ଏମାର ମଠର ଖନନ ସ୍ଥାନରେ ଚାଲିଛି GPR ସର୍ଭେ । ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ଏହି ସର୍ଭେ କରାଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା।
ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ଏହାସହ ଏତେ ସବୁ ନିର୍ମାଣ କାମ ପୂର୍ବରୁ ପ୍ରଶାସନ ତାଙ୍କ ସହ ଥରେ ବି ଆଲୋଚନା କରିନାହିଁ ।
ସେବାୟତମାନେ ଜମି ଦେଇଛନ୍ତି, ସେମାନେ କେବେ ବି ସମ୍ବିତଙ୍କୁ କ୍ଷମା କରିବେ ନାହିଁ । ସମ୍ବିତଙ୍କୁ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା କରିବେ ନାହିଁ ।
ଆଜି ମହାପ୍ରଭୁଙ୍କର ପବିତ୍ର ଭଉଁରୀ ଯାତ୍ରା । ଏହି ଦିନ କ’ଣ ହୁଏ? ଜଗନ୍ନାଥ ପରମ୍ପରାରେ କ’ଣ ରହିଛି ଏହାର ବିଧି ଆସନ୍ତୁ ଜାଣିବା…
ଶ୍ରୀମନ୍ଦିର ଚାରିପଟେ କଣ ହେଉଛି ତାହା ପ୍ରଥମେ ପୁରୀ ସାଂସଦଙ୍କୁ ଜଣାନ୍ତୁ ସରକାର, ଏହାପରେ ଅନ୍ୟ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।
ରଥଖଳାରେ କୁନି ହାତ ଶିଖୁଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କଳା । କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ ଦିନର ରଥଶିଳ୍ପୀ ।
ସାଂସଦ ପିନାକୀ ମିଶ୍ର ଓଡ଼ିଶାବାସୀଙ୍କୁ ମିସ୍ଲିଡ୍ କରୁଛନ୍ତି । ଆମେ ଢ଼ୋଙ୍ଗୀ ନା ଆପଣ ଢ଼ୋଙ୍ଗୀ ? ଶ୍ରୀମନ୍ଦିର ଚାରିପଟେ ଏବେ GPRS କରାଯାଉଛି । ଗତ ଦୁଇ ଦିନ ହେବ GPRS କାମ ଚାଲିଛି ।
ଆଜି ବାହାର ଚନ୍ଦନ ଯାତ୍ରାର ଶେଷ ଦିନ...ଶ୍ରୀକ୍ଷେତ୍ରରେ ପାଳନ କରାଯିବ ଭଉଁରୀ ଯାତ୍ରା ।
ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି।
କୁନି ହାତ ଶିଖୁଛି ରଥ ନିର୍ମାଣ କଳା। କୁନି ମୁଗୁର, କୁନି ନିହାଣ ଧରି ରୂପସଜ୍ଜା ଶିକ୍ଷାରେ ବ୍ୟସ୍ତ ଆଗାମୀ କାଲିର ରଥଶିଳ୍ପୀ। ବାପ ଅଜାମାନେ ହାତ ଧରେଇ ଶିଖଉଛନ୍ତି କଳା।
ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଲା ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି।
ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆସୁଥିବା ବିବାଦ ଦିନକୁ ଦିନ ନୂଆମୋଡ଼ ନେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ପରେ ଏହାକୁ ଏବେ ସ୍ଥାନାନ୍ତର କରାଯାଇଛି ।
ଭକ୍ତଙ୍କ ଗ୍ରହଣରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା । ଆଜି ଦଇତାପତି ନିଯୋଗ ଓ ଅନ୍ୟ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସାରା ପୁରାତନ କୀର୍ତ୍ତିରାଜି ଭରି ରହିଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ ବୋଲି ASI ଅଧିକ୍ଷକ କହିଛନ୍ତି।
ପୁରୀ ଏମାର୍ ମଠ ପରିସରରେ ଖୋଳାପୋତାରେ ଲୋଟୁଥିବା ଭଙ୍ଗା ଐତିହ୍ୟ ସିଂହର ଭବିଷ୍ୟତ କଣ? ତାହା ଏବେ ବି ଅସ୍ପଷ୍ଟ ଥିବାବେଳେ ଗତକାଲି ଏଏସ୍ଆଇ ଅଧିକାରୀ ଏହାକୁ ଗଙ୍ଗବଂଶ ରାଜତ୍ୱ ସମୟର ବୋଲି କହିବା ପରଠୁ ସୃଷ୍ଟି ହୋଇଛି ଆଲୋଡ଼ନ ।
ସେ ଟ୍ୱିଟ୍ କରି କହିଛନ୍ତି ଯେ, GPRS କରାଯାଇଛି, ଏ ସଂପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା GPRSରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ ।
ପୁରୀ ବଡ଼ଦାଣ୍ଡରେ ମୁକୁଳା ଡ୍ରେନ୍ରେ ପଡ଼ି ଯୁବକ ମୃତ । ପୁରୀ ମାର୍କେଟ ଛକ ନିକଟ ମୁକୁଳା ଡ୍ରେନ୍ରେ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ବିବାଦୀୟ ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆହୁରି ତେଜିବାକୁ ଯାଉଛି ଆଇନଗତ ଲଢ଼େଇ ।
କର୍ତ୍ତବ୍ୟ ଠିକ ଭାବେ ତୁଲାଇ ନଥିବା ଅଭିଯୋଗ କରି ଏତଲା
ପୁରୀ ଏମାର ମଠ ପରିସରରେ ମାଟି ଖନନ ବେଳେ ବାହାରିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ନୂଆ ଅଭିଯୋଗ...
ସମୁଦ୍ରକୂଳ ବ୍ୟବସାୟୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୁରୀରେ ଅନୁଷ୍ଠିତ ହୋଇଛି ବିଚ୍ କନେକ୍ଟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ...
ଶ୍ରୀମନ୍ଦିର ପ୍ରଶାସନର ନୂଆ ବିଲ୍ଡିଂ ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ତୁରନ୍ତ କାମ ବନ୍ଦ କରି ସଂଶୋଧିତ ପ୍ଲାନ୍ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିିର୍ଦ୍ଦେଶ ଦିଆଯାଇଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସିଂହଦ୍ୱାର ସମ୍ମୁଖରେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣକୁ ଏଏସଆଇ ଡିଜି ୧୦୦ ମିଟର ବାହାରେ କରିବା ପାଇଁ ପରାମର୍ଶ ଦେଇଛନ୍ତି ।