କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଏନେଇ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ଦେଶର ୧୧ ରାଜ୍ୟରେ ମୋଟ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନିକଟରେ ହାତକୁ ଦିହାତ ହୋଇଛନ୍ତି ବଲିଉଡ଼ର ଷ୍ଟାର କପଲ୍ ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ରାଜସ୍ଥାନରେ ବିବାହ କରି ସାରିବା ପରେ ମୁମ୍ବାଇ ଫେରି ଆସିଛନ୍ତି ନବ ଦମ୍ପତ୍ତି ଭିକି-କ୍ୟାଟ୍ରିନା । ବର୍ତ୍ତମାନ ଦୁହେଁ ମୁମ୍ବାଇରେ ଖୁବ୍ ଶୀଘ୍ର ବଲିଉଡ ସେଲିବ୍ରିଟିଙ୍କୁ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆୟୋଜିତ କରିବାକୁ ଯାଉଛନ୍ତି ଭିକି-କ୍ୟାଟ୍ରିନା । କିନ୍ତୁ ଏହି ପାର୍ଟିରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ଆରଟିପିସିଆର ପରୀକ୍ଷା କରିବାକୁ ପଡ଼ିବ । ଏଥିସହ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବାକୁ ପଡ଼ିବ ।
ପୁଣି ବଢ଼ିଲା ସୁନା ଦର। MCXରେ ଆଜି ସୁନା ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୁନା ୧୧୧ଟଙ୍କା ବୃଦ୍ଧି ପାଇ ୪୮,୭୦୦ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଛି।
ପ୍ରତ୍ୟେକ ବର୍ଷ ୨୫ ଡିସେମ୍ବରରେ ସମସ୍ତେ ଏକତ୍ରିତ ହୋଇ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଖ୍ରୀଷ୍ଟମାସ ଦିବସ ଭାବରେ ପାଳନ କରିଥାନ୍ତି । ଖ୍ରୀଷ୍ଟମାସରେ ତିନୋଟି ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗ ଯୀଶୁଙ୍କ ରକ୍ତର ପ୍ରତୀକ ବୋଲି କୁହାଯାଏ । ଏହା ବ୍ୟତୀତ ଅନ୍ୟମାନଙ୍କ ପ୍ରତି ତାଙ୍କର ସର୍ତ୍ତବିହୀନ ପ୍ରେମ ପାଇଁ ଲାଲ ରଙ୍ଗର ବ୍ୟବହାର କରାଯାଇଥାଏ ।
ଦିନକୁ ଦିନ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଆଜି ନୂଆଦିଲ୍ଲୀରେ ୧୦ ନୂଆ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ । ବର୍ଷ ବର୍ଷ ଧରି ଭୁଟାନକୁ ଭାରତର ସମର୍ଥନ ଏବଂ କରୋନା ବିପତ୍ତି ବେଳେ ସାହାଯ୍ୟ ସହଯୋଗ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି ।
ଖ୍ରୀଷ୍ଟମାସ ପର୍ବ ପ୍ରତିବର୍ଷ ୨୫ ଡିସେମ୍ବରରେ ଦେଶ ତଥା ବିଶ୍ୱରେ ପାଳନ କରାଯାଏ । ଏହି ପର୍ବ ମୁଖ୍ୟତ ଖ୍ରୀଷ୍ଟିଆନ ଧର୍ମର ଅଟେ, କିନ୍ତୁ ପ୍ରାୟ ସମସ୍ତ ଧର୍ମର ଲୋକ ଏହି ପର୍ବ ପାଳନ କରନ୍ତି । ଏହି ପର୍ବ ଖ୍ରୀଷ୍ଟିୟାନ ମାନଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ପ୍ରତିବର୍ଷ ଖ୍ରୀଷ୍ଟମାସ ୨୫ ଡିସେମ୍ବରରେ ପାଳନ କରାଯାଏ କିନ୍ତୁ କଣ ଆପଣ ଜାଣନ୍ତି ଦୁନିଆରେ ଏମିତି ଅନେକ ସ୍ଥାନ ବା ଦେଶ ରହିଛି ଯେଉଁଠି ଖ୍ରୀଷ୍ଟମାସ ୨୫ ଡିସେମ୍ବର ନୁହେଁ ବରଂ ଜାନୁୟାରୀ ୭ରେ ପାଳନ କରାଯାଏ । ହେଲେ କାହିଁକି, କଣ ରହିଛି ଏହା ପଛର କାରଣ ?
ମହାମାରୀ କରୋନା ପାଇଁ ମିସ୍ ୱାର୍ଲ୍ଡ ୨୦୨୧(Miss World 2021) ପ୍ରତିଯୋଗିତାକୁ ସ୍ଥଗିତ କରାଯାଇଛି। ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।
ଆଉ ବାପାମା’ଙ୍କୁ ହଇରାଣ ହେବାକୁ ପଡ଼ିବ ନାହିଁ । ଜନ୍ମ ସମୟରେ ହସ୍ପିଟାଲରେ ନବଜାତକଙ୍କୁ ମିଳଯିବ ଆଧାର ନମ୍ବର ।
କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଆଉ ସେହି ସମୟରେ ବିବାଦୀୟ ବୟାନ୍ ଦେଇଛନ୍ତି କଂଗ୍ରେସ ବିଧାୟକ ।
କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ୍ ଯାହାକୁ ଭଗବାନ ରଖିବେ, ତାର କିଏ ବା କ’ଣ କରିପାରେ। ୧୫ ଫୁଟ୍ ବୋର୍ୱେଲ୍ ଗାତରୁ ଜଣେ ଶିଶୁ କନ୍ୟାକୁ ସୁରକ୍ଷିତ ଭାରବେ ଉଦ୍ଧାର କରାଯାଇଛି।
ସୁପର ଷ୍ଟାଇଲ୍, ସାନଦାର ଆକ୍ସନ ସହ ବଡ଼ ପରଦାରେ ରିଲିଜ୍ ହୋଇଛି ଷ୍ଟାଇଲିଶ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’। ଚନ୍ଦନ କାଠ ଚୋରି ଓ ଏହା ପଛରେ ଥିବା ସ୍ମଗଲରଙ୍କ କ୍ରାଇମ୍କୁ ନେଇ ଫିଲ୍ମ ‘ପୁଷ୍ପା’ର କାହାଣୀ ଆଧାରିତ।
ଯେତେବେଳେ ମା’ଙ୍କୁ ଡେଟିଂ କରିବାକୁ ଯିବାକୁ ପଡେ ସେ ତାଙ୍କ ଝିଅ ସହିତ ଯାଆନ୍ତି ଏବଂ ସେମାନେ ଏହାର ଡବଲ ଫାଇଦା ନିଅନ୍ତି। ମା-ଝିଅ ନିଜ ନିଜ ପାର୍ଟନରଙ୍କ ସହିତ ଫିଲ୍ମ ଦେଖନ୍ତି, ଭ୍ରମଣ କରନ୍ତି ଏକାଠି ମଜ୍ଜାମସ୍ତି ବି କରନ୍ତି।
ଲିଭରରେ ପିଲା ବଢିବା କଥା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏମିତି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି।
ବେଳେବେଳେ ପଶୁମାନେ ବି ଏମିତି କାମ କରନ୍ତି ଯାହା ମଣିଷଠାରୁ ବି ଆଶା କରାଯାଏ ନାହିଁ। ଏମାନେ ଅନେକ ସମୟରେ ମୂଲ୍ୟବାନ ଜୀବନକୁ ବି ବଞ୍ଚେଇ ଦିଅନ୍ତି। ସେମାନଙ୍କ ଏଭଳି କାମ ତାଙ୍କୁ ପଶୁଠାରୁ ଉର୍ଦ୍ଧ୍ୱକୁ ନେଇଯାଏ।
ସରକାରଙ୍କ ନୂଆ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୋନାଲି । ସେ କହିଛନ୍ତି, ତାଙ୍କ ପାଇଁ ନହେଲା ନାଇଁ, ଅନ୍ୟ ଝିଅମାନେ ଏବେ ଆଗକୁ ବଢିପାରିବେ । ଏ କଥା କହିଛନ୍ତି ସୁପ୍ରିୟା ସୁନା ।
ନ୍ୟୁଜ୍ ଏଜେନ୍ସି ଆଇଏନ୍ଏସ୍କୁ ସେ କହିଛନ୍ତି, ଦ