• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cold Storage

ଟମାଟୋ କେଜି ୨ ଟଙ୍କା
No Cold Storage: ଶୀତଳଭଣ୍ଡାର ନାହିଁ, ୨ ଟଙ୍କାରେ ବିକିଲେ ବି ଟମାଟୋ କିଣିବାକୁ କେହି ଆସୁନାହାଁନ୍ତି

ଜମିକୁ ଯିବା ବାଟରେ ଏକ ନାଳ ପଡୁଥିବାରୁ ବର୍ଷା ଚାରିମାସ ବେପାରୀ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। କାରଣ ବ୍ରାହ୍ମଣୀ ନଦୀ ପାଣି ପଶି ଏଠି ମୁଣ୍ଡେ ମୁଣ୍ଡେ ପାଣି ଚାଲିଥାଏ।ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ବ୍ରିଜ ଖଣ୍ଡେ ନିର୍ମାଣ ପାଇଁ ଅଭିଯୋଗ ପରେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଏଠିକାର ଚାଷୀ।

ଶୀତଳ ଭଣ୍ଡାର ନାହିଁ, ଜମିରେ ଗଡୁଛି ଫସଲ
Farmers Facing Loss: ଶୀତଳ ଭଣ୍ଡାର ନାହିଁ, କମ୍ ଦାମ୍‌ରେ କିଣି ନେଉଛନ୍ତି ବେପାରୀ...ମୂଳଖର୍ଚ୍ଚ ପାଉନି ଚାଷୀ

ବାଇଗଣ, ଫୁଲକୋବି, ବନ୍ଧାକୋବି, ଟମାଟ, ବିନସ, ଧନିଆପତ୍ର, କନ୍ଦମୂଳ, କଞ୍ଚାଲଙ୍କା, ଲାଉ, ଭଳିକି ଭଳି ଶାଗ । ଏମିତି ବହୁତ କିଛି ଚାଷ ହୋଇଥାଏ । ତେବେ ବିଡମ୍ବନାର କଥା ହେଲା ଏବେ ଚାଷୀଙ୍କ ଠାରୁ ବେପାରୀ ବହୁତ କମ ଦାମରେ କିଣୁ ନେଉଛନ୍ତି । ଯେମିତି ଟମାଟ କେଜି ପିଛା ୨ ଟଙ୍କା, ବାଇଗଣ ୩ ଟଙ୍କା, ଫୁଲ ଓ ବନ୍ଧା କୋବି ମଧ୍ୟ ୨ ଟଙ୍କା ଲେଖାଏ କେଜିରେ କିଣି ନେଉଛନ୍ତି । ଯାହା ଫଳରେ ଚାଷୀ ଆଉ ତାର ମୂଳ ଟଙ୍କା ମଧ୍ୟ ପାଇ ପାରୁନି ।

Bapuji Cold Storage
ମହାବାତ୍ୟା ପରଠୁ ଆଉ ଅଣ୍ଟା ସଳଖିପାରୁନି, ୪ ଜିଲ୍ଲାର ଚାଷୀ ହନ୍ତସନ୍ତ !

୨୫ ବର୍ଷ ଧରି ଜରାଜିର୍ଣ୍ଣ ପଡ଼ିଛି ଶୀତଳ ଭଣ୍ଡାର । ରାଜକନିକା ମାର୍କେଟ କମ୍ଲେସ ନିର୍ମାଣ କରି ଭୁଲି ଗଲେ ।

Potato
ଆଳୁ ଗଡ଼ରେ ଗଡବଡ

ଦିନେ ସେ ଆଳୁ ଚାଷ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କୃତ ହୋଇଥିଲେ। କିନ୍ତୁ ଏବେ ସେ ଆଳୁ ଚାଷରୁ ମୁହଁ ଫେରାଇନେଇଛନ୍ତି ।

Potato
ଆଳୁ ଗଡ଼ରେ ଗଡ଼ବଡ଼, ସଂରକ୍ଷଣ ପାଇଁ ନାହିଁ ଶୀତଳଭଣ୍ଡାର

ଦିନେ ସେ ଆଳୁ ଚାଷ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କୃତ ହୋଇଥିଲେ। କିନ୍ତୁ ଏବେ ସେ ଆଳୁ ଚାଷରୁ ମୁହଁ ଫେରାଇନେଇଛନ୍ତି ।

Lack of Cold Storage
ଶୋଇଛି ଶୀତଳ ଭଣ୍ଡାର; ଅମଳ ବେଳେ ଅଭାବକୁ ନେଇ ଚିନ୍ତାରେ ଚାଷୀ...

ଯେଉଁ ପରିବାର ଦର ୩୦ରୁ ୪୦ ଟଙ୍କା ଥିଲା ତାହା ଏବେ ୮୦ରୁ ୧୦୦ ଟଙ୍କା। ଅମଳ ବେଳେ ଶୀତଳ ଭଣ୍ଡାର ଅଭାବରୁ ଅତିକଷ୍ଟରେ ଫଳାଇଥିବା ପନିପରିବାକୁ ଅତି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଲା ଚାଷୀ।

Rayagada farmers suffer due to lack of cold storage
ଶୀତଳଭଣ୍ଡାର ନାହିଁ, ଲକ୍ଷଲକ୍ଷ ଟଙ୍କାର ପଚୁଛି ସପୁରୀ

ଗଦାଗଦା ଫଳୁଛି ସପୁରୀ । ଦେଖିଲେ ଖାଇବାକୁ ଇଚ୍ଛା ହେବ । ପାହାଡ ଉପରେ ଏତେ ମାତ୍ରାରେ ସପୁରୀ ଫଳିବା ପରେ କାନ୍ଧରେ ବୋହି ବୋହି ବଜାରରେ ପସରା ମେଲାଇଛନ୍ତି ପାହାଡିଆ ଅଂଚଳରେ ରହୁଥିବା ଆଦିବାସୀମାନେ । ଆଉ ସପୁରୀ ଏତେ ମାତ୍ରାରେ ସ୍ୱାଦିଷ୍ଟ ଯେ ଯିଏ ଥରେ ଖାଉଛି ସିଏ ବାରମ୍ବାର ଖାଇବାକୁ ମନ କରୁଛି । କାରଣ ଏଠାରେ କୌଣସି ରସାୟନିକ ସାର ନୁହେଁ ବରଂ ପୂରା ଜୈବିକ ପଦ୍ଧତିରେ ଫଳୁଛି ସପୁରୀ ।

Raygada Cold Storage
ସରକାରଙ୍କ ଚାଷୀ ପ୍ରୀତି ! ୨୦୧୩ରେ ଶୀତଳଭଣ୍ଡାର ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ, ଏଯାଏଁ କାର୍ଯ୍ୟକ୍ଷମ ହୋଇନି

ରାଜ୍ୟ ସରକାରଙ୍କ ଚାଷୀ ପ୍ରୀତି କେମିତି ରହିଛି ? ତାହାର ଆଉ ଏକ ବଡ଼ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲାର ଶୀତଳ ଭଣ୍ଡାର । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଏହି ଶୀତଳଭଣ୍ଡାର ଛିଡ଼ା କରିଛନ୍ତି ।

Solar Powered Cold Storage Unit Brings Smiles To Farmers In Sambalpur
୧ ଟଙ୍କାରେ ହାତ ପାଆନ୍ତାରେ ମିଳୁଛି ଶୀତଳ ଭଣ୍ଡାର ସୁବିଧା... ଫଳ ପନିପରିବା ସୁରକ୍ଷିତ

ଚାଷୀଙ୍କ ମୁହଁରେ ଫୁଟିଲା ହସ। ପନିପରିବା, ଫୁଲ ଓ ଫଳର ସୁରକ୍ଷାକୁ ନେଇ ଚାଷୀ ପୂରା ବିନଦାସ୍। ଚାଷୀଟିଏ ତା ଜିନିଷକୁ ଶୀତଳ ଭଣ୍ଡାରରେ ମାସେ ରଖୁ କି ୧୫ ଦିନ। ତାକୁ କିଲୋ ପିଛା ଏକ ଟଙ୍କା ହିଁ ଦେବାକୁ ପଡ଼ିଛି। ଜାଣନ୍ତୁ କେଉଁଠି କେମିତି ମିଳୁଛି ଏ ସୁବିଧା...