• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Sahid's Son Prajwal, Fulfill His fathers dream
ସହିଦ ବାପାଙ୍କ ସ୍ୱପ୍ନ ଥିଲା ପୁଅ ସେନାରେ ସାମିଲ ହେବ, ଦେଶ ସେବା କରିବ...

ପ୍ରଜ୍ୱଳ ଦୁନିଆକୁ ଆସିବା ପୂର୍ବରୁ ତାଙ୍କ ବାପା ଦୁନିଆ ଛାଡ଼ି ଚାଲିଯାଇଥିଲେ । ସେତେବେଳକୁ ପ୍ରଜ୍ୱଳଙ୍କ ବଡ଼ ଭାଇ ଅଢ଼େଇ ବର୍ଷର ଥିଲେ ।

  • Monday, 22 May 2023
Sudhansu Sarangi Fire DG
ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ IPS ସୁଧାଂଶୁ ଷଡ଼ଙ୍ଗୀ 

ବିନୟତୋଷ ମିଶ୍ରଙ୍କ ଠାରୁ କଲେ ଦାୟିତ୍ବ ଗ୍ରହଣ । ଜରୁରୀକାଳିନ ବିଭାଗର ଉନ୍ନତି ପାଇଁ କାର୍ଯ୍ୟ କରିବେ କହିଲେ ।

  • Monday, 22 May 2023
Moon - Venus
ବିରଳ ମହାଜାଗତିକ ଦୃଶ୍ୟ ! ଜୁନ ୧୫ ଯାଏଁ ଚନ୍ଦ୍ର ପାଖରେ ଦିଶିବ ଶୁକ୍ର

ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖିହେବ । ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖିହେବ ।

  • Monday, 22 May 2023
  • Venus
Matric Exam
ଆଶ୍ଚର୍ଯ୍ୟ ! ମାଟ୍ରିକ୍‌ରେ ପୁଅଠୁ ଅଧିକ ନମ୍ବର ରଖିଲା ମାଆ

ଏକା ସାଙ୍ଗରେ ମାଟ୍ରିକ୍‌ ଦେଇଥିଲେ ମାଆ-ପୁଅ । ରେଜଲ୍ଚ ବାହାରିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ...କାରଣ ମାଆଠାରୁ ଅଧିକ ନମ୍ବର ରଖିଥିଲା ପୁଅ

Helpless Women
ସରକାରୀ ସହାୟତା ଲାଗି ଯେବେ ଅପେକ୍ଷା କରିବାକୁ ପଡ଼େ ୭ ବର୍ଷ...

ବିଲ କାମ କରିବାକୁ ଯାଇଥିଲେ, ଘଡଘଡିରେ ଜୀବନ ଚାଲିଗଲା । ପ୍ରଶାସନ ପାଖକୁ ଦୌଡି ଦୌଡି ୭ ବର୍ଷ ହେଲା କିନ୍ତୁ ସହାୟତା ମିଳିଲାନି । ସରକାରୀ ଯୋଜନା ତାହାଲେ କାହାପାଇଁ ?

  • Monday, 22 May 2023
Madhu Babu Pension Scheme
ଏଣିକି ଆକାଉଣ୍ଟରେ ନୁହେଁ ହାତରେ ମିଳିବ ଭତ୍ତା ଟଙ୍କା

ମଧୁବାବୁ ପେନସନ୍‌ ଯୋଜନା(MBPY)ରେ ମିଳୁଥିବା ଭତ୍ତା ଆଉ ଆକାଉଣ୍ଟକୁ ଯିବ ନାହିଁ।

Jajpur Traffic Problem
ଯାଜପୁର ଟାଉନ୍‌ରେ ଅସମ୍ଭାଳ ହେଲାଣି ଜାମ୍‌ : ଟ୍ରାଫିକ୍‌ ନାହିଁ, ରାସ୍ତାରେ ଶୋଉଛନ୍ତି ଗୋରୁ-ଗାଈ

ସହରରେ କୌଣସି ପାର୍କିଂ ବ୍ୟବସ୍ଥା ହୋଇନଥିବାରୁ ରାସ୍ତା ଉପରେ ଗ୍ରାହକ ଗାଡି ପାର୍କିଂ କରୁଥିବା ଦେଖାଯାଉଥିବା ବେଳେ ବିଭିନ୍ନ ଘରୋଇ ଚାରିଚକିଆ ଯାନ ଅସ୍ଥାୟି ଷ୍ଟାଣ୍ଡ କରୁଥିବ କାରଣରୁ ନାନା ସମୟରେ ଟ୍ରାଫିକ ସମସ୍ୟା ଜନ ସାଧାରଣଙ୍କୁ ହନ୍ତସନ୍ତ କରୁଛି ।

  • Sunday, 21 May 2023
RBI, Demonisation
ମନେ ପଡ଼ିଗଲା ୨୦୧୬ର ଦୁର୍ଦ୍ଦଶା, ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ କଣ ହେବ ?

RBI ନିଷ୍ପତ୍ତି ନେଇ ଦ୍ୱନ୍ଦ୍ୱ ଦୂର ପାଇଁ ବିଶେଷଜ୍ଞଙ୍କ ମତ । ଯାହା ପାଖରେ ଅଛି ଏହି ନୋଟ୍, କଣ କରିବେ ସେମାନେ ?

New railway project for odisha
ଖୁବଶୀଘ୍ର ଓଡ଼ିଶାକୁ ଦୁଇଟି ନୂଆ ରେଳ ପ୍ରକଳ୍ପ

ବରଗଡ଼ରୁ ନୂଆପଡ଼ାକୁ ନିର୍ମାଣ ହେବ ନୂଆ ରେଳ ଲାଇନ୍ । ଅନୁଗୁଳ-ତାଳଚେର ନୂଆ ୱାଇ କନେକ୍ସନ ଲାଇନ ନିର୍ମାଣ ହେବ ।

orphanage
ବାପା-ମାଆ ଚାଲିଗଲେ...ପ୍ରଶାସନ ସାହାଯ୍ୟ କଲା, ମାଟ୍ରିକ୍‌ରେ ରଖିଲେ ୮୦ ପ୍ରତିଶତ ନମ୍ବର

ଜିଲ୍ଲାରେ ଥିବା ପ୍ରାଉଡ୍ ନାମକ ଅନୁଷ୍ଠାନରେ ସୁନୀତା ରହିଥିବା ବେଳେ ଜଗନ୍ନାଥ ନିକେତନରେ ରହୁଛନ୍ତି ଗଣେଶ । କେବଳ ଏହି ଦୁଇଜଣ ନୁହନ୍ତି,ଜିଲ୍ଲାର ୫ଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ସେମାନଙ୍କ ପରି ଆଉ ୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିବା ନିଶ୍ଚିତ ଭାବରେ ଏକ ଚର୍ଚ୍ଚ।ର ବିଷୟ।

PMAY scheme
ବାଃ ବାଃରେ ବ୍ୟବସ୍ଥା...କେନ୍ଦ୍ରାପଡ଼ା ବଦଳରେ ମହାରାଷ୍ଟ୍ର ପଳେଇଲା ଆବାସ ଟଙ୍କା, ହିତାଧିକାରୀ ହତାଶ

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ପରେ ରଂଜନ ମୁଣ୍ଡ ଗୁଞ୍ଜିଥିବା ଚାଳ ଛପର ଘରଟିକୁ ଭାଙ୍ଗି ପକ୍କା ଘର କାର୍ଯ୍ୟ ଆରମ୍ଭ କରିଥିଲେ । ହାତରେ ଟଙ୍କା ନଥିବାରୁ ଧାର କରଜ କରିବା ସହିତ ସିମେଣ୍ଟ, ବାଲି ଓ ଗୋଡ଼ି ଆଜି ସାମଗ୍ରୀ ବାକିରେ ଆଣି ଘର କାର୍ଯ୍ୟ ଆରମ୍ଭ କରିଥିଲେ । ଘର କାମ ସିନା ଆରମ୍ଭ ହେଲା ହେଲେ ଦୀର୍ଘ ଦିନ ହେବ ହିତାଧୀକାରୀ ରଂଜନଙ୍କ ଆକାଉଣ୍ଟକୁ ଆବାସ ସହାୟତା ଟଙ୍କା ଆସିନଥିଲା।

Personal House Maid
ଚାକରାଣୀ ପାଇଁ ରଖିଛନ୍ତି ମୋଟା ଅଙ୍କର ଦରମା, ତଥାପି ମିଳୁନାହାନ୍ତି ! କାରଣ କ’ଣ..?

ଚାକରାଣୀ କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷ ଟଙ୍କାରୁ ଅଧିକ ବେତନ ଦେବାକୁ ପ୍ରସ୍ତୁତ ।

  • Thursday, 18 May 2023
Expensive Milk
ଏହି କ୍ଷୀର ସାଧାରଣ ଲୋକ କିଣିବା ଭାରି କଷ୍ଟ, ଏଥିରେ ରହିଛି ଅଧିକ ଲାକ୍ଟୋଜ

ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କରେ ଏହାର ବହୁତ ଚାହିଦା ଅଛି।

  • Thursday, 18 May 2023
  • Milk
Vande Bharat Express
ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

କେବଳ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦଘାଟନ ହେଉଛି ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି

Indigo Flight Delayed
ବେଙ୍ଗାଲୁରୁ-ଭୁବନେଶ୍ୱର ବିମାନରେ ଯାନ୍ତ୍ରିକ ତ୍ରୁଟି ଘଟଣା, ୪ ଘଣ୍ଟା ପରେ ଉଡ଼ିଲା ବିମାନ

ବିମାନ ସେବାରେ ତ୍ରୁଟି ଓ ଯାତ୍ରୀଙ୍କ ଅଭିଯୋଗ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିପାରିନି।

Indigo Flight Issue
ଇଣ୍ଡିଗୋ ଫ୍ଲାଇଟ୍‌ରେ ତ୍ରୁଟି, ୨ ଘଣ୍ଟାରୁ ଅଧିକ ସମୟ ଫସିଲେ ଯାତ୍ରୀ

ବିମାନ କମ୍ପାନୀ ପକ୍ଷରୁ ଯାତ୍ରୀଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ତେବେ ପରବର୍ତ୍ତି ସମୟରେ ବିମାନ ଯାତ୍ରାକୁ ବାତିଲ କାରଯାଇଥିବା ସୂଚନା ମିଳିଛି।

Khurdha Forest Range
ମାତ୍ର କେଇ ଘଣ୍ଟାରେ ପଦା ପଡ଼ିଗଲା ଖୋର୍ଦ୍ଧା ତରତୁଆ ସଂରକ୍ଷିତ ଜଙ୍ଗଲ

ଶହ ଶହ ପୁରୁଣା ଗଛକୁ ବେଧଡ଼କ କାଟି ନେଲେ ଲୁଟେରା । ଭିଡିଓ ଭାଇରାଲ୍ ପରେ ରାଗିଲେ ପ୍ରକୃତିପ୍ରେମୀ । ବନ ବିଭାଗର ସଫେଇ ନୂଆ ଗଛ ଲାଗିବ, ଯିଏ କାଟିଛି ଛାଡ଼ିବୁନି ।

Bhubaneswar Dumping yard
ଆଉ ଦାରୁଠେଙ୍ଗରେ ପଡ଼ିବନି ସହର ଅଳିଆ

ଗାଁକୁ ଯିବନି ଭୁବନେଶ୍ୱର ଅଳିଆ, ବହୁ ବିରୋଧ ପରେ ବନ୍ଦ ହେବ ଭୁଆଶୁଣି ଡମ୍ପିଂୟାର୍ଡ ।

Supreme Court On Divorce Case
‘ପ୍ରେମ କରି ବିବାହ କରିଥିବା ଅଧିକାଂଶ ଦମ୍ପତ୍ତି ମାଗୁଛନ୍ତି ଛାଡ଼ପତ୍ର’

ଏକଥା କୋର୍ଟ ସେତେବେଳେ କହିଥିଲେ ଯେତେବେଳେ ଓକିଲ କୋର୍ଟଙ୍କୁ ଜଣାଇଲେ ଯେ, ଏହି ଦମ୍ପତ୍ତିଙ୍କର ପ୍ରେମ ବିବାହ ହୋଇଛି ।

Prerana | Meet entrepreneur Indumati Parida, who trains several women to become self-reliant
ମହିଳା ଉଦ୍ୟୋଗୀ ଇନ୍ଦୁମତୀ

ମହିଳା ଉଦ୍ୟୋଗୀ ଇନ୍ଦୁମତୀ...ଦୃଢ ଇଚ୍ଛାଶକ୍ତି ବଳରେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

  • Wednesday, 17 May 2023
Blind cricketers in Mayurbhanj wait for Govt assistance to excel in their career
କ୍ରିକେଟରଙ୍କ ଆଖିରେ ଆଖିଏ ସ୍ନପ୍ନ, ହେଲେ ଅର୍ଥ ଅଭାବ

ଅନ୍ୟମାନଙ୍କ ପରି ଆଖିକୁ ଦେଖାଯାଏ ନାହିଁ ସିନା, ହେଲେ ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ। ସେମାନେ ବି ଦିନେ ଦେଶ ପାଇଁ ଖେଳିବେ, ଆଉ ଦେଶ ପାଇଁ ଗୌରବ ଆଣିବା ପାଇଁ ସ୍ୱପ୍ନ ଦେଖିଛନ୍ତି, ହେଲେ ଅର୍ଥ ସାଜିଛି ବାଧକ...

  • Wednesday, 17 May 2023
smart parking
ଦୁଇ ବର୍ଷ ତଳୁ ବ୍ୟବସ୍ଥା ହେଲାଣି, ହେଲେ ଏଯାଏଁ ସୁବିଧା ପାଉନାହାନ୍ତି ଜନସାଧାରଣ

ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।

Power Cuts
ଅସହ୍ୟ ଗୁଳୁଗୁଳିରେ ଅଘୋଷିତ ବିଜୁଳି କାଟ୍, ରାତି ଅଧରେ କରେଣ୍ଟ ବିନା କଲବଲ ଜନ ଜୀବନ

ଏପରିଦୃଶ୍ୟ କେଉଁ ଉପାନ୍ତ କି ଅବେହଳିତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।

Athagada Jatra
ମଞ୍ଚ ଉପରେ ଚାଲିଥିଲା ରଙ୍ଗିଲା ଡ୍ୟାନ୍ସ, ଲୋକେ ଫିଙ୍ଗିଲେ ଚେୟାର

ବାଜୁଥିଲା ମାମୁନି ଥେଇ ଥେଇ...ଦୁଲୁକୁଥିଲା ମଂଚ । ହଠାତ୍‌ ମାଡ ହେଲା ଚେୟାର...ପରେ ମାଲିକ-ଗାଁ ଲୋକ...

  • Tuesday, 16 May 2023
Vande Bharat Express From 18th May
ସରିଛି ଟ୍ରାଏଲ ରନ୍, ୧୮ରେ ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ

୧୮ରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ମୋଦି । ଓଡ଼ିଶାରେ ପ୍ରଥମ କରି ଚଳାଚଳ କରିବ ସେମି ହାଇସ୍ପିଡ୍ ଟ୍ରେନ୍ ।