ଦ୍ୱନ୍ଦ୍ୱ ଭୟ ଆଉ ଛାନିଆ । ବନ୍ଦ ହୋଇଯିବ କି ୫୦୦ ଟଙ୍କିଆ ନୋଟ୍ ? ଅଚଳ ହେବ କି ୫୦୦ ଟଙ୍କିଆ ? କ’ଣ ପୁଣି କଟକଣା ଲଗାଇବେ ସରକାର ? ଏମିତି ଖବର ଆପଣ ଯଦି ସୋସିଆଲ୍ ମିଡିଆରେ ଦେଖୁଥାନ୍ତି ତେବେ ବ୍ୟସ୍ତ ହୁଅନ୍ତୁନି... ତେବେ ଜାଣନ୍ତୁ ଖବର ପଛର ସତ୍ୟତା କେତେ ?
ବଦଳିଯିବ ପୁରୁଣା ନୋଟ୍ । ବଜାରକୁ ନୂଆ ନୋଟ୍ ଆସିବା ନେଇ RBIର ବଡ଼ ଘୋଷଣା । ୫୦୦ ଟଙ୍କିଆ ଓ ୧୦ ଟଙ୍କିଆ ନୋଟର ହେବ ନବକଳେବର । ପୁରୁଣା ନୋଟ୍ ଚାଲିବା ନେଇ ଉଠିଲା ପ୍ରଶ୍ନ ।
ଜଣେ ବ୍ୟକ୍ତି ଥରକରେ ୧୦ଟି ନୋଟ୍ ବଦଳ କରିପାରିବେ । ଯଦି ବ୍ୟାଙ୍କ ଖାଲି ଥାଏ ତା’ହେଲେ ଏକାଧିକ ଥର ବଦଳ କରିପାରିବେ ।
ବିଜେଡି ପାଖରେ ଅଛି କି କଳାଧନ ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ ନୋଟ ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା ।
ବିଜେଡି ପାଖରେ ଅଛି କି କଳାଧନ ? ଦଳ ହୋର୍ଡିଂ କରିଛି କି ୨ ହଜାର ଟଙ୍କିଆ ନୋଟ ? ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ବିଜେଡି ଚିନ୍ତାରେ ଥିବା ଚର୍ଚ୍ଚା ।
ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ମଧ୍ୟରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଷ୍ଟେଟ ବ୍ୟାଙ୍କର ନୂଆ ଗାଇଡ ଲାଇନ ଲାଗୁ କରିଛି ।
ଦୁଇ ହଜାର ଟଙ୍କିଆ ବନ୍ଦ ପାଇଁ RBIର ଘୋଷଣା ପରଠୁ ଏହାର ପ୍ରଭାବକୁ ନେଇ ଏବେ ସବୁଠି ଚର୍ଚ୍ଚା। ବ୍ୟବହାର କମିଯାଇଥିବାରୁ ସାଧାରଣ ଲୋକଙ୍କ ପାଖରେ ତ ଏଇ ନୋଟ୍ ସେତେଟା ନାହିଁ, ତେବେ ଯେଉଁମାନଙ୍କ ପାଖରେ ଅଛି ସେମାନେ କେମିତି ଫେରାଇବେ ? ସରକାର ଦେଇଥିବା ସମୟ ପର୍ଯ୍ୟାପ୍ତ ହେବ ତ ?
RBI ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଦୂର ପାଇଁ ବିଶେଷଜ୍ଞଙ୍କ ମତ । ଯାହା ପାଖରେ ଅଛି ଏହି ନୋଟ୍, କଣ କରିବେ ସେମାନେ ?