ପୁରୀ ବଳଗଣ୍ଡି ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସାମାନ୍ୟ ବଚସାରୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ସୂଚନା । ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି ଅତରିକ୍ତ ଏସପି ।
ଝଗଡ଼ା ଦେଖି ପାଖଲୋକେ ଆସି ବୁଝାସୁଝା କରିବା ସମୟରେ ପିସିଆର୍ ଭ୍ୟାନ୍ ଆସି ଦୁଇପକ୍ଷଙ୍କୁ ଥାନାକୁ ଉଠାଇ ନେଇଥିଲା। ପୁଅକୁ ବି ଥାନାକୁ ନେଇ ଯାଇଥିଲା। ଥାନାରେ ପୁଅକୁ ଅପରାହ୍ଣ ୩ଟାରୁ ରାତି ପ୍ରାୟ ସାଢ଼େ ୧୦ଟା ପର୍ଯ୍ୟନ୍ତ ଅଟକ ରଖାଗଲା।
ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ସୁରକ୍ଷାକର୍ମୀଙ୍କ କର୍ତ୍ତବ୍ୟର କଥା ସାମନାକୁ ଆସିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା, ଭିଡ଼ରକ୍ଷା, ଶୃଙ୍ଖଳା ରକ୍ଷା, ଏମିତି ଯାବତୀୟ ଗୁରୁ ଦାୟିତ୍ୱ ତୁଲାଇଥିବା ଯବାନଙ୍କ ପାଇଁ ଇଏ ଆମ ବିଶ୍ୱସ୍ତରୀୟ ରହଣୀ ବ୍ୟବସ୍ଥା ।
ପୋଲିସକୁ ବଟି ଦେଇ ଅବକାରୀ ଅଧିକାରୀଙ୍କୁ ବେଖାତିର କରୁଛନ୍ତି ମାଫିଆ । ଅବକାରୀ ଇନ୍ସପେକ୍ଟରଙ୍କ ମୁଣ୍ଡ ଦୋଷ ଅଛି କହିଲେ ଅଧୀକ୍ଷକ ।
ପୁରୀ ପୋଲିସ ନିଶା ବେପାରୀଙ୍କଠୁ ବଟି ନେଉଥିବା ଅଭିଯୋଗ କରିଛି ଅବକାରୀ ବିଭାଗ । ଅବକାରୀ ଇନ୍ସପେକ୍ଟରଙ୍କ ଚିଠିକୁ ନେଇ ପୁରୀ ପୋଲିସ ବିଭାଗ ହଟଚମଟ ।