• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Puri

Luggage Scanning
ଲଗେଜ୍‌ ସ୍କାନିଂ ବେଳେ ବିଡ଼ା ବିଡ଼ା ଟଙ୍କା

ପୁରୀ ସଦର ଥାନା ମୁକୁନ୍ଦ ମିଶ୍ର ନଗରରେ ବୋମାମାଡ଼ ।  ଜଣେ ଆହତ; ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ।

Puri Rathayatra
ରଥ ଉପରେ ସେଲଫି ମନା: ଘୋଷଯାତ୍ରା ନେଇ ଜିଲ୍ଲାପାଳ ଓ ଏସ୍ପିଙ୍କ ବୈଠକରେ ନିଷ୍ପତ୍ତି

ବିଶ୍ୱ ପ୍ରଶିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ବୈଠକ ଅନୁଷ୍ଠିତ ହୋଇଛି ।

International Yoga Day 2022
ବାଲୁକା କଳା ମାଧ୍ୟରେ ଯୋଗ ସଚେତନତାର ବାର୍ତ୍ତା

ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବାଲୁକାକଳା । ବାଲୁକାକଳା ମାଧ୍ୟରେ ଯୋଗ ସଚେତନତାର ବାର୍ତ୍ତା ଦେଲେ ବାଲୁକଶିଳ୍ପୀ ।

Phuluri Oil
ଜ୍ୱରରୁ ଉପଶମ ପାଇଁ ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରୀ ତେଲ

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅଣସର ଘରେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ। ଶ୍ରୀଜିଉଙ୍କ ଜ୍ୱର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଜାରି ରହିଛି।

Ratha Jatra
ଆଗାମୀ ୨୦ ବର୍ଷ ଯାଏଁ ରଥକାଠ ପାଇଁ ସମସ୍ୟା ନାହିଁ

ଜଗନ୍ନାଥ ବନ ପ୍ରକଳ୍ପରେ ଥିବା ଗଛ ବ୍ୟବହାର ହୋଇପାରିବ । ସମୀକ୍ଷା ପରେ ସୂଚନା ।

Lord Jagannath, Siblings Fall Sick; Head To “Quarantine” For Treatment
ଜ୍ୱରରେ କଂପୁଛନ୍ତି ଶ୍ରୀଜିଉ; ଅଲାରନାଥଙ୍କ ଦର୍ଶନ କରି କୃତକୃତ୍ୟ ହେଉଛନ୍ତି ଶ୍ରଦ୍ଧାଳୁ

ଜ୍ୱରରେ ପୀଡ଼ିତ ଅଛନ୍ତି ଶ୍ରୀଜିଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି ।

Rath Yatra 2022
ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସମନ୍ୱୟ ବୈଠକ ।

Narendra Pond
ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ

ଗାଧୋଇବା ହେଲା କାଳ। ସ୍ନାନ ଯାତ୍ରା ଦେଖିବାକୁ ଯାଇ ନରେନ୍ଦ୍ର ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଗଲେ ଯୁବକ ।

snana purnima
ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ କ’ଣ ରହିଛି ସମ୍ପୂର୍ଣ୍ଣ ନୀତିକାନ୍ତି ? ଜାଣନ୍ତୁ..

ପୂର୍ବରୁ ସୂର୍ଣ୍ଣକୂପର ସଂସ୍କାରାଦି ପରେ ସ୍ନାନବେଦୀ ସୁସସ୍କୃତ ହୋଇ ଚନ୍ଦ୍ରାତପାଦି ଦ୍ୱାରା ସୁସଜିତ ଥାଏ । ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଶ୍ରୀ ଶୁଭଦ୍ରା, ଶ୍ରୀ ଜଗନ୍ନାଥ  ଯଥାକ୍ରମେ ସ୍ନାନବେଦୀକୁ ଯାତ୍ରା କରିବା ପରେ ଶ୍ରୀ ମଦନ ମୋହନ ବିଜେ ହୁଅନ୍ତି । ଦେବବିଗ୍ରହ ଯାତ୍ରା ମାନଙ୍କର ଏହି ବିଜେ ଯାତ୍ରାକୁ ପହଣ୍ଡି ବିଜେ କୁହାଯାଏ ।

snana purnima
କାହିଁକି ପାଳନ କରାଯାଏ ସ୍ନାନପୂର୍ଣ୍ଣିମା ? କେଉଁଠୁ ଆସିଥାଏ ୧୦୮ ଗରା ସୁବାସିତ ଜଳ ?

ଦେବସ୍ନାନ ପୂର୍ଣ୍ଣିମା ପାଇଁ କେଉଁଠୁ ଆସିଥାଏ ୧୦୮ ଗରା ସୁବାସିତ ଜଳ ? ଜାଣନ୍ତି କି ?

Snana Jatra
ସ୍ନାନବେଦୀରେ ଚତୁର୍ଦ୍ଧାମୂରତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ ଦେଖାଦେବେ କାଳିଆ ଠାକୁର । ବଡ଼ଦାଣ୍ଡରୁ ଭକ୍ତ ଦେଖିବ ଚତୁର୍ଦ୍ଧା ମୂରତି। ପବିତ୍ର ସ୍ନାନଯାତ୍ରାର ଟିକିନିକି ଖବର ଓ ଭିଡିଓ ଦେଖନ୍ତୁ ଓଟିଭିର ଏହି ଲାଇଭ୍ ପେଜ୍‌ରେ ।

Snana Yatra 2022 Live Updates
Live Updates: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ

Ratha Jatra
ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ସାଢ଼େ ୯ଟାରୁ ଦିବ୍ୟସ୍ନାନ; ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ

ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି । ୨ବର୍ଷ ପରେ ଚର୍ମଚକ୍ଷୁରେ ସ୍ନାନଲୀଳା ଦେଖିବାକୁ ଉଚ୍ଛନ୍ନ ଭକ୍ତ । ସୁରକ୍ଷା ଦାୟିତ୍ୱରେ ୫୨ ପ୍ଲାଟୁନ୍ ଫୋର୍ସ ।

srimandira
ଆଜି ଗୁପ୍ତ ସେନାପଟା ଲାଗି ନୀତି; ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଗୁପ୍ତ ସେନାପଟା ଲାଗି ନୀତି ପାଇଁ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।

Rukumuni Haran & Vivah Rituals
ଶ୍ରୀମନ୍ଦିରରେ ନୀତି ବିଳମ୍ବ; ସିଂହଦ୍ୱାରରେ ଭିଡ଼ ଜମାଇଲେ ହଜାର ହଜାର ଭକ୍ତ

ମଦନମୋହନ ଓ ରୁକ୍ମଣୀ ବିବାହ ନୀତିକାନ୍ତି ବିଳମ୍ବ ଯୋଗୁ ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହୋଇଥିଲା ।

Rukmini Harana
ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି

ଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ କରାଇଥାନ୍ତି ସେବକ ।

Snana Purnima
ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା ପାଇଁ ଆଗୁଆ ଚାଲିଛି ରଥ କାମ, ସ୍ନାନଯାତ୍ରା ପୂର୍ବରୁ ଉଠିଲା ଚାରିନାହାକା

ଏଥର ଚାଲିବ ରଥର ଉପରିଭାଗ କାମ । ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ସରିଲା ବୈଠକ । ଦଇତାପତି ନିଯୋଗ ସହ ବୈଠକ କରିଛି ଶ୍ରୀମନ୍ଦିର ପ୍ରଶାସନ ।

Nandighoha Ratha
ନନ୍ଦିଘୋଷ ରଥ ଅଖରେ ଫାଟ !

