚକଡା ଚଡକ.. ଧାନ ପୋକ ନେଲା ଜୀବନ

ଦଶ ଏକର ଜମିରେ ଚାଷ କରିଥିଲେ । ସେଥିରୁ ପାଞ୍ଚ ଏକର ଜମିରେ ଚକଡ଼ା ପୋକ ମାଡ଼ିଗଲା ।

Swarm of locust destroys standing crops in Odisha
ଅମଳ ବେଳେ ଚିନ୍ତାରେ ଚାଷୀ; ହଜାର ହଜାର ହେକ୍ଟର ଜମିରେ ଚରିଗଲେଣି ଚକଡ଼ା

କୁଚିଣ୍ଡା.. ଅମଳ ସମୟରେ ପାଳଗଦା ପାଲଟିଥିବା ଏଦୃଶ୍ୟ ସମ୍ବଲପୁର କୁଚିଣ୍ଡା ପତ୍ରପାଲି ଅଂଚଳର । ସାରା ବିଲରେ ଚରିଯାଇଛି ଚକଡା । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲକୁ ଖାଇ ଖୋଳ କରିଦେଇଛନ୍ତି ।

 Insects destroy
ଅଜଣା ରୋଗ ଭାଙ୍ଗିଦେଲା ଚାଷୀର ଅଣ୍ଟା

ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ଏମାନଙ୍କୁ ଏବେ ଚିନ୍ତାରେ ପକାଇଛି । ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ

Elephants Destroy Crops & Houses In Karanjia
୨୬ ଟିକିଆ ହାତୀ ପଲଙ୍କ ଆତଙ୍କରାଜ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ । ୨୬ ଟିକିଆ ହାତୀ ପଲ ଗତ ୪ଦିନ ମଧ୍ୟରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରିବା ସହିତ ଦୁଇଟି ଘର ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

Unseasonal Rain Damages Crops In Odisha
ଖରାରେ ସୁଖୁଛି ଅମଳ ଧାନ

ଜୱାଦ ବାତ୍ୟାର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇ ଦିନ ଧରି ବର୍ଷା ଲାଗି ରହିଥିଲା ।କପ୍ତିପଦା ଉପଖଣ୍ଡରେ ଅନେକ ଚାଷୀ ପ୍ରଭାବିତ ହୋଇଥିଲେ। ତରବରିଆରେ କାଟିଥିବା ଧାନକୁ ଖରାରେ ସୁଖାଉଛି ଚାଷୀ ।

No End To Farmers\' Miseries In Odisha – Incessant Rain Destroys Crops In Nabarangpur
ଖର୍ଚ୍ଚ ଯେତିକି କରିଥିଲୁ ସେତିକି ମିଳିବ କି ନାହିଁ ସନ୍ଦେହ

ଜୱାଦ ପ୍ରଭାବରେ ରାଜ୍ୟରେ ହୋଇଥିବା ବର୍ଷାରେ ଚଷୀକୂଳ ପ୍ରଭାବିତ । ଅମଳକ୍ଷମ ଧାନ ଏବେ ପାଣିରେ ବୁଡି ରହିଛି । ଚିନ୍ତାରେ ଚାଷୀ ଭାଇ । ଜଗତସିଂହପୁରରେ ମଧ୍ୟ ଏକର ଏକର ଧାନ ଚାଷଜମି ପାଣିରେ ବୁଡି ରହିଛି । ଏନେଇ କଣ ରହିଛି ଚାଷୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ ..।

Elephant Herd Damages Crops In Odisha’s Sundargarh
ବଣାଇରେ ହାତୀ ଉତ୍ପାତ

ସୁନ୍ଦରଗଡ଼ ବଣାଇରେ ହାତୀ ଉତ୍ପାତ । କୁଳିପୋଷ ରେଂଜରେ ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।

Cyclone Jawad || Rains Cause Damage To Crops In Kendrapara
ପବନ ବହିଲେ ଚାଷୀଙ୍କର ବର୍ଷକର ଆହାର ବୁଡିଯିବ

ପବନର ବେଗ କମିଛି କିନ୍ତୁ ଝିପି ଝିପି ବର୍ଷା ହେଉଛି । ତେବେ ଏହି ବର୍ଷାରେ ଚାଷ ଜମିର ଅବସ୍ଥା କଣ ରହିଛି ଦେଖନ୍ତୁ ...

Cyclone Threat To Odisha : Farmers In Distress Over Protection Of Crops
ପାଗ ପରିବର୍ତ୍ତନକୁ ଦେଖି ଚିନ୍ତାରେ ଚାଷୀ ...କେଉଁଠି ରଖିବେ ଅମଳ ଧାନ

କୋହଲା ପାଗକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି । ଅମଳ ହୋଇଯାଇଥିବା ଧାନ ଓ ମାଣ୍ଡିଆକୁ କେଉଁଠି ରଖିବେ ସେନେଇ ଚିନ୍ତାରେ କୋରାପୁଟ ଜିଲ୍ଲା ତଳ ଲିମକା ଗ୍ରାମର ଚାଷୀ । ଏ ସମ୍ପର୍କରେ ଲିମିକା ଗାଁର ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତନିଧି ସୂର୍ଯ୍ୟ ନାରାୟଣ ପଣ୍ଡ ।