• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drugs

Drugs
ମଣିଷ ହାଡ଼ରୁ ତିଆରି ଡ୍ରଗ୍ସ କବଳରେ ପୂରା ଦେଶ, ଲାଗୁ ହେଲା ଜରୁରୀ ପରିସ୍ଥିତି

ଡ୍ରଗ୍ ସେବନ ହେତୁ ଲୋକଙ୍କ ଶରୀର ଫୁଲି ଯାଉଛି । ଲୋକଙ୍କ କହିବାନୁଯାୟୀ, ସେମାନେ ଏହି ନିଶା ସେବନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ।

Lady Drugs Peddler
ରାଜଧାନୀରେ ସୁନ୍ଦରୀ ବିକୁଛନ୍ତି ସ୍ଲୋ ପଏଜନ୍, ଧଳା ଜହରର କାୟା ମେଲାଇଛନ୍ତି କର୍ପୋରେଟ୍ ଲେଡି

ରାଜଧାନୀରେ ଧଳାଜହର ବେପାରର ନୂଆ ଟ୍ରେଣ୍ଡ। ଆଉ ଯୁବକ ନୁହଁନ୍ତି, ଏବେ ଯୁବତୀ ସାଜିଛନ୍ତି ବ୍ରାଉନସୁଗାର ବେପାରର ମୁଖ୍ୟ ବାହକ।

Drugs Peddler Dentist
ଯାଜପୁରରେ ଧଳାଜହର ବେପାରରେ ଦାନ୍ତ ଡାକ୍ତର ଗିରଫ

ଜଣେ ଯୁବ ଡାକ୍ତର ବ୍ରାଉନ ସୁଗାର କାରବାରରେ ଗିରଫ ହେବା ଘଟଣା ସାରା ଯାଜପୁରବାସୀଙ୍କୁ ଚକିତ କରିଛି। ତେଣେ ଗିରଫ ଡେଣ୍ଟିଷ୍ଟଙ୍କ କ୍ଲିନିକ୍ ପଂଜୀକୃତ ହୋଇନଥିବା ଜଣାପଡ଼ିବା ପରେ ତାକୁ ବନ୍ଦ କରିଦିଆଯାଇଥିବା କହିଛନ୍ତି ଯାଜପୁର ସିଡିଏମଓ।

Drug Abuse
ନିଶା ନିବାରଣ କେନ୍ଦ୍ର ଏବେ ହାଉସ୍ ଫୁଲ୍

ରାଜ୍ୟରେ ବଢି ଚାଲିଛି ନିଶା ନିବାରଣ କେନ୍ଦ୍ର ସଂଖ୍ୟା । କେବଳ କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରେ ପାଖାପାଖି ୧୦୦ଟି ନିଶା ନିବାରଣ କେନ୍ଦ୍ର ରହିଛି ।

Drug Abuse
କାହିଁକି ନିଶାଖୋର ହେଉଛନ୍ତି ଯୁବପିଢ଼ି ?

ରାଜ୍ୟରେ ବଢ଼ୁଛି ନିଶାଡ଼ିଙ୍କ ସଂଖ୍ୟା । ବିଭିନ୍ନ ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ହାଉସଫୁଲ୍ । କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ଶହେ କେନ୍ଦ୍ର ଫୁଲ୍ ପଡ଼ିଛି । ନିଶା ସେବନ ବଦଭ୍ୟାସ ନୁହେଁ ବରଂ ରୋଗ ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

ପୁରୀରେ ନିଶା ବେପାର
ଧର୍ମର ସହରରେ ମାଡ଼ିଛି ନିଶାବେପାରର ଚେର !

ସହରର ଜଗନ୍ନାଥ ବସ୍ତି, ମାର୍କଣ୍ଡେଶ୍ୱର ସାହି, ଗୋଖାସାହି, କୁମ୍ଭାରପଡା ସମେତ ସମୂଦ୍ର ବେଳାଭୂମି ଆଖପାଖ ଅନେକ ବସ୍ତିରେ ଚାଲିଛି ଏଭଳି ଅବାଧ ନିଶା ବେପାର। ଯାହାର ଲିଙ୍କ୍ ରହୁଛି ପଶ୍ଚିମବଙ୍ଗ। 

Aryan Khan
ଛିଣ୍ଡୁନି ଆର୍ୟନଙ୍କ ଅଡ଼ୁଆ, ବଢ଼ୁଛି ସମୀର ୱାଙ୍ଖଡ଼େଙ୍କ ନାଁରେ ବିବାଦ

ପୁଣି ଝୁଲିଲା ଆର୍ୟନ ଖାନଙ୍କ ଜାମିନ ଶୁଣାଣି । ବମ୍ବେ ହାଇକୋର୍ଟରେ ଆଜି ଆର୍ୟନଙ୍କ ଜାମିନ ଶୁଣାଣି ହୋଇଥିବା ବେଳେ ତାହା ଅସମାପ୍ତ ରହିଛି । ଆସନ୍ତାକାଲି ଅପରାହ୍ନ ସାଢେ ୨ଟାରେ ପୁଣି ଥରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ ।

puja at NCB Office
ଏନସିବି ଅଫିସ୍‌ରେ ହାଜର ହେଲେ ଶାହରୁଖ ଖାନଙ୍କ ମ୍ୟାନେଜର୍

ଦୁଇ ଦିନ ତଳେ କିଙ୍ଗ ଖାନଙ୍କ ଘର ମନ୍ନତରେ ଏନସିବି ଟିମ୍ ପହଞ୍ଚିଥିଲା। ଶାହରୁଖ୍ ଓ ତାଙ୍କ ମ୍ୟାନେଜର୍ ପୂଜାଙ୍କ ସହ ଆଲୋଚନା କରିଥିଲା ଏନସିବି।ଏହି ସମୟରେ ଆର୍ୟନଙ୍କ ସମ୍ପର୍କୀତ ତଥ୍ୟ ଦେବାକୁ କୁହାଯାଇଥିଲା।

date rape medications in bars and nightclub
ନାଇଟ୍‌ କ୍ଲବରେ ମହିଳାଙ୍କୁ ଦିଆଯାଉଛି ‘ଡେଟ୍‌ ରେପ୍‌ ଡ୍ରଗ୍ସ’

ନାଇଟ୍‌ କ୍ଲବରେ ମହିଳାଙ୍କୁ ଦିଆଯାଉଛି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ । ୟୁକେର ବିଭିନ୍ନ ସହରରୁ ଆସିଥିବା ରିପୋର୍ଟରୁ ଜଣାପଡିଛି ଯେ ନାଇଟ୍ କ୍ଲବ୍ ଏବଂ ପବ୍ ଗୁଡିକରେ ମହିଳାମାନଙ୍କୁ ‘ଡେଟ୍‌ ରେପ୍‌ ଡ୍ରଗ୍ସ’ ଦିଆଯାଉଛି ।

Aryan Khan
ବଢ଼ିଲା ଅଡ଼ୁଆ ! ଆହୁରି ୬ ଦିନ ଜେଲ୍‌ରେ ରହିବେ ଆର୍ୟନ୍‌

ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ୍‌ ଖାନ୍‌, ଦିନକୁ ଦିନ ଅଧିକ ଛନ୍ଦି ହୋଇଯାଉଛନ୍ତି । ଆଜି ବି ତାଙ୍କୁ ମିଳିଲାନି ଜାମିନ । ସେ ଆହୁରି ୬ ଦିନ ପର୍ଯ୍ୟନ୍ତ ରହିବେ ଜେଲ୍‌ରେ । ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ପୁଣି ଥରେ ଆର୍ୟନ୍‌ଙ୍କ ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ।

Rave Parties Under Scanner
ରେଭ୍ ପାର୍ଟି ଉପରେ ନଜର ରହିବ କହିଲେ ପୋଲିସ କମିଶନର

ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ। ଡ୍ରଗ୍ସ ବିରୋଧୀ ଅଭିଯାନ ନେଇ ଗଣମାଧ୍ୟମକୁ ସୂଚନା ଦେଇ ପୋଲିସ କମିଶନର କହିଛନ୍ତି ଯେ, ଆଜି ବାଲିଅନ୍ତାରୁ ୨୬୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଛି। ଏଥିରେ ଜଣଙ୍କୁ ଗିରଫ ବି କରାଯାଇଛି।

Shahrukh Khan With His Son Aryan
ଜାହାଜରେ ଡ୍ରଗ୍ସ ପାର୍ଟି: ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଜେରା, ଗେଷ୍ଟ ଭାବେ ପାର୍ଟିରେ ଯୋଗ ଦେଇଥିଲେ

ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏହି ରେଭ୍ ପାର୍ଟି ବେଳେ ଉପସ୍ଥିତ ଥିଲେ। ଆର୍ଯ୍ୟନଙ୍କୁ ଏହି ପାର୍ଟିକୁ ଗେଷ୍ଟ ଭାବେ ଆମନ୍ତ୍ରଣ କରାଯାଇଥିଲା ବୋଲି ସୂଚନା ମିଳିଛି।

Raid On Cruise Ship
ମଝି ସମୁଦ୍ରରେ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି, ଅଚାନକ ରେଡ୍‌ କଲା NCB; ବଲିଉଡ୍‌ ସୁପରଷ୍ଟାରଙ୍କ ପୁଅ ଅଟକ

ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍‌ କରିଛି। ଘଟଣାରେ ଏନ୍‌ସିବି ୧୦ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ବଲିଉଡ୍‌ ସୁପରଷ୍ଟାରଙ୍କ ପୁଅ ରହିଛି।

drugs
ଡ୍ରଗ୍ସ କିଣିବା ପାଇଁ ରକ୍ତ ସମ୍ପର୍କ ଭୂଲିଗଲା ବାପା : ୪୦ ହଜାର ଟଙ୍କାରେ ପୁଅକୁ ବିକ୍ରିକଲା

ଆସାମର ଗୁଆହାଟି ଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ ମୋରିଗାଓଁର ଲାହରିଘାଟ ଗାଁର ବାସିନ୍ଦା ଅମିନୁଲ ଇସଲାମ । ଡ୍ରଗ୍ସ ନିଶାରେ ପାଗଳ । ସେ ଡ୍ରଗ୍ସ କାରବାରରେ ମଧ୍ୟ ଲିପ୍ତ ଥିଲେ । ଏଥିପାଇଁ ସ୍ତ୍ରୀ ରୁକମିନା ଓ ଅମିନୁଲଙ୍କ ମଧ୍ୟରେ କିଛି ମାସ ପୂର୍ବରୁ ପ୍ରବଳ ଝଗଡା ହୋଇଥିଲା । ଡ୍ରଗ୍ ଚୋରା କାରବାରରେ ଅମିନୁଲଙ୍କ ସମ୍ପୃକ୍ତି ଯୋଗୁଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା