• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Election Campaign

songs for election
ଚାଲିଛି ନିର୍ବାଚନୀ ପ୍ରଚାର ଗୀତ, କଣ୍ଠଶିଳ୍ପୀଙ୍କୁ ନାହିଁ ଫୁରସତ୍

ଚାରିଆଡ଼େ ଏବେ ନିର୍ବାଚନୀ ମାହୋଲ୍। ନିର୍ବାଚନକୁ ନେଇ ସରଗରମ ରାଜନୀତି। କିଏ ଜିତିବ କିଏ ହାରିବ ସେନେଇ ଅଙ୍କକଷା ଚାଲିଛି। ପ୍ରାର୍ଥୀ ମାନେ ସବୁପ୍ରକାର ଉଦ୍ୟମ କରୁଛନ୍ତି ନିର୍ବାଚନ ବୈତରଣୀ ପାର ହେବାକୁ। ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ ପ୍ରାର୍ଥୀନୀ। ବିଶେଷ କରି ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ଦିଆ ଯାଉଛି। ହ୍ଵାଟ୍ସଆପ, ଫେସବୁକ ମାଧ୍ୟମରେ ନିଜ ସପକ୍ଷରେ ପ୍ରଚାର କରାଯାଉଛି। ସବୁଠାରୁ ଗୁରୁତ୍ୱ ଦିଆଯାଉଛି ଗୀତ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ।

Aligarh lok sabha seat candidate wearing a garland of slippers for campaigning
Viral Video: ନିର୍ବାଚନର ଅଜବ ପ୍ରଚାର… ଜଣେ ପ୍ରାର୍ଥୀ ଚପଲ ମାଳ ପକେଇ ମାଗୁଛନ୍ତି ଭୋଟ୍, ଜଣେ ସୂର୍ଯ୍ୟଙ୍କୁ ଗ୍ରାସୁଛନ୍ତି

ଆଲିଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବେକରେ ଚପଲ ମାଳ ପକେଇ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଟ୍ରମ୍ପଙ୍କ ନିର୍ଚାଚନୀ ପ୍ରଚାର ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

Jharsuguda Bypoll
କିଏ ମାରିବେ ଝାରସୁଗୁଡ଼ା ବାଜି ? ଶନିବାର ଆସିବ ରାୟ

ବିଧାୟକ ବାଛିଲା ଝାରସୁଗୁଡ଼ା। ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପରେ ଏଠାରେ ହୋଇଥିବା ଉପନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି। ଧୁ ଧୁ ଖରା ସତ୍ତ୍ବେ ଭୋଟର୍ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ପୁରୁଷଙ୍କ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ମତଦାନ ସରିବା ପରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି।

Rahul Gandhi
କ୍ୟାମ୍ପେନରେ କମ୍ପୁଛି କର୍ଣ୍ଣାଟକ: ଡେଲିଭରି ବୟ ସହ ସ୍କୁଟରରେ ବୁଲିଲେ ରାହୁଲ

କର୍ଣ୍ଣାଟକରେ ହାଇଭୋଲଟେଜ୍ ପ୍ରଚାର। ୧୦ କିଲୋମିଟର ରୋଡ ସୋ କଲେ ମୋଦି। ଡେଲିଭରି ବୟ ସହ ସ୍କୁଟରରେ ବସି ବୁଲିଲେ ରାହୁଲ

Odisha CM Naveen Patnaik campaigns for Dipali Das
ଝାରସୁଗୁଡ଼ାକୁ ୧ ନମ୍ବର ଶିଳ୍ପ ସମୃଦ୍ଧ ଜିଲ୍ଲା କରିବା ବିଜେଡିର ଲକ୍ଷ୍ୟ: ନବୀନ

କାହାର ହେବ ଝାରସୁଗୁଡ଼ା ? ଶେଷ ମୁହୂର୍ତ୍ତରେ ଗଡ଼ ଦଖଲ ପାଇଁ ପ୍ରଚାର ମୈଦାନରେ ହାଇଭୋଲଟେଜ୍ ଟକ୍କର। ମୁଖ୍ୟମନ୍ତ୍ରୀ ନବୀନଙ୍କ ସଭାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସଭା, ରୋଡ୍ ସୋ...ଆଟାକ୍, କାଉଣ୍ଟର ଆଟାକ୍

Jharsuguda bypoll
ଭୋଟ୍ ବେଳେ ପ୍ୟାକେଜ ଘୋଷଣା: ଝାରସୁଗୁଡ଼ାରେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ ଅଭିଯୋଗ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।

Jharsuguda Violence
ଝାରସୁଗୁଡ଼ା ନିର୍ବାଚନରେ କିଏ କରୁଛି ହିଂସା ?

ଗଣ୍ଡଗୋଳ ପରେ ଝାରସୁଗୁଡାରେ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି। ପ୍ରଥମେ ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ବିଜେଡି ହିଂସା ଆଚରଣ କରୁଥିବା ଅଭିଯୋଗ କରିଥିଲେ।

Congress leader Ashok Kumar Mishra
ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ଜମୁଛି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର। ମଇଦାନରେ ଥିବା ତିନି ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ୟାମ୍ପେନିଂ। ହେଲେ ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ, ତାପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା।

Jharsuguda By-poll
ଝାରସୁଗୁଡ଼ା ଦଖଲ ପାଇଁ ବୁଥ୍ ମ୍ୟାନେଜମେଣ୍ଟ ଉପରେ ତିନି ଦଳର ଫୋକସ୍

ଦଳୀୟ କର୍ମକର୍ତ୍ତାଙ୍କୁ ବିଜେପି ପ୍ରଭାରୀ ବଂଶଲ ଦେଲେ ବୁଥ୍ ପରିଚାଳନା ମନ୍ତ୍ର, ବୁଥୱାରୀ ଦଳୀୟ ସ୍ଥିତିର ସମୀକ୍ଷାକୁ ଗୁରୁତ୍ୱ ଦେଉଛି ବିଜେଡି, କଂଗ୍ରେସ ବି ଭିଡ଼ିଛି ଅଣ୍ଟା

jharsuguda bypoll
ଝାରସୁଗୁଡ଼ା ଲଢ଼େଇ ପାଇଁ ନାମାଙ୍କନ ପର୍ବ ଆରମ୍ଭ

କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ, ବିଜେଡି ପ୍ରାର୍ଥୀଙ୍କ ଟିକେଟ ସଂଗ୍ରହ ଆଉ ବିଜେପିର ନିର୍ବାଚନମଣ୍ଡଳୀରେ ପ୍ରେସମିଟ୍ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜିଠୁ ସରଗରମ୍ ହୋଇଛି ନିର୍ବାଚନୀ ମାହୋଲ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିବା ୩ ପ୍ରମୁଖ ଦଳ ଭିତରୁ ଆଜି ପ୍ରଥମେ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ।

Dhamnagar ByPoll
ଗୁରୁବାର ଧାମନଗର ଭୋଟ୍

ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି । ହାତରେ ଇଭିଏମ୍, ଭିଭିପାଟ୍ ସହ ପୋଲିଂ ସରଞ୍ଜାମ । ୩ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ ।

Odisha ULB Polls
କାମ ଦେବ ତ ପ୍ରସଙ୍ଗ ରାଜନୀତି ?

ପୌର ନିର୍ବାଚନରେ ବିଜେଡ଼ି ଉପରେ ବିରୋଧୀଙ୍କ ପ୍ରସଙ୍ଗ ରାଜନୀତି କାମ ଦେବ ତ?

News Fuse। Congress’ BMC Candidate Madhusmita Acharya Begins Election Campaign
ମୁଁ ମେୟର ହେଲେ, ସକାଳୁ ଉଠିଲା ବେଳର ସମସ୍ୟାଟା ସୁଧାରିବି...

ମୁଁ ମେୟର ହେଲେ ସକାଳୁ ଉଠିଲେ ଯେଉଁ ସମସ୍ୟାଟା ହୁଏ ସେଇଟାକୁ ଆଗେ ଠିକ୍‌ କରିବି। ହେଲେ ସକାଳୁ ଆମର ଯାହା ହୁଏ ଇଏ କେମିତି ଜାଣିଲେ? ମେୟର ହେବା ପୂର୍ବରୁ ମ୍ୟାଡମ୍‌ ବୋଧହୁଏ ଥିଲେ ଡାକ୍ତର...ନା କଣ କହୁଛୁ ନାରଣ?

Election Campaign
ପ୍ରଚାରରେ ଯାଇ ହଟହଟା ନେତା

ପଞ୍ଚାୟତ ପ୍ରଚାରରେ ଯାଇ ହଟହଟା ନେତା I କେଉଁଠି ଗାଁ ମଝିରେ ତ କେଉଁଠି ରାତି ଅଧରେ ଘେରୁଛନ୍ତି ଜନତା I ରାଜ୍ୟର ବିଭିନ୍ନ ସ୍ଥାନରୁ ନିଇତି ଆସୁଛି ନୂଆ ନୂଆ ଚିତ୍ର I ପୂର୍ବ ପ୍ରତିଶ୍ରୁତି ପୂରଣ ନକରି ଭୋଟ୍ ମାଗିବାକୁ ଯାଇ ଆକ୍ରୋଶର ଶିକାର

 Election campaign continues to attract voters
ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର

ପଞ୍ଚାୟତ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ନିଆରା ପ୍ରଚାର । ଥାଳିରେ ପାନ, ଗୁଆ, ହଳଦୀ ରଖି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଭଲ ପ୍ରାର୍ଥୀ ଚୟନ ପାଇଁ ଶିକ୍ଷା ଦେଉଛନ୍ତି ସରପଞ୍ଚ ଆଶାୟୀ ।

panchayat poll
ମତାଦାତା ଭଗବାନଙ୍କୁ ମନାଇବାକୁ ପ୍ରୟାସ ! ହାତରେ ଛତା ଓ କେଟଲି ଧରି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ନିର୍ବାଚନ ଜିତିବାକୁ ଚାଲିଛି ଜୋରଦାର କ୍ୟାମ୍ପେନିଂ । ଭୋଟରଙ୍କୁ ମନାଇବାକୁ ପ୍ରାର୍ଥିଙ୍କ ପ୍ରୟାସ ଜୋରଦାର୍ ।

Locals Oppose BJD MLA
ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଧାୟକ ହଟହଟା, ଘେରିଗଲେ ଲୋକେ

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ବିଭିନ୍ନ ସ୍ଥାନରେ ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଲୋକେ ବିରୋଧ କରିଛନ୍ତି। ଶୁଭ ଦେଇ କାମ କରିବାକୁ ଭୁଲି ଯାଇଥିବାରୁ ବିଧାୟକଙ୍କୁ ପଞ୍ଚାୟତରେ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି।