• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indonesia

Earthquake in Indonesia
ଭୂକମ୍ପରେ ଥରିଲା ଇଣ୍ତୋନେସିଆ; ରିକ୍ଟର ସ୍କେଲ୍‌ରେ ତିବ୍ରତା ୬.୬

ଭୂକମ୍ପ ନେଇ କୌଣସି ସଂକେତ ମିଳିନଥିଲା। ଭୂକମ୍ପର ଆଖପାଖ ଅଞ୍ଚଳର ଲୋକେ ଏନେଇ ବେଶ୍‌ ପ୍ରଭାବିତ ହୋଇଛନ୍ତି।

Lightning Death
ଫୁଟବଲ୍‌ ମ୍ୟାଚ୍‌ରେ ମାରିଲା ବିଜୁଳି; ଟଳିପଡ଼ିଲେ ଖେଳାଳି, ଭିଡିଓ ଭାଇରାଲ

ଇଣ୍ତୋନେସିଆର ଫୁଟବଲ୍‌ ଖେଳାଳି ସେପ୍ଟେନ୍‌ ରାହାର୍ଜା ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।

Earthquake of magnitude 6.7 strikes Indonesia's Talaud Islands
ଇଣ୍ଡୋନେସିଆରେ ଭୂକମ୍ପ ଝଟ୍‌କା; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭

ତଲାଉଡ୍‌ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ରିପୋର୍ଟ କରିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭ ରହିଛି ।

Indonesia
ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ଇଣ୍ତୋନେସିଆ; ୪୪ ମୃତ, ୩୦୦ ଆହତ

ଭୂକମ୍ପରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Indonesia football match
ଖେଳରୁ ମହାଭାରତ, ଗ୍ରାଉଣ୍ଡରେ ହିଂସାକାଣ୍ଡ ଯୋଗୁଁ ଚାଲିଗଲା ୧୨୭ ଜଣଙ୍କ ଜୀବନ

ଇଣ୍ଡୋନେସିଆରେ ଫୁଟ୍‌ବଲ୍‌ ମ୍ୟାଚ୍‌ ପରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ଇଷ୍ଟ ଜାଭା ସ୍ଥିତ କାଞ୍ଜୁରୁହାନ୍ ଷ୍ଟାଡିୟମରେ ଆରେମା ଏଫ୍‌ସି ଓ ପର୍ସେବାୟା ସୁରବାୟା ଟିମ୍ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

At least 127 dead after violence at football match in Indonesia
ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଖେଳିଲେ ରକ୍ତର ହୋଲି: ଚାଲିଗଲା ୧୨୭ ଜୀବନ

ଇଣ୍ଡୋନେସିଆରେ ଫୁଟ୍‌ବଲ୍‌ ମ୍ୟାଚ୍‌ ପରେ ବଡ଼ ଧରଣର ହିଂସାକାଣ୍ଡ ଘଟିଛି।  ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି।

oil
ଇଣ୍ଡୋନେସିଆ ପାଇଁ ଭାରତରେ ବଢ଼ିବ ତେଲ ଦର

ବଢ଼ିବ ଖାଇବା ତେଲ ଦର ! Palm Oil ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଇଣ୍ଡୋନେସିଆ

Earthquake
ସକାଳୁ ସକାଳୁ ବଡ଼ଧରଣର ଭୂକମ୍ପ ଝଟ୍‌କା, ଆସିପାରେ ଭୟଙ୍କର ସୁନାମି

ପୂର୍ବ ଇଣ୍ଡୋନେସିଆରେ ମଙ୍ଗଳବାର ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ଭୂକମ୍ପ ଝଟ୍‌କା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି।

Sukarno's Daughter
ହିନ୍ଦୁ ଧର୍ମ ଆପଣେଇଲେ ସୁକର୍ଣ୍ଣୋପୁତ୍ରୀ

ହିନ୍ଦୁ ଧର୍ମ ଆପଣାଇଲେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାବତୀ । ନିଜର ୭୦ ତମ ଜନ୍ମ ଦିବସରେ ବାଲି ସ୍ଥିତ ସୁକର୍ଣ୍ଣୋ ସେଣ୍ଟରରେ କଡ଼ା ସୁରକ୍ଷା ଭିତରେ ଧର୍ମାନ୍ତରୀକରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ମୁସଲିମ୍ ବହୁଳ ଜାକର୍ତ୍ତା ଠାରୁ ହିନ୍ଦୁ ବହୁଳ ବାଲିକୁ ଅଧିକ ପସନ୍ଦ କରୁଛନ୍ତି ସୁକମାବତୀ ।

Sukmawati
ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକ୍‌ମାବତୀ ଇସ୍‌ଲାମ୍‌ ଛାଡ଼ି ହିନ୍ଦୁ ହେଲେ

ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକ୍‌ମାବତୀ ସୁକର୍ଣ୍ଣୋପୁତ୍ରୀ ସମସ୍ତ ନୀତିକାନ୍ତି ସହ ହିନ୍ଦ ଧର୍ମ ଗ୍ରହଣ କରିଛନ୍ତି । ସେ ଇସ୍‌ଲାମ୍‌ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

lost island of gold been found sumatran fishermen find a huge treasure
ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳିଲା; ସମୁଦ୍ରରୁ ପାଇଲେ ୭୦୦ ବର୍ଷ ପୁରୁଣା ଖଜାନା !

ମତ୍ସ୍ୟଜୀବୀଙ୍କୁ ମିଳିଲା ୭୦୦ ବର୍ଷର ପୁରୁଣା ଖଜାନା । ଇଣ୍ଡୋନେସିଆର ସୁମାତ୍ର ଦ୍ୱୀପ ପାଖ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଏହି ଖଜାନାକୁ ପାଇଛନ୍ତି । ଖଜାନାରେ ବହୁମୂଲ୍ୟ ପୁରାତନ ସୁନାଗହଣା ସହ ବିବିନ୍ନ ମୂର୍ତ୍ତି ତଥା ଅଳଙ୍କାରମାନ ରହିଛି ।

corona
ପିଲାଙ୍କ ଉପରେ ଦାଉ ସାଜୁଛି କରୋନା, ଏଇ ଦେଶରେ ସପ୍ତାହରେ ନେଲାଣି ୧୦୦ ଜୀବନ

ଜାକାର୍ତ୍ତା: ପୁଣି ଥରେ କରୋନାର ତୃତୀୟ ଲହରୀକୁ ନେଇ ଚେତାବନୀ । ବିଶେଷଜ୍ଞମାନେ କହିଛନ୍ତି, କରୋନାକୁ ନେଇ ଆମେ ନିଜେ ନିଜର ସୁରକ୍ଷା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ ।