• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Rayagada

Crime
ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ!

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆକ୍ରମଣରେ ଛାତ୍ରର ମୃତ୍ୟୁ ।

Adani Group
କାଶୀପୁରରେ ହେବ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ, ୭୫ ହଜାର କୋଟି ଖର୍ଚ୍ଚ କରିବ ଆଦାନୀ

କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ । 

Heavy Rain
ନନ୍‌ଷ୍ଟପ ବର୍ଷାରେ ବେହାଲ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା, ପାଣିପାଗ ବିଭାଗ କହିଲା ଆହୁରି ୫ ଦିନ ବର୍ଷିବ

ରାୟଗଡ଼ା ଓ କଳାହାଣ୍ଡିରେ ଧୋଇଗଲା ରାସ୍ତା, ଚାଷଜମିରେ ପାଣି । ନୃସିଂହନାଥରେ ଫସିଲେ କାଉଡ଼ିଆ । ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନି କହିଲା ପାଣିପାଗ ବିଭାଗ ।

41 school students test Covid positive in Odisha
ଗୋଟିଏ ସ୍କୁଲ୍‌ରୁ ୪୧ କୋଭିଡ୍‌ ପଜିଟିଭ ଚିହ୍ନଟ

ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

10 Die After Diarrhoea Breaks out in Kashipur
ରାୟଗଡ଼ାରେ ଥମୁନି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୧୦ ଜୀବନ

ଜୁଲାଇ ପ୍ରଥମ ସପ୍ତାହରେ କାଶୀପୁର ବ୍ଳକ୍‌ ଅନ୍ତର୍ଗତ ଦୁଡୁକାବାହାଲ ଗାଁରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।ଏବେ ତାହା କଲ୍ୟାଣସିଂହପୁର ବ୍ଲକ୍‌କୁ ବ୍ୟାପିଲାଣି। 

Another patient succumbs in Dengaguda under Kashipur taking the death toll to 8
କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ: ଆଉ ଜଣଙ୍କ ଜୀବନ ଗଲା

କାଶୀପୁରରେ ଥମୁନି ହଇଜା ମୃତ୍ୟୁ.. ଡୁଡୁକାବାହାଲରେ ପଞ୍ଚାୟତରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ...

Vibrio Cholerae
ଡରାଇଲାଣି ଝାଡ଼ା ବାନ୍ତି ! ଗୋଟିଏ ପରେ ଗୋଟିଏ ନେଉଛି ଜୀବନ..

ଡୁମରପଦର ଗାଁରେ ଆହୁରି କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଜଣାପଡିଛି ।

Vibrio Cholerae
ହଇଜା କବଳରେ କାଶୀପୁର ! ଶହେ ପାର୍ ଝାଡ଼ାବାନ୍ତି ସଂକ୍ରମିତଙ୍କ ସଂଖ୍ୟା, ଗଲାଣି ୭ ଜୀବନ

୫୦ ପ୍ରତିଶତ ନମୁନାରେ ମାରାତ୍ମକ ଭିବ୍ରିଓ କଲେରା ଜୀବାଣୁ । ପୁଣି ମନେ ପଡ଼ିଲା ୨୦୦୭ର ଝାଡ଼ାବାନ୍ତି ଭୟାବହତା ।

narasingha
କାଶୀପୁରରେ ଝାଡ଼ାବାନ୍ତି ନା ହଇଜା ? କମ୍ପିଲା ବିଧାନସଭା, ନରସିଂହ କହିଲେ ସରକାର ସ୍ପଷ୍ଟ କରନ୍ତୁ

କାଶୀପୁର ଘଟଣାକୁ ନେଇ କଂଗ୍ରେସର ଉଦବେଗ୍ । ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ରଙ୍କ ଟାଗେର୍ଟ ।

Vibrio Cholerae
କାଶୀପୁର ଝାଡ଼ାବାନ୍ତି ହେଉଛି ମାରାତ୍ମକ ‘ଭିବ୍ରିଓ କଲେରା’: CDMO

ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

Amarnath Yatra Tragedy: 5 From Rayagada Stranded
‘ଆମକୁ ଉଦ୍ଧାର କରନ୍ତୁ, ୨ ଦିନ ହେଲା ଭଲରେ କିଛି ଖାଇନୁ’

ଅମରନାଥରେ ଶନିବାର ସନ୍ଧ୍ୟାରେ ବାଦଲ ଫଟା ବର୍ଷା ଯୋଗୁ ଶତାଧିକ ଶ୍ରଦ୍ଧାଳୁ ଫସି ରହିଛନ୍ତି। ଗୁମ୍ଫା ଓ ପାର୍ବତ୍ୟ ଅଞ୍ଚଳରେ ଫସି ରହିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ରାୟଗଡ଼ାର ୫ ଜଣ ଅଛନ୍ତି। 

Rayagada Girl Wins Gold Medal In Crossbow Championship
ପୁଣି ଚମକିଲେ ଓଡ଼ିଆ ଝିଅ; କ୍ରଶବୋ ଚାମ୍ପିଅନସିପରେ ପାଇଲେ ସ୍ଵର୍ଣ୍ଣ

କ୍ରଶବୋ ଚାମ୍ପିଅନସିପରେ ସ୍ଵର୍ଣ୍ଣ ଜିତି ଓଡ଼ିଶା ମାଟି ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ...

Bus Accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ! ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌

ଓଲଟିଲା ବସ୍, ୧ ମୃତ । ରାୟଗଡ଼ାରେ ଗତକାଲି ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା ।

Education
ଶିକ୍ଷା ବ୍ୟବସ୍ଥାର କରୁଣ ଚିତ୍ର ! ଗୋଟିଏ ବ୍ଲାକ୍‌ବୋର୍ଡରେ ୨ଟି କ୍ଲାସ୍‌କୁ ପଢ଼ାଉଛନ୍ତି ୨ ଶିକ୍ଷୟତ୍ରୀ

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ 

7 arrested over Obscene Dance Performance in Rayagada
ରେକର୍ଡ ଡ୍ୟାନ୍ସ ନାଁରେ ନେକେଡ୍‌ ଡ୍ୟାନ୍ସ; ବନ୍ଧାହେଲେ ୭

ମହଙ୍ଗା ପଡିଲା ରେକର୍ଡ ଡ୍ୟାନ୍ସ । ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି ।

Postmortem
ଅଭାବନୀୟ ଦୃଶ୍ୟ ! ମୃତକଙ୍କ ପୋଷ୍ଟମର୍ଟମ ପାଇଁ କାନ୍ଧରେ ଶବ ବୋହୁଛନ୍ତି ପରିବାର

ବ୍ୟବଚ୍ଛେଦ ପାଇଁ କାନ୍ଧରେ ବୋହି କୋରାପୁଟ ଚାଲିଲେ ପରିବାର । ଟିକିରି ଥାନା ପୋଲିସର ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ ।

Woman, son ends life after losing money in IPL betting in rayagada
ରାତାରାତି ମାଲାମାଲ୍‌ ହେବାପାଇଁ ସ୍ୱପ୍ନ ଦେଖିଥିଲେ, ହେଲେ IPL ବେଟିଂରେ ହାରି ଆତ୍ମହତ୍ୟା କଲେ ମା’ ଓ ପୁଅ

IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିଦେଲେ ମା’, ପୁଅ। ବିଷ ପିଇ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Matric examinee dies after falling from roof
ହଷ୍ଟେଲ ଛାତରୁ ଖସି ମାଟ୍ରିକ ପରୀକ୍ଷାର୍ଥୀ ମୃତ

 ହଷ୍ଟେଲ ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ୮ଟା ବେଳେ  କୌଣସି କାରଣରୁ ସେ ହଷ୍ଟେଲ  ଛାତରୁ ଖସି ପଡ଼ିଥିଲେ।

Raygada Cold Storage
ସରକାରଙ୍କ ଚାଷୀ ପ୍ରୀତି ! ୨୦୧୩ରେ ଶୀତଳଭଣ୍ଡାର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ, ଏଯାଏଁ କାର୍ଯ୍ୟକ୍ଷମ ହୋଇନି

ରାଜ୍ୟ ସରକାରଙ୍କ ଚାଷୀ ପ୍ରୀତି କେମିତି ରହିଛି ? ତାହାର ଆଉ ଏକ ବଡ଼ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲାର ଶୀତଳ ଭଣ୍ଡାର । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଏହି ଶୀତଳଭଣ୍ଡାର ଛିଡ଼ା କରିଛନ୍ତି ।

Qasim Chacha
ପୁଣି ଚର୍ଚ୍ଚାରେ କାସିମ୍‌ ଚାଚା; ମାଗଣା ଖାଦ୍ୟ ସହ ବାଣ୍ଟୁଛନ୍ତି ଶାଢ଼ୀ, ଲୁଙ୍ଗି ଓ ଧୋତି

କାସିମ ଚାଚାଙ୍କୁ ନେଇ ବଢିଲା ଚର୍ଚ୍ଚା। ଏଥର କେବଳ ମାଗଣା ଖାଇବା ନୁହେଁ ବରଂ ଶାଢୀ, ଧୋତି ସାଙ୍ଗକୁ ଦେଉଛନ୍ତି ୫୦ ଟଙ୍କା। ଚାରିଆଡ଼ୁ ଛୁଟିଲା ପ୍ରଶଂସାର ସୁଅ। ଚିକେନ୍‌ ଦୋକାନ କରି ଲୋକଙ୍କୁ ଏମିତି ଭାବରେ କରୁଛନ୍ତି ସାହାଯ୍ୟ..

Yellow Water Mellon
ନାଲି ନୁହେଁ, ହଳଦିଆ ତରଭୁଜ ! ମିଠା ଆଉ ସ୍ୱାଦ କଥା କହିଲେ ନସରେ..

ରାୟଗଡାର ଡି.ଶ୍ରୀନିବାସ ଜୈବିକ ପଦ୍ଧତିରେ ଫଳାଉଛନ୍ତି ଭଳିକି ଭଳି ପନିପରିବା ଓ ଫଳ। ଏହାସହ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଦେଇଛନ୍ତି ରୋଜଗାର ।

Mahula Fula
ଆଦିବାସୀଙ୍କୁ ମିଳୁନି ତାଙ୍କ ପ୍ରାପ୍ୟ ! ବଜାର ଦରଠୁ ଖୁବ୍‌ କମ୍‌ ଦାମ୍‌ରେ ବିକୁଛନ୍ତି ମହୁଲ ଫୁଲ..

ସକାଳ ହେଲେ ଜଙ୍ଗଲରେ ପହଞ୍ଚିଯାଆନ୍ତି ଆଦିବାସୀ ଲୋକେ । ପିଲାଠୁ ବୁଢା ସମସ୍ତେ ଲାଗିପଡ଼ନ୍ତି ମହୁଲ ଗୋଟାଇବାରେ ।

_ Wife Is Gunpur Municiplity Chairperson, Husband The Deputy
ରାଜନୀତିରେ ରୋଚକ ସଂଯୋଗ: ସ୍ତ୍ରୀ ହେଲେ ପୌର ପାଳିକାର ଅଧ୍ୟକ୍ଷା, ସ୍ୱାମୀ ହେଲେ ଉପାଧ୍ୟକ୍ଷ

ପୌର ପାଳିକାର ଅଧ୍ୟକ୍ଷା ହେଲେ ପତ୍ନୀ ଆଉ ଉପାଧ୍ୟକ୍ଷ ପଦରେ ସ୍ୱାମୀ । ରାୟଗଡ଼ା ଜିଲ୍ଲା ଗୁଣୁପୁର ପୌରପାଳିକାରେ ରାଜନୀତିର ଏ ରୋଚକ ସଂଯୋଗ ଦେଖିବାକୁ ମିଳିଛି ।

3 Members Of A Family Died In Rayagada
କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ?

କିଏ ଜାଳି ଦେଲା ସୁନା ସଂସାର ? ଗଣଆତ୍ମହତ୍ୟା ନାଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ? ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକାରପାଇ ଗାଁରେ ଗୋଟିଏ ପରିବାରର ୩ ମୃତ ଓ ୨ ଗୁରୁତର ଘଟଣା ଏବେବି ରହସ୍ୟ ଘେରରେ।