/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655285463.jpg)
Narendra Pond
ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ । ମୃତକ ହେଲେ ଯାଜପୁର ବରୀ ଅଞ୍ଚଳର ସ୍ମୃତିରଂଜନ ସାହୁ । ସ୍ନାନଯାତ୍ରା ଦେଖିବାକୁ ୪ ଜଣ ଛାତ୍ରଙ୍କ ସହ ପୁରୀ ଆସିଥିଲେ ସ୍ମୃତିରଂଜନ । ଆଜି ସକାଳୁ ନରେନ୍ଦ୍ରରେ ଗାଧୋଉଥିବା ବେଳେ ସେ ବୁଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଡାକ୍ତର ମୃତ ଘୋଷଣା କରଛନ୍ତି । ମୃତ ସ୍ମୃତିରଂଜନ ବରୀ ଗୋପବନ୍ଧୁ କଲେଜର ଯୁକ୍ତ୩ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)