୨୫ ବର୍ଷ ଧରି ଜରାଜିର୍ଣ୍ଣ ପଡ଼ିଛି ଶୀତଳ ଭଣ୍ଡାର । ରାଜକନିକା ମାର୍କେଟ କମ୍ଲେସ ନିର୍ମାଣ କରି ଭୁଲି ଗଲେ ।
ଦିନେ ସେ ଆଳୁ ଚାଷ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କୃତ ହୋଇଥିଲେ। କିନ୍ତୁ ଏବେ ସେ ଆଳୁ ଚାଷରୁ ମୁହଁ ଫେରାଇନେଇଛନ୍ତି ।
ଦିନେ ସେ ଆଳୁ ଚାଷ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କୃତ ହୋଇଥିଲେ। କିନ୍ତୁ ଏବେ ସେ ଆଳୁ ଚାଷରୁ ମୁହଁ ଫେରାଇନେଇଛନ୍ତି ।
ଯେଉଁ ପରିବାର ଦର ୩୦ରୁ ୪୦ ଟଙ୍କା ଥିଲା ତାହା ଏବେ ୮୦ରୁ ୧୦୦ ଟଙ୍କା। ଅମଳ ବେଳେ ଶୀତଳ ଭଣ୍ଡାର ଅଭାବରୁ ଅତିକଷ୍ଟରେ ଫଳାଇଥିବା ପନିପରିବାକୁ ଅତି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଲା ଚାଷୀ।
ଗଦାଗଦା ଫଳୁଛି ସପୁରୀ । ଦେଖିଲେ ଖାଇବାକୁ ଇଚ୍ଛା ହେବ । ପାହାଡ ଉପରେ ଏତେ ମାତ୍ରାରେ ସପୁରୀ ଫଳିବା ପରେ କାନ୍ଧରେ ବୋହି ବୋହି ବଜାରରେ ପସରା ମେଲାଇଛନ୍ତି ପାହାଡିଆ ଅଂଚଳରେ ରହୁଥିବା ଆଦିବାସୀମାନେ । ଆଉ ସପୁରୀ ଏତେ ମାତ୍ରାରେ ସ୍ୱାଦିଷ୍ଟ ଯେ ଯିଏ ଥରେ ଖାଉଛି ସିଏ ବାରମ୍ବାର ଖାଇବାକୁ ମନ କରୁଛି । କାରଣ ଏଠାରେ କୌଣସି ରସାୟନିକ ସାର ନୁହେଁ ବରଂ ପୂରା ଜୈବିକ ପଦ୍ଧତିରେ ଫଳୁଛି ସପୁରୀ ।
ରାଜ୍ୟ ସରକାରଙ୍କ ଚାଷୀ ପ୍ରୀତି କେମିତି ରହିଛି ? ତାହାର ଆଉ ଏକ ବଡ଼ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲାର ଶୀତଳ ଭଣ୍ଡାର । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଏହି ଶୀତଳଭଣ୍ଡାର ଛିଡ଼ା କରିଛନ୍ତି ।
ଚାଷୀଙ୍କ ମୁହଁରେ ଫୁଟିଲା ହସ। ପନିପରିବା, ଫୁଲ ଓ ଫଳର ସୁରକ୍ଷାକୁ ନେଇ ଚାଷୀ ପୂରା ବିନଦାସ୍। ଚାଷୀଟିଏ ତା ଜିନିଷକୁ ଶୀତଳ ଭଣ୍ଡାରରେ ମାସେ ରଖୁ କି ୧୫ ଦିନ। ତାକୁ କିଲୋ ପିଛା ଏକ ଟଙ୍କା ହିଁ ଦେବାକୁ ପଡ଼ିଛି। ଜାଣନ୍ତୁ କେଉଁଠି କେମିତି ମିଳୁଛି ଏ ସୁବିଧା...