• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pahalgam Attack

Pahalgam Terrorists
Pahalgam Terrorists: କେମିତି ପହଲଗାମ୍ ହମଲାର ବଦଲା ନେଲା ସେନା ? ସବୁ ତଥ୍ୟ ରଖିଲେ ଅମିତ ଶାହ...

ଗତକାଲି ଅପରେସନ୍ ମହାଦେବରେ ୩ ଆତଙ୍କବାଦୀ ସୁଲେମାନ୍, ଅଫଗାନ୍ ଏବଂ ଜିବ୍ରାନ୍ ଏଇ ତିନି ଜଣ ନିହତ ହୋଇଛନ୍ତି। ଏମାନେ ହିଁ ପହଲଗାମ୍ ହମଲାରେ ସାମିଲ ଥିଲେ।

Operation Mahade
ସେନାର ‘ପହଲଗାମ୍’ ବଦଲା: ‘ଅପରେସନ ମହାଦେବ’ରେ ସଫା କୁଖ୍ୟାତ ଆତଙ୍କୀ ‘ମୁସା’

ପହଲଗାମ୍ ହମଲାର ବଦଲା...ମାଟିରେ ଲୋଟିଲେ ଆତଙ୍କବାଦୀ ...ଯେଉଁମାନେ ଖେଳିଥିଲେ ରକ୍ତର ହୋଲି, ସେମାନେ ହେଲେ ରକ୍ତାକ୍ତ। ତିନି ମାସର ଲୁଚକାଳି ପରେ ଶେଷରେ ସେନା ଗୁଳିରେ ନିପାତ ହୋଇଛି ପହଲଗାମ୍ ଆକ୍ରମଣର ମାଷ୍ଟର୍ ମାଇଣ୍ଡ ସୁଲେମାନ୍ ଶାହା ଓରଫ୍ ହାସିମ୍ ମୁସା। ତା ସହ ଆଉ ୨ ଆତଙ୍କବାଦୀ ମଧ୍ୟ ଟଳିଛନ୍ତି ।

ପହଲଗାମ ମାଷ୍ଟରମାଇଣ୍ଡ ସଫା
ପହଲଗାମ ମାଷ୍ଟରମାଇଣ୍ଡ ମୁସା ନିପାତ

ପହଲଗାମ ମାଷ୍ଟରମାଇଣ୍ଡ ମୁସା ନିପାତ। ପହଲଗାମରେ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ନିପାତ। ଅପରେସନ ସିନ୍ଦୁର ପରେ ଭାରତୀୟ ସେନାଙ୍କୁ ବଡ଼ ସଫଳତା। ଲସ୍କର ଇ ତୋଇବାର ଟପ୍ କମାଣ୍ଡର ହାସିମ ମୁସାକୁ ଏନକାଉଣ୍ଟରରେ ମାରିଛି ଭାରତୀୟ ସେନା।

Color of yoga in Kashmir unique effort of sports council to promote tourism
Yoga In Pahalgam: ଯୋଗର ରଙ୍ଗ; ଯୋଗ ମାଧ୍ୟମରେ ପହଲଗାମକୁ ପର୍ଯ୍ୟଟକଙ୍କୁ ଆକର୍ଷଣ

୨୧ ଜୁନ୍ ୨୦୨୫ ରେ ପାଳିତ ହେବାକୁ ଥିବା ‘ବିଶ୍ୱ ଯୋଗ ଦିବସ’। ଏହା ପୂର୍ବରୁ, ଜମ୍ମୁ ଏବଂ କାଶ୍ମୀର କ୍ରୀଡା ପରିଷଦ କାଶ୍ମୀର ଉପତ୍ୟକାରେ ଏହି ଦିବସ ପାଳନ ପାଇଁ ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିବା ଏବଂ ଉପସ୍ଥାପନ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ପହଲଗାମରେ ଯୋଗ ଅଧିବେଶନ ଆୟୋଜନ କରାଯାଉଛି।

 Rajnath Singh
ନୌସେନା ମୁହଁ ଖୋଲିଲେ,ପାକିସ୍ତାନରେ ସୁନାମୀ ଆସିବ

ଆଇଏଏନସର ବିକ୍ରାନ୍ତରୁ ପୁଣି ଥରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଯଦି ପାକିସ୍ତାନ ଆଲୋଚନା ଚାହୁଁଛି ତେବେ ପ୍ରଥମେ ସୟିଦ ହାଫିଜ୍ ଓ ମାସୁଦ ଆଜହରକୁ ହସ୍ତାନ୍ତର କରୁ।

OperationSindoor
ଅପରେସନ ସିନ୍ଦୂରରେ 20 ବର୍ଷୀୟ ଯୋଦ୍ଧା

ମାତ୍ର 20 ବର୍ଷ ବୟସରେ ବିରତ୍ବ ଦେଖାଇଥିଲେ 3 ହଜାର ଅଗ୍ନିବୀରଆକାଶତୀର ପରିଚାଳନାଠୁ ବନ୍ଧୁକ ଚାଳନା କରି ପାକିସ୍ତାନକୁ ଦେଇଥିଲେ ମୁହଁତୋଡ ଜବାବ ପହଲଗାମ ଆତଙ୍କୀ ହମଲାର ବଦଲା ଅପରେସନ ସିନ୍ଦୂରରେ ସେନା ନେଇଥିଲା

pahalgam attack
ପହଲଗାମ କାଣ୍ଡକୁ ପୂରିଲା ମାସେ, କେଉଁଠି ତିନି ଆତଙ୍କୀ?

ସେଦିନ ଶାନ୍ତ ପରିବେଶରେ ଗର୍ଜନ କରିଥିଲା ଆତଙ୍କୀଙ୍କ ବନ୍ଧୁକ, ସବୁଜ ପରିବେଶ ନିମିଶକେ ପାଲଟିଥିଲା ରକ୍ତ ରଞ୍ଜିତ।ସବୁଜ ବନାନୀର ପ୍ରାଚୀର ଭିତରେ ନାରକୀୟ କାଣ୍ଡ ଭିଆଇଥିଲେ ଆତଙ୍କବାଦୀ। ନାଁ ଆଉ ଧର୍ମ ପଚାରି ଆତଙ୍କୀ ଖେଳିଥିଲେ ସିନ୍ଦୂରର ହୋଲି।

how did danish trap youtubers and collect secret information from the Indian Army
Indian Youtuber Jyoti Spying For Pak: କିଏ ଏହି ପାକିସ୍ତାନୀ ପ୍ରେମିକ ଦାନିଶ? କେମିତି ୟୁଟ୍ୟୁବରଙ୍କୁ ଫସାଇ ଆଦାୟ କରୁଥିଲେ ଭାରତୀୟ ସେନାର ଗୁପ୍ତ ତଥ୍ୟ

ଭାରତର ଝିଅ, ପଡ଼ିଥିଲେ ପାକିସ୍ତାନୀ ଅଫିସରଙ୍କ ପ୍ରେମରେ। ପ୍ରେମ ପଛର ଅସଲ ଖେଳ ବୁଝିପାରୁ ନଥିଲେ ନା, ବୁଝିକି ଅବୁଝା ଥିଲେ ଜ୍ୟୋତି ମାଲହୋତ୍ରା? ସେହି ଅଫିସର ଜ୍ୟୋତିଙ୍କ ପାଇଁ ପାକିସ୍ତାନ ବୁଲିବାର ବ୍ୟବସ୍ଥା କରିଥିଲେ, ତା ସହିତ ଚୀନ୍ ଅଧିକାରୀଙ୍କ ସହ ଦେଖା ମଧ୍ୟ କରାଇ ଦେଇଥିଲେ। ତଥାପି ଜ୍ୟୋତି କେମିତି ବୁଝିପାରି ନଥିଲେ ପାକ୍ ଅଫିସରଙ୍କ ଷଡ଼ଯନ୍ତ୍ର?

Jyoti Malhotra Spying Case
Jyoti Malhotra Pakistan Link: ଜ୍ୟୋତିଙ୍କ ପହଲଗାମରୁ ପାକିସ୍ତାନ ଯାତ୍ରା, ସନ୍ଦେହ ବଢାଉଛି ହାଇପ୍ରୋଫାଇଲଙ୍କ ସହ ଫଟୋ

ହରିୟାଣା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାକୁ ପାକିସ୍ତାନ ସ୍ପାଏ ସନ୍ଦେହରେ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ତାଙ୍କର ପାକିସ୍ତାନର ବହୁ ହାଇପ୍ରୋଫାଇଲ ବ୍ୟକ୍ତିବିଶେଷଙ୍କ ସହ ଫଟୋ ରହିଛି । ଏହା ସହ ସେ ଚଳିତ ବର୍ଷ ପହଲଗାମ ମଧ୍ୟ ଯାଇଥିଲେ ।

pakistan
ଆତଙ୍କୀଙ୍କୁ ତ୍ରାହି ନାହିଁ, ପାତଳରେ ଥିଲେ ବି ଖୋଜିବ ସେନା

ପହଲଗାମ ଆତଙ୍କବାଦୀଙ୍କୁ ଆଉ ମିଳିବନି ତ୍ରାହି। ପାତଳରେ ଥିଲେ ବି ଖୋଜି ଖୋଜି ବାହାର କରିବ ସେନା। ଜାରି ହେଲା ପହଲଗାମ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର। ଜମ୍ମୁ–କଶ୍ମୀର ଗଳି କନ୍ଦିରେ ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ମରିଲା ସୁରକ୍ଷା ଏଜେନ୍ସୀ।

Pakistan blast
Explosive Incident in Pakistan: ବିସ୍ଫୋରଣରେ ଆତଙ୍କିତ ଲୋକେ: ଜୀବନ ରକ୍ଷା ପାଇଁ ଖୋଜୁଛନ୍ତି ସାହାରା

ପାକିସ୍ତାନରେ ପ୍ରଚଣ୍ଡ ବିସ୍ଫୋରଣ ଶୁଭିଥିବାରୁ କରାଚୀ, ଲାହୋର ଓ ସିଆଲକୋଟରେ ବିମାନ ସେବା ବନ୍ଦ କରାଯାଇଛି ।

Why Modi Choose Tuesday
Operation Sindoor: ସିନ୍ଦୂର ପୋଛିଥିଲେ, ପାଉଁଶ କରିଦେଲା ଅପରେସନ ସିନ୍ଦୂର !

ପ୍ରଶାନ୍ତ ସିନା ଆଉ ଫେରିବେନି । କିନ୍ତୁ, ଆଉ କେବେ ବି ଯେମିତି ଏପରି କାଣ୍ଡ ନଘଟେ ସେ ବ୍ୟବସ୍ଥା କରୁଛି ଭାରତୀୟ ସେନା ।

South stars reacted on operation sindoor
Operation Sindoor: ଯୁଦ୍ଧ ଏବେ ଆରମ୍ଭ ହେଉଛି, ମିଶନ ସମାପ୍ତ ନ ହେବା ପର୍ଯ୍ୟନ୍ତ ଅଟକିବ ନାହିଁ: ରଜନୀକାନ୍ତ

ଭାରତ 'ଅପରେସନ ସିନ୍ଦୂର' ମାଧ୍ୟମରେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଅପରେସନକୁ ନେଇ ସାଉଥ୍ ଶିଳ୍ପର ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଭାରତୀୟ ସେନାର ପ୍ରଶଂସା କରିଛନ୍ତି।

Bollywood reacts on Indian army air strike operation sindoor
Operation Sindoor: 'ଅପରେସନ୍ ସିନ୍ଦୂର' ପାଇଁ ପୂରା ବଲିଉଡ୍‌ରେ ଖୁସି; କ’ଣ କହିଲେ ସେଲିବ୍ରିଟି ଜାଣନ୍ତୁ

ଭାରତୀୟ ସଶସ୍ତ୍ର ବାହିନୀ ଏହି ଅପରେସନକୁ 'ଅପରେସନ୍ ସିନ୍ଦୂର' ନାଁ ଦେଇଛି। ଏବେ ଅନେକ ବଲିଉଡ୍ ଅଭିନେତା ମଧ୍ୟ ଏହି ଅପରେସନ୍ ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏଥିରେ ଅନୁପମ ଖେରଙ୍କଠାରୁ ଆରମ୍ଭ କରି ବିନୀତ କୁମାର ସିଂହଙ୍କ ଭଳି ତାରକାଙ୍କ ନାଁ ରହିଛି।

War Siren Sound
War Siren Sound: କେତେ ପ୍ରକାର ଯୁଦ୍ଧ ସାଇରନ୍; ଜାଣନ୍ତୁ ଏହା କିପରି ବାଜେ, କ’ଣ ଦିଏ ସୂଚନା

ଯୁଦ୍ଧ ସାଇରନ୍ ଅର୍ଥାତ୍ ବିମାନ ଆକ୍ରମଣ ସାଇରନର ଶବ୍ଦ କ'ଣ ? ଯିଏ ଏହାକୁ ଶୁଣିଛନ୍ତି ସେ ଜାଣନ୍ତି ଯେ ଏହାକୁ ବଜାଇବା ମାତ୍ରେ କିପରି ହୃଦ୍‌ସ୍ପନ୍ଦନ ବଢ଼ିବାକୁ ଲାଗେ। ଏହାର ଶବ୍ଦ ଶୁଣିବା ପରେ ଅନେକ ଲୋକ ଭୟଭୀତ ହୋଇଯାଆନ୍ତି ଏବଂ ଝାଳ-ନାଳ ମଧ୍ୟ ହୋଇଯାଆନ୍ତି।

Ferozepur Conducts Blackout Drill Amid Rising India-Pakistan Tensions
Blackout Drill: ହେବ କି ଯୁଦ୍ଧ ? ଫିରୋଜପୁରରେ ହେଲା ବ୍ଲାକ୍ ଆଉଟ୍ ଅଭ୍ୟାସ...

କେତେବେଳେ କିଛି ବି ହୋଇପାରେ। ଯଦି, ଯୁଦ୍ଧ ହୁଏ ତାହେଲେ ରାତିର ଅନ୍ଧାରରେ କେମିତି ଅପରେସନ୍ ହେବ ? ଲୋକେ ନିଜ କାମ କେମିତି କରିବେ ? ଜରୁରୀ ସେବା କେମିତି ହେବ ସେ ସବୁର ଡ୍ରିଲ୍ ହୋଇଛି। 

ଏଥର ଲଢେଇ ଆରପାର୍‌
PM Modi on Pahalgam Attack: ପୁଣି ଆତଙ୍କବାଦ ବିରୋଧରେ ମୋଦିଙ୍କ କଡ଼ା ଆଭିମୁଖ୍ୟ; କହିଲେ...

ପହଲଗାମ୍ ଘଟଣାରେ ଭାରତକୁ ସମର୍ଥନ ନେଇ କୃତଜ୍ଞତା ଜଣାଇଛନ୍ତି । ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

colombo
Pahalgam Terrorist Attack: ପହଲଗାମ୍‌ ଆକ୍ରମଣକାରୀଙ୍କୁ ଧରିବାକୁ ଶ୍ରୀଲଙ୍କାରେ ତଲାସୀ

ପହଲଗାମ ନରସଂହାରରେ ଲିପ୍ତ ଆତଙ୍କବାଦୀ ମାନେ ଦେଶ ଛାଡି ପଳାୟନ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। କଲମ୍ବୋ ଅଭିମୁଖେ ଚେନ୍ନାଇରୁ ଯାଉଥିବା ବିମାନରେ ୬ ଜଣ ଆତଙ୍କବାଦୀ ପଳାୟନ କରିଥିବା ନେଇ ଆଶଙ୍କା କରିଛି ଗୁଇନ୍ଦା ବିଭାଗ।

colombo
Pahalgam Terrorist Attack: କଲମ୍ବୋ ବିମାନରେ ପହଲଗାମ ଆତଙ୍କବାଦୀ ଥିବା ସନ୍ଦେହ, ସର୍ଚ୍ଚ ଅପରେସନ କଡାକଡି

ପହଲଗାମ ନରସଂହାରରେ ଲିପ୍ତ ଆତଙ୍କବାଦୀ ମାନେ ଦେଶ ଛାଡି ପଳାୟନ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। କଲମ୍ବୋ ଅଭିମୁଖେ ଚେନ୍ନାଇରୁ ଯାଉଥିବା ବିମାନରେ ୬ ଜଣ ଆତଙ୍କବାଦୀ ପଳାୟନ କରିଥିବା ନେଇ ଆଶଙ୍କା କରିଛି ଗୁଇନ୍ଦା ବିଭାଗ।

Restriction
Restriction On Sea: ପାକିସ୍ତାନୀ ଜାହାଜକୁ ଭାରତ ମନା, ଜାରି ହେଲା ନୋଟିସ୍

ସମୁଦ୍ରରେ ପାକିସ୍ତାନୀ ଜାହାଜ ଉପରେ ଲାଗିଲା କଟକଣା ।  ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସି ପାରିବନି । ପାକିସ୍ତାନୀ ପତାକା ଲାଗିଥିବା କୌଣସି ଜାହାଜ ଭାରତର କୌଣସି ବନ୍ଦରକୁ ଆସିପାରିବନି ।

Sonu Nigam faces police complaint from pro kannada group
Sonu Nigam: ସୋନୁ ନିଗମଙ୍କ ନାଁରେ ମାମଲା; ପହଲଗାମକୁ ନେଇ କହିଲେ ଏମିତି

ଏକ ମ୍ୟୁଜିକ୍ କନ୍‌ସର୍ଟରେ ସୋନୁ ନିଗମ ଏପରି କିଛି କହିଦେଇଛନ୍ତି ଯାହାକୁ କନ୍ନଡ ସମ୍ପ୍ରଦାୟ ଆଦୌ ପସନ୍ଦ କରୁ ନାହାନ୍ତି ଏବଂ ମାମଲା ପୋଲିସ ପାଖରେ ପହଞ୍ଚିଛି। ତାଙ୍କ ବିରୋଧରେ ଏକ କନ୍ନଡ ସମର୍ଥକ ସଂଗଠନ ପୋଲିସରେ ଅଭିଯୋଗ ଦାଖଲ କରିଛି।

Pakistan Behind Pahalgam Attack
Pakistan Behind Pahalgam Attack: ପାକିସ୍ତାନ ଆର୍ମି ରଚିଥିଲା ପହଲଗାମ ହମ୍‌ଲା ଷଡଯନ୍ତ୍ର, NIA ହାତରେ ପ୍ରମାଣ

ପହଲଗାମ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ରଚିଥିଲେ ପାକିସ୍ତାନ ଆର୍ମି, ପାକାସ୍ତାନ ଗୁଇନ୍ଦା ସଂସ୍ଥା ISI ଓ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା । ପାକିସ୍ତାନ ଲିଙ୍କ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ହାତରେ ଲାଗିଛି ଠୋସ୍ ପ୍ରମାଣ ।

ଏକ୍ସପ୍ରେସ ୱେ ହେଲା ରନ୍ ୱେ ।
India Pakistan Financial Strike: ପହଲଗାମ୍ ପ୍ରତିଶୋଧ ପୂର୍ବରୁ ଭାରତର ପରାକ୍ରମ ପ୍ରଦର୍ଶନ

ସିନ୍ଧୁ ଚୁକ୍ତି ରଦ୍ଦ କରି ୱାଟର୍ ଷ୍ଟ୍ରାଇକ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟ୍ ବ୍ୟାନ କରି ଡିଜିଟାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ଉପରେ ଆଉ ଏକ ଷ୍ଟ୍ରାଇକ୍ କରିପାରେ ଭାରତ । ଦୁଇ ଦୁଇଟି ଫାଇନାନ୍ସିଆଲ୍ ଷ୍ଟ୍ରାଇକ୍ ବା ଆର୍ଥିକ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର ।

Vijay Deverakonda alleged for derogatory comments against tribal people
Vijay Deverakonda: ଆଦିବାସୀ ସଂପ୍ରଦାୟଙ୍କୁ ଅପମାନ ଦେଇ ବିବାଦରେ ବିଜୟ ଦେବରକୋଣ୍ଡା

ଆଦିବାସୀଙ୍କ ବିରୁଦ୍ଧରେ ବିଜୟ ଦେବରକୋଣ୍ଡାଙ୍କ ଅପମାନଜନକ ମନ୍ତବ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଏବେ ପୋଲିସରେ ଅଭିଯୋଗ ଦାଖଲ କରାଯାଇଛି। ଜାଣନ୍ତୁ କ’ଣ କହିଛନ୍ତି।

Special Story: India Will Hunt Down Every Terrorist, Says Amit Shah After Pahalgam Attack
ଆତଙ୍କବାଦୀଙ୍କୁ ନେଇ ସିଂହ ପରି ଗର୍ଜିଲେ ଅମିତ ଶାହା

ଆତଙ୍କବାଦୀଙ୍କୁ ନେଇ ସିଂହ ପରି ଗର୍ଜିଲେ ଅମିତ ଶାହା । କହିଲେ, ପହଲଗାମ ହମଲାର କଡ଼ାଗଣ୍ଡା ହିସାବ ନେବ ଭାରତ। ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ । ମୋଦି ସରକାରରେ କହାକୁ ଛଡ଼ାଯିବନି । ରାଜଧାନୀ ଦିଲ୍ଲୀର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସାରା ଦେଶକୁ ଆତଙ୍କବାଦୀଙ୍କ ବିରୋଧରେ ପ୍ରତିଷୋଧ ନେବାର ପ୍ରତିଶ୍ରୁତି ଦେଇଛନ୍ତି ଅମିତ ଶାହା ।