/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657864856.jpg)
Diarrhoea outbreak leaves 4 dead, dozens ill in Rayagada
ଝାଡ଼ାବାନ୍ତିରେ ୫ ମୃତ । ରାୟଗଡ଼ା କାଶିପୁର ବ୍ଲକ୍ରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାଲି ରାତିରେ ଟିକିରି ଝଡ଼ଇାସାହିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଟିକିରି ଝଡ଼ଇାସାହିର ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Advertisment
ସେହିପରି ଆଜି ଟିକିରି ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ଆକ୍ରାନ୍ତ ଟିକିରି ଓ କାଶିପୁର ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ତେବେ ଗାଁରେ ଏଯାଏଁ ମେଡିକାଲ୍ ଟିମ୍ ପହଞ୍ଚିପାରିନାହାନ୍ତି । ସେପଟେ ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ରାୟଗଡ଼ା CDMO କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)