ଫଟା ଅଖ ଜଣାପଡ଼ିବା ପରେ ଏବେ ନୂଆ ଅଖ ନିର୍ମାଣ ଚାଲିଛି ।

srimandira
ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରଭିଷେକ ନୀତି

ଶ୍ରୀମନ୍ଦିରରେ ଆଜି ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯିବ ।

Photographs Of Koili Baikuntha And Nrusingha Mandir Of Puri Srimandir Goes Viral
ଭାଇରାଲ୍ ହେଉଛି ଶ୍ରୀମନ୍ଦିରର ଭିତର ଫଟୋ, ସେଲ୍‌ଫି ଉଠାଇ Facebookରେ ଫଟୋ ଶେଆର କଲେ ଭକ୍ତ

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍‌ଫି ଉଠାଇ ଜଣେ ଭକ୍ତ ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କରିଛନ୍ତି।

Wall Collapsed
5T ସ୍କୁଲ ନିର୍ମାଣରେ ଦୁର୍ନୀତି; ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ପାଚେରୀ, ଫ୍ଲୋର୍‌ରୁ ଛାଡ଼ିଲା ଟାଇଲ୍‌

5 T ସ୍କୁଲ୍‌ର ଅବସ୍ଥା ବେଶ ଶୋଚନୀୟ । କେଉଁଠି କାନ୍ଥ ଭୁସୁଡ଼ି ଗଲାଣି ତ କେଉଁଠି କାନ୍ଥ ଫାଟି ଆଁ କଲାଣି ।

Sanjay Panda
ରାତାରାତି ୟୁଟର୍ଣ୍ଣ ! ପୁରୀ ଅବକାରୀ ଇନ୍‌ସପେକ୍ଟରଙ୍କ ବଦଳିଲା ମତ

୨୪ ଘଣ୍ଟାରେ ମତ ପରିବର୍ତ୍ତନକୁ ନେଇ ନିଶାମୁକ୍ତି ଅଭିଯାନ ସଦସ୍ୟଙ୍କ ପ୍ରଶ୍ନ । ବିଭାଗୀୟ ଚାପ ନା ମାନସିକ ରୋଗ ? ଉଠିଲା ବଡ଼ ପ୍ରଶ୍ନ ।

Srimandir Project Row Petitioners Fined By Supreme Court Polish Shoes
‘ଜୋତା ପଲିସ୍ ଓ ଭିକ୍ଷା ମାଗି ଜରିମାନା ଦିଆଯିବ’

ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କରିଥିବା ଜରିମାନା ଜୋତା ପଲିସ୍‌ କରି ଓ ଭିକ୍ଷା ମାଗି ଆଦାୟ କରାଯିବ। ଜୋତା ପଲିସ ପାଇଁ ୧ ଟଙ୍କା ଓ ଜଣକ ଠାରୁ ୧ ଟଙ୍କା ଭିକ୍ଷା ମଗାଯିବ। ଏହାଠାରୁ କେହି ଅଧିକ ଦେଲେ ମଧ୍ୟ ନିଆଯିବ ନାହିଁ।

Srimandir Parichalana Committee Meeting Will Be Held Today
ଘୋଷଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ଗଜପତି କରିବେ ଅଧ୍ୟକ୍ଷତା

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ପରେ କିଛି ପ୍ରସ୍ତାବ ଗୃହୀତ ହେବା ସମ୍ଭାବନା ରହିଛି ।

Puri police
ନିଶା ବେପାରୀଙ୍କଠୁ ବଟି ନେଉଛି କି ପୁରୀ ପୋଲିସ ? ଅବକାରୀ ଇନ୍ସପେକ୍ଟର କଲେ ଖୁଲାସା

ପୋଲିସକୁ ବଟି ଦେଇ ଅବକାରୀ ଅଧିକାରୀଙ୍କୁ ବେଖାତିର କରୁଛନ୍ତି ମାଫିଆ । ଅବକାରୀ ଇନ୍ସପେକ୍ଟରଙ୍କ ମୁଣ୍ଡ ଦୋଷ ଅଛି କହିଲେ ଅଧୀକ୍ଷକ ।