• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Deba Snana Purnima

Snana Purnima in London
Snana Purnima in London: ବିଦେଶରେ ଅନୁଷ୍ଠିତ ହେଲା ଜଗାର ସ୍ନାନ ପୂର୍ଣ୍ଣିମା

ବିଦେଶରେ ମହାପ୍ରଭୁଙ୍କ ଲୀଳାଖେଳା । ଇଂଲଣ୍ଡର ସିଟି ଅଫ୍ ବାଥ୍ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ କାଳିଆ ଠାକୁର ।

Lord Jagannath Enters Anasara
Lord Jagannath enters anasara: ମହାପ୍ରଭୁଙ୍କୁ ଜ୍ବର, ଅଣସରରେ ଗୁପ୍ତ ଉପଚାର କରିବେ ଦଇତାପତି

୧୦୮ ଗରା ସୁବାସିତ ଜଳରେ ଦେବସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସରରେ ଅଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଦୀର୍ଘ ୧୫ ଦିନ ଧରି ଅଣସର ଘରେ ରହିବେ ଓ ଦଇତାପତି ସେବକମାନେ ଗୁପ୍ତ ଉପଚାର କରିବେ।

Lord Jagannath Hati Besa
Lord Jagannath Hati Besha: ସ୍ନାନପୂର୍ଣ୍ଣିମାରେ କାହିଁକି ହୁଏ ମହାପ୍ରଭୁଙ୍କ ହାତୀ ବେଶ ?

ସ୍ନାନବେଦୀରୁ ହାତୀବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି କୃତ କୃତ ଲକ୍ଷାଧିକ ଭକ୍ତ । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ କାହିଁକି ହୁଅନ୍ତି ଗଜାନନ ବେଶ, ଜାଣନ୍ତୁ...

Deva Snana Yatra
Deva Snana Yatra 2025: ସରିଲା ଦାରୁଦିଅଁଙ୍କ ଦିବ୍ୟ ସ୍ନାନ, ସାଆନ୍ତଙ୍କ ହାତୀବେଶ ଦର୍ଶନ କରିବ ଜଗତ

୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି ବଡଦାଣ୍ଡ । ସ୍ନାନବେଦୀରେ ବ୍ରହ୍ମାଣ୍ଡ ଗୋଷାଇଁଙ୍କୁ ଦେଖି ଭାବବିହ୍ୱଳ ହୋଇପଡୁଛି ଭକ୍ତ । ଗାଧୁଆ ପାଧୁଆ ସାରି ସ୍ନାନବେଦୀରେ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ ।

about snana yatra the ceremonial bathing of Jagannath, Balabhadra, Subhadra
Snana Yatra: କେଉଁ ଦିଅଁ କେତେ ଗରା ପାଣିରେ ଗାଧାନ୍ତି? ଆଗରୁ କେଉଁଥିରେ ତିଆରି ହେଉଥିଲା ସ୍ନାନବେଦି?

ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଯାଏ ରଥଯାତ୍ରାର ପ୍ରକୃତ ପ୍ରକ୍ରିୟା। ଶ୍ରୀଜିଉମାନେ କିଏ କେତେ ଗରା ପାଣିରେ ଗାଧାନ୍ତି ଏବଂ ଆଗରୁ ଯେତେବେଳେ ଏମିତି ସ୍ନାନବେଦି ନଥିଲା, ସେତେବେଳେ କେଉଁଥିରେ ତିଆରି ହେଉଥିଲା ସ୍ନାନବେଦି, ଆସନ୍ତୁ ଜାଣିବା ସ୍ନାନଯାତ୍ରାର କିଛି ବିଶେଷ କଥା।

Snana Purnima 2024
ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ।

Snana Purnima 2024
କୃତ୍ୟ ଭକ୍ତ, ଭକ୍ତିମୟ ଶ୍ରୀକ୍ଷେତ୍ର: ସ୍ନାନବେଦୀରେ ଶ୍ରୀଜୀଉଙ୍କ ଦିବ୍ୟସ୍ନାନ; ହାତୀବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ 

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ। 

Know The Importance of 'Sena Pata'
ବଉଳ କାଠରେ କାହିଁକି ବନ୍ଧା ହୁଅନ୍ତି ମହାପ୍ରଭୁ ?

ବଉଳ କାଠ ଆଉ କାଳିଆ ସାଆନ୍ତ। ପ୍ରତିବର୍ଷ ଏ ସମ୍ପର୍କର କଥା ଉଠେ। କାଳିଆ ଠାକୁରଙ୍କ ଦାରୁ ଦେହକୁ ନିଜ ଛାତିରେ ଧରିରଖେ ଏହି ବଉଳ କାଠର ସାଜ। ନାଁ ତାର ସେନାପଟା।

Deba Snana Purnima
ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ

ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି।

Deba Snana Purnima
କାଲି ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ; ଶ୍ରୀଜିଉଙ୍କ ଅପେକ୍ଷାରେ ସ୍ନାନବେଦୀ 

ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା ମୂରତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି।

Snana Purnima 2024 ritual of snana yatra
Snana Purnima 2024: ୧୦୮ ଗରା ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ; ଜାଣନ୍ତୁ କେଉଁ ଠାକୁରଙ୍କ ପାଇଁ କେତେ ଗରା

ବିଚିତ୍ର ଠାକୁର କାଳିଆ ଗୋସେଁଇ। ଅଜବ ତାଙ୍କର ନୀତିକାନ୍ତି। ସବୁକିଛି ମାନବ ପରି। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ। ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ।

Snana Purnima 2024 How is the Anasar rituals observed
Snana Purnima 2024: ଅତ୍ୟଧିକ ସ୍ନାନ ପରେ ଜରରେ ପଡନ୍ତି ଶ୍ରୀଜୀଉ; ଜାଣନ୍ତୁ କିପରି ହୁଏ ଚିକିତ୍ସା

ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉଙ୍କ ଅଣସର ନୀତି ପାଳନ ହୁଏ। ଅତ୍ୟଧିକ ସ୍ନାନ କରିବା ହେତୁ ଶ୍ରୀଜୀଉମାନେ ଜରରେ ପଡନ୍ତି। ଏହି ସମୟରେ ଅଣସର ଗୃହରେ କ’ଣ ରହିଛି ବିଧି, ଜାଣନ୍ତୁ ଏହି ଆଲେଖ୍ୟରେ।

Snana Purnima
ବାଇଶି ପାହାଚରେ ବିଦେଶୀ ଭକ୍ତ, ମାଳ ମାଳ ପୋଲିସ କରୁଥିଲେ କ’ଣ?

ଭିଡ଼ ଭିତରେ ଜଣେ ବିଦେଶୀ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ବାଇଶି ପାହାଚ ପର୍ଯ୍ୟନ୍ତ ଚାଲିଯାଇଥିଲେ ।

Snana Purnima
ସ୍ନାନ ମଣ୍ଡପରେ ରକ୍ତ ଛିଟା, ଶ୍ରୀଜିଉଙ୍କର ହେବ ମହାସ୍ନାନ

ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ

How is the Ansar rituals observed
Snana Purnima: ଠାକୁରଙ୍କୁ କାହିଁକି ହୁଏ ଜର; କିପରି ପାଳନ ହୁଏ ଅଣସର ନୀତି

ଦେବସ୍ନାନ ପୂର୍ଣ୍ଣିମା ପରେ ଆରମ୍ଭ ହୁଏ ଠାକୁରଙ୍କ ଅଣସର ନୀତି। ଏହି ବିଧି ମହା ଅଣସର ନାମରେ ଖ୍ୟାତ। ମହା ଅଣସର କାଳରେ କେତେକ ବିଶେଷ ନୀତି ପାଳନ କରାଯାଏ। ଆସନ୍ତୁ ଜାଣିବା।

Snana Purnima 2023 How to make Ansar Patti
Snana Purnima: ସ୍ନାନପୂର୍ଣ୍ଣିମାରୁ ପୂଜା ପାଆନ୍ତି ପଟିଦିଅଁ; କିପରି ତିଆରି ହୁଏ ଅଣସର ପଟି

ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଠାକୁର ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ପଟିଦିଅଁଙ୍କୁ ପୂଜା କରାଯାଏ। ତେବେ କିପରି ତିଆରି ହୁଏ ଏହି ଅଣସର ପଟି ଜାଣିବା ପାଇଁ ପଢନ୍ତୁ।

Snana Purnima 2023 How is Srijiu's ritual of snana yatra
Snana Purnima: ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ; ଜାଣନ୍ତୁ କାହା ପାଇଁ କେତେ ଗରା

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ। ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ। କିପରି ହୁଏ ସ୍ନାନ ବିଧି। ୧୦୮ କଳସରୁ କେଉଁ ଠାକୁର କେତେ କଳସରେ ସ୍ନାନ କରନ୍ତି ଜାଣିବା ପାଇଁ ପଢନ୍ତୁ।

Deba Snana Purnima
ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ

ସୁନା କୂଅକୁ ଆସିଥିବା ଜଳରେ ଚାଲିଛି ଦିବ୍ୟସ୍ନାନ

snana purnima
କାହିଁକି ପାଳନ କରାଯାଏ ସ୍ନାନପୂର୍ଣ୍ଣିମା ? କେଉଁଠୁ ଆସିଥାଏ ୧୦୮ ଗରା ସୁବାସିତ ଜଳ ?

ଦେବସ୍ନାନ ପୂର୍ଣ୍ଣିମା ପାଇଁ କେଉଁଠୁ ଆସିଥାଏ ୧୦୮ ଗରା ସୁବାସିତ ଜଳ ? ଜାଣନ୍ତି କି ?

Snana Purnima rituals underway in Puri in presence of devotees after 2- yrs of COVID hiatus
ଆଜି ଦେବସ୍ନାନ ପୂର୍ଣ୍ଣିମା; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ଆଜି ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହେଉଛି । ଚତୁର୍ଦ୍ଧାମୂରତି ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରୁଛନ୍ତି । ଏହାସହ ଆଜି ୧୦୮ ଗରା ସୁବାସିତ ଜଳରେ ଆଜି ସ୍ନାନ କରିବେ ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଦେଖନ୍ତୁ କିଛି ଚିତ୍ର...