ଅନ୍ୟମାନଙ୍କ ପରି ଆଖିକୁ ଦେଖାଯାଏ ନାହିଁ ସିନା, ହେଲେ ସେମାନଙ୍କ ଆଖିରେ ଆଖିଏ ସ୍ୱପ୍ନ। ସେମାନେ ବି ଦିନେ ଦେଶ ପାଇଁ ଖେଳିବେ, ଆଉ ଦେଶ ପାଇଁ ଗୌରବ ଆଣିବା ପାଇଁ ସ୍ୱପ୍ନ ଦେଖିଛନ୍ତି, ହେଲେ ଅର୍ଥ ସାଜିଛି ବାଧକ...
Published By: Rajalaxmi Sahoo
Last updated: 17 May 2023, 12:14 PM IST
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।