ଜ୍ୱରରେ ପୀଡ଼ିତ ଅଛନ୍ତି ଶ୍ରୀଜିଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସମନ୍ୱୟ ବୈଠକ ।
ଗାଧୋଇବା ହେଲା କାଳ। ସ୍ନାନ ଯାତ୍ରା ଦେଖିବାକୁ ଯାଇ ନରେନ୍ଦ୍ର ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଗଲେ ଯୁବକ ।
ପୂର୍ବରୁ ସୂର୍ଣ୍ଣକୂପର ସଂସ୍କାରାଦି ପରେ ସ୍ନାନବେଦୀ ସୁସସ୍କୃତ ହୋଇ ଚନ୍ଦ୍ରାତପାଦି ଦ୍ୱାରା ସୁସଜିତ ଥାଏ । ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଶ୍ରୀ ଶୁଭଦ୍ରା, ଶ୍ରୀ ଜଗନ୍ନାଥ ଯଥାକ୍ରମେ ସ୍ନାନବେଦୀକୁ ଯାତ୍ରା କରିବା ପରେ ଶ୍ରୀ ମଦନ ମୋହନ ବିଜେ ହୁଅନ୍ତି । ଦେବବିଗ୍ରହ ଯାତ୍ରା ମାନଙ୍କର ଏହି ବିଜେ ଯାତ୍ରାକୁ ପହଣ୍ଡି ବିଜେ କୁହାଯାଏ ।
ଦେବସ୍ନାନ ପୂର୍ଣ୍ଣିମା ପାଇଁ କେଉଁଠୁ ଆସିଥାଏ ୧୦୮ ଗରା ସୁବାସିତ ଜଳ ? ଜାଣନ୍ତି କି ?
ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ ଦେଖାଦେବେ କାଳିଆ ଠାକୁର । ବଡ଼ଦାଣ୍ଡରୁ ଭକ୍ତ ଦେଖିବ ଚତୁର୍ଦ୍ଧା ମୂରତି। ପବିତ୍ର ସ୍ନାନଯାତ୍ରାର ଟିକିନିକି ଖବର ଓ ଭିଡିଓ ଦେଖନ୍ତୁ ଓଟିଭିର ଏହି ଲାଇଭ୍ ପେଜ୍ରେ ।
ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଭକ୍ତଙ୍କୁ ହାତୀବେଶରେ
ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି । ୨ବର୍ଷ ପରେ ଚର୍ମଚକ୍ଷୁରେ ସ୍ନାନଲୀଳା ଦେଖିବାକୁ ଉଚ୍ଛନ୍ନ ଭକ୍ତ । ସୁରକ୍ଷା ଦାୟିତ୍ୱରେ ୫୨ ପ୍ଲାଟୁନ୍ ଫୋର୍ସ ।
ଆଜି ଗୁପ୍ତ ସେନାପଟା ଲାଗି ନୀତି ପାଇଁ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।
ମଦନମୋହନ ଓ ରୁକ୍ମଣୀ ବିବାହ ନୀତିକାନ୍ତି ବିଳମ୍ବ ଯୋଗୁ ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାରଫିଟା ବିଳମ୍ବ ହୋଇଥିଲା ।
ଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ କରାଇଥାନ୍ତି ସେବକ ।
ଏଥର ଚାଲିବ ରଥର ଉପରିଭାଗ କାମ । ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ସରିଲା ବୈଠକ । ଦଇତାପତି ନିଯୋଗ ସହ ବୈଠକ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍ଫି ଉଠାଇ ଜଣେ ଭକ୍ତ ଫେସ୍ବୁକ୍ରେ ଫଟୋ ପୋଷ୍ଟ କରିଛନ୍ତି।
5 T ସ୍କୁଲ୍ର ଅବସ୍ଥା ବେଶ ଶୋଚନୀୟ । କେଉଁଠି କାନ୍ଥ ଭୁସୁଡ଼ି ଗଲାଣି ତ କେଉଁଠି କାନ୍ଥ ଫାଟି ଆଁ କଲାଣି ।
୨୪ ଘଣ୍ଟାରେ ମତ ପରିବର୍ତ୍ତନକୁ ନେଇ ନିଶାମୁକ୍ତି ଅଭିଯାନ ସଦସ୍ୟଙ୍କ ପ୍ରଶ୍ନ । ବିଭାଗୀୟ ଚାପ ନା ମାନସିକ ରୋଗ ? ଉଠିଲା ବଡ଼ ପ୍ରଶ୍ନ ।
ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ କରିଥିବା ଜରିମାନା ଜୋତା ପଲିସ୍ କରି ଓ ଭିକ୍ଷା ମାଗି ଆଦାୟ କରାଯିବ। ଜୋତା ପଲିସ ପାଇଁ ୧ ଟଙ୍କା ଓ ଜଣକ ଠାରୁ ୧ ଟଙ୍କା ଭିକ୍ଷା ମଗାଯିବ। ଏହାଠାରୁ କେହି ଅଧିକ ଦେଲେ ମଧ୍ୟ ନିଆଯିବ ନାହିଁ।
ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ପରେ କିଛି ପ୍ରସ୍ତାବ ଗୃହୀତ ହେବା ସମ୍ଭାବନା ରହିଛି ।
ପୋଲିସକୁ ବଟି ଦେଇ ଅବକାରୀ ଅଧିକାରୀଙ୍କୁ ବେଖାତିର କରୁଛନ୍ତି ମାଫିଆ । ଅବକାରୀ ଇନ୍ସପେକ୍ଟରଙ୍କ ମୁଣ୍ଡ ଦୋଷ ଅଛି କହିଲେ ଅଧୀକ୍ଷକ ।
ପୁରୀ ପୋଲିସ ନିଶା ବେପାରୀଙ୍କଠୁ ବଟି ନେଉଥିବା ଅଭିଯୋଗ କରିଛି ଅବକାରୀ ବିଭାଗ । ଅବକାରୀ ଇନ୍ସପେକ୍ଟରଙ୍କ ଚିଠିକୁ ନେଇ ପୁରୀ ପୋଲିସ ବିଭାଗ ହଟଚମଟ ।
ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ସୁପ୍ରିମକୋର୍ଟ କାହିଁକି ଗଲେ ଆବେଦନକାରୀ: ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଅପରାଜିତା
ମାମଲା ହାଇକୋର୍ଟରେ ଥିବା ବେଳେ ସୁପ୍ରିମକୋର୍ଟ ଯିବା କିଛି କାରଣ ନଥିଲା । ଏନେଇ କିଛି ସ୍ପଷ୍ଟତା ଆସିନି, ଏସବୁର ସ୍ପଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସୁପ୍ରିମ୍କୋର୍ଟରେ ଦାଖଲ ଦୁଇ ଦୁଇଟି ସ୍ପେଶାଲ୍ ଲିଭ୍ ପିଟିସନ୍କୁ ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ ଖାରଜ କରି ଦେଇଛନ୍ତି ।