• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Big Family
Special Report: ଗୋଟିଏ ଛାତ ତଳେ ରହୁଛନ୍ତି ୪ ପୀଢ଼ିର ୪୦ ସଦସ୍ୟ

ନ୍ୟୁକ୍ଲିୟର ଫ୍ୟାମିଲି ଯୁଗରେ ବି ବଞ୍ଚିଛି ଯୌଥ ପରିବାର ବ୍ୟବସ୍ଥା ।

Rajesh Mahapatra steps down as Editor at PTI
PTI ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର

ସେ ଦୀର୍ଘ ୧୧ ବର୍ଷ ଧରି ହିନ୍ଦୁସ୍ତାନ ଟାଇମ୍‌ସ ସହ ଜଡ଼ିତ ଥିଲେ । 

Agra woman 'turns alcoholic', gets drunkard husband to sign agreement to cut down on booze
ସ୍ୱାମୀଙ୍କ ମଦ ପିଆ ଛଡ଼ାଇଲେ ସ୍ତ୍ରୀ, ଏମିତି ଉପାୟ ଆପଣ କେବେ ଜାଣିନଥିବେ ! ପଢ଼ନ୍ତୁ...

ସ୍ତ୍ରୀଙ୍କ ମଦ ପିଆ ଦେଖି ସ୍ୱମୀ କ’ଣ କରିବେ ତାହା ଚିନ୍ତା କରିପାରିଲେ ନାହିଁ । ସବୁଦିନ ସେ ମଦ୍ୟପାନ କରି ଘରକୁ ଆସିଲା ବେଳକୁ ସ୍ତ୍ରୀ ମଧ୍ୟ ମଦ ପିଇ ଟୁଲ ଅବସ୍ଥାରେ ଥାନ୍ତି ।

Public Toilet
ଶୌଚାଳୟରେ ତାଲା, ସାମ୍ନାରେ ମଳତ୍ୟାଗ କଲେ ଲୋକେ

ଚେଇଁ ଶୋଇଛି ପ୍ରଶାସନ । ଶୌଚାଳୟ ହେଲା କିନ୍ତୁ ତାଲା ଖୋଲିଲାନି...କଲର ମାରିବା ପରେ ବି କାମ ଦେଲାନି । ବିରକ୍ତ ହେଲେ ଲୋକେ...ଶୌଚାଳୟ ସାମ୍ନାରେ କଲେ ମଳତ୍ୟାଗ

  • Saturday, 13 May 2023
Unseasonal rains
ସବୁ ସାରିଦେଲା ଅଦିନିଆ ବର୍ଷା : ଲିଚୁ ଫଳିଛି, ହେଲେ ସୁଆଦ ନାହିଁ...ଚିନ୍ତାରେ ଚାଷୀ

ଅଦିନିଆ ବର୍ଷାକୁ ପ୍ରବଳ ଖରା । ଫଳିଲାନି ଲିଚୁ...ଲୋକେ ଗଲେ ବି ମିଳୁନି କୋଳି । ଚିନ୍ତାରେ ଚାଷୀ ଓ ବେପାରୀ

Who Is Linda Yaccarino? Executive Who May Replace Elon Musk As Twitter CEO
ଟ୍ୱିଟରର ନୂଆ CEO ହେବାକୁ ଯାଉଥିବା ଲିଣ୍ଡାଙ୍କ କ’ଣ ରହିଛି ପରିଚୟ ? ଜାଣନ୍ତୁ...

ଆଗାମୀ ୬ ସପ୍ତାହ ମଧ୍ୟରେ ମହିଳା ଜଣଙ୍କ ସିଇଓ ପଦ ସମ୍ଭାଳିବେ ବୋଲି ମସ୍କ ଘୋଷଣା କରିଛନ୍ତି । କିନ୍ତୁ ମହିଳାଙ୍କ ନାମ ସେ ଏପର୍ଯ୍ୟନ୍ତ ଘୋଷଣା କରି ନାହାନ୍ତି ।

Most Expensive Insects In World Stag Beetle
ଜାଣନ୍ତି କି...ଏହି ବିରଳ କୀଟର ଦାମ ଏକ ବିଳାସପୂର୍ଣ୍ଣ ଘର ସହ ସମାନ !

କୁହାଯାଏ, ଯେଉଁ ଲୋକ ଏହି କୀଟକୁ ଘରେ ପାଳିବ ବା ରଖିବ ସେ ରାତା ରାତି ଧନୀ ହୋଇଯିବ । ତା’ର କେବେ ବି ଅଭାବ ଅନଟନ ଆସିବ ନାହିଁ ।

Beautiful Lady Body Builder
ବଡି ବିଲ୍ଡିଂ କରି ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି ଏହି ମଡେଲ

ତାଙ୍କ ବଡି କୌଣସି ପୁଅ ପିଲା ବା ପୁରୁଷ ବଡି ବିଲ୍ଡରଠାରୁ କମ୍‌ ନୁହେଁ ।

Ratha Jatra
ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ?

ପାଖେଇ ଆସୁଛି ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିବେ ଶ୍ରୀଜିଉ । ତେବେ ତା’ପୂର୍ବରୁ ସରିପାରିବ ତ ଗୁଣ୍ଡିଚା ମନ୍ଦିରର ଦୁର୍ବଳ ନାଟମଣ୍ଡପ ମରାମତି କାମ ।

Special Story
ଦୁଇ ଦିବ୍ୟାଙ୍ଗ ଭାଇ-ଭଉଣୀଙ୍କ ହୃଦୟଭରା କାହାଣୀ: ପିଲାଙ୍କ ପାଇଁ ଯେବେ ମାଟି ହାଣନ୍ତି ବାପା-ମାଆ

ଭଗବାନ କୋଳକୁ ସନ୍ତାନ ସିନା ଦେଇଛନ୍ତି ହେଲେ ଏମିତି ଅବସ୍ଥାରେ, ଯେଉଁମାନେ କିଛି ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ ।

RERA, Bhubaneswar
ଓଡ଼ିଶାରେ କାଗଜ ବାଘ ପାଲଟିଛି କି ରେରା ?

ପ୍ରାଧିକରଣର ସବୁ ଆଦେଶକୁ ଫୁ କରି ଉଡ଼ାଉଛନ୍ତି ବିଲଡର୍ । ଜରିମାନା ଅସୁଲିକୁ ଢିଲାରେ ନେଉଛି ପ୍ରଶାସନ । ପିଆଇଏଲ୍ ପରେ ଜବାବ ମାଗିଲେ ହାଇକୋର୍ଟ । ରେରାଠୁ ମୁହଁ ଫେରାଉଛନ୍ତି ଗୃହ କ୍ରେତା ।

Ratha Jatra
ରଥଯାତ୍ରା ଆଗରୁ ସରିବ ତ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ କାମ ?

ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ? ହାତରେ ସମୟ କମ୍ । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା । ତେଣୁ ଏଭଳି ସ୍ଥିତିରେ ଭକ୍ତ ଓ ସେବାୟତଙ୍କ ମନରେ ଶଙ୍କା ବଢ଼ି ଚାଲିଛି ।

Kanhaiya Sharma
୨୫୧ ଟଙ୍କାରେ ଆରମ୍ଭ କରିଥିଲେ ବେପାର, ଏବେ କୋଟିପତି...

ବର୍ତ୍ତମାନ ଯୁଗରେ ବାପାମାଆ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ବେଳେ କହ୍ନେୟା ଶର୍ମା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଜାଣନ୍ତୁ କିଏ ଏହି କହ୍ନେୟା ଶର୍ମା..

Bamboo workers
ମୂଳ ତ ଉଠୁନି...ଏ ବେପାର କରି ଲାଭ କଣ...ପରିବାର ଚଳିବ କେମିତି ?

ଆଉ କରିବୁନି କୌଳିକ ବୃତ୍ତି । ମୂଳ ତ ଉଠୁନି...ଏ ବେପାର କଲେ ପରିବାର ଚଳେଇବୁ କେମିତି ? ପ୍ରଶାସନର ପ୍ରୋତ୍ସାହନ ଅଭାବ, ଚିନ୍ତାରେ ବାଉଁଶ କାରିଗର।

Bridge Problem
୯ ବର୍ଷ ହେଇଗଲା...ଆଉ କେବେ ସରିବ ସେତୁ?

ବାଃ ବାଃରେ ପ୍ରଶାସନ । ୯ ବର୍ଷ ହୋଇଗଲା କିନ୍ତୁ ସେତୁ କାମ ସରିଲା ନାହିଁ...ନିର୍ବାଚନ ପାଖେଇ ଆସୁଥିବାରୁ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ

Keonjhar, Joda, Kolhapanduli Village
ଏହି ଗାଁରେ କିଛି ନାହିଁ ! ପାଣି ମିଳୁଛି ନା ଚାଉଳ, ରାସ୍ତା ଖଣ୍ଡେ ବି ନାହିଁ...

ପିଡିଏସ ଚାଉଳ ପାଇଁ ଏହି ଗାଁର ଲୋକମାନେ ଅଣଓସାରିଆ ଓ ବିପଦପୂର୍ଣ୍ଣ ୧୦ କିଲୋମିଟର ଯାତ୍ରା କରି ଯିବା ପରେ ମୁଣ୍ଡରେ ମୁଣ୍ଡେଇ ଚାଉଳ ଆଣନ୍ତି ।

  • Thursday, 11 May 2023
Boat Capsized
ନିଆରା ନାଉରିର କାହାଣୀ ! ନଈରେ ବୁଡ଼ିଲା ଡଙ୍ଗା, ଅନ୍ୟଙ୍କୁ ବଞ୍ଚାଇଲେ ନିଜେ ଜୀବନ ହାରିଲେ

ଏବେ ମରି ମରି ବଞ୍ଚୁଛନ୍ତି ଆଳି ବ୍ଲକ ଏକମାଣିଆର ସୁଦର୍ଶନ ସ୍ୱାଇଁଙ୍କ ବିଧବା ପତ୍ନୀ ଓ ପୁଅ ।

Andhra Pradesh traders
ଓଡ଼ିଶା ସରକାର କିଣୁନି କୋଟିଆ ତେନ୍ତୁଳି: ଶସ୍ତାରେ ବୋହି ନେଉଛନ୍ତି ଆନ୍ଧ୍ର ସାହୁକାର

ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଓରମାସ, ଟିଡିସିସି, କାପୋ, ମିଶନ ଶକ୍ତି, ଓଏଲଏମ, କୃଷକ ଉତ୍ପାଦକ ସମିତି ଓ ଗ୍ରାମ ପଞ୍ଚାୟତ କିମ୍ବା ବ୍ଲକ ଆଦି ତେନ୍ତୁଳି କିଣିବାକୁ କୌଣସି ପ୍ରକାରର ଆଗ୍ରହ ଦେଖାଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକେ ଆନ୍ଧ୍ର ଭରସାରେ ଥିବା କୋଟିଆ ବାସୀ ଅଭିଯୋଗ କରିଛନ୍ତି ।

Fish Farming
ରଙ୍ଗୀନ ମାଛ ରଖିଲେ ବାସ୍ତୁ ଦୋଷ ନିରାକରଣ ହୁଏ ?

ରଙ୍ଗୀନ ମାଛ ଚାଷ କରିବା ଲାଗି ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବୁଝାଇବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗ୍ରହୀ ହୋଇଥିଲେ । ଏହାପରେ ଇଚ୍ଛୁକ ଥିବା ସଂଘର ସଦସ୍ୟମାନେ ପ୍ରଥମେ ଖଡ଼ିଆଳରେ ତାଲିମ ନେଇଥିଲେ । ତାଲିମ ନେବା ପରେ ବରଗଡ଼ ଜିଲ୍ଲାର ଅମ୍ବାଭୋନାଠାରେ କରାଯାଇଥିବା ମାଛ ଚାଷ ପରିଦର୍ଶନ ପାଇଁ ନିଆଯାଇଥିଲା

Facebook
ସାବଧାନ ଫେସ୍‌ବୁକ୍‌ ୟୁଜର ! ଭେରିଫାଏଡ୍ ଆକାଉଣ୍ଟ ବି ହୋଇପାରେ ଫେକ୍, କରନ୍ତୁ ନାହିଁ ବିଶ୍ୱାସ

ପ୍ରଣାଳି ପୁରୁଣା ହୋଇଥିବାରୁ ଫେସ୍‌ବୁକ୍‌ ବା ମେଟା ଆବଶ୍ୟକ କରୁଥିବା ସମସ୍ତ ତଥ୍ୟ ଯୋଗାଡ଼ କରି ଯେକେହି ବି ବ୍ଲୁ-ଟିକ୍ ହାସଲ କରିବାରେ ସଫଳ ହୋଇପାରିବ ।

Apple Farming
୪୨ ଡିଗ୍ରୀ ଖରାରେ ବି ହେଉଛି ସେଓ ଚାଷ...ମାଲେମାଲ୍‌ ଚାଷୀ

କାଶ୍ମୀର ନୁହେଁ ଯାଜପୁରରେ ହେଉଛି ସେଓ ଚାଷ । ୪୨ ଡିଗ୍ରୀ ଖରାରେ ଫଳୁଛି ପ୍ରଚୁର ଫଳ...ଯେତେ ଇଚ୍ଛା ସେତେ ତୋଳ

Apple Farming
ଓଡ଼ିଶା ମାଟିରେ ଫଳୁଛି ସେଓ

ଓଡ଼ିଶା ମାଟିରେ ଫଳୁଛି ସେଓ । ପାଖାପାଖି ୪୦ ଡିଗ୍ରୀ ତାପମାତ୍ରାରେ ଶୀତଳ ଜଳବାୟୁରେ ଫଳଚାଷ କରି ଚର୍ଚ୍ଚାରେ ଯାଜପୁର କୋରେଇର ରବୀନ୍ଦ୍ର ନାୟକ

Toilet Scam
ପରିସ୍ରାଗାର ଟଙ୍କା ବି ଖାଇଦେଲେ !

ଲୁ ନାଁରେ ମହାଲୁଟ୍‌ । ମୁକ୍ତା ଯୋଜନାରେ ବିରାଟ ଘୋଟାଲା । ଅଧାରୁ ଅଧିକ ଟଏଲେଟ୍‌ କାମ କରୁନି

Nabakrushna Choudhury
ସୁଧୁରିବନି ପୌର ପ୍ରଶାସନ : ପୁଣି ନବକୃଷ୍ଣଙ୍କୁ ଅପମାନ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅପମାନ କରୁଛି ପୌର ପ୍ରଶାସନ । ପ୍ରଥମେ ପ୍ୟାଣ୍ଟ ପିନ୍ଧାଇଦେଲା, ଏବେ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦେଲା । ତେଜିଲା ଅସନ୍ତୋଷ...ରାତାରାତି ଗାଏବ ହେଲା ପ୍ରତିମୂର୍ତ୍ତି

President Of India Droupadi Murmu
ଭାଷଣ ଦେଉଥିଲେ ମହାମହିମ ରାଷ୍ଟ୍ରପତି, କଟିଗଲା ଲାଇନ୍

ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ବାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି ।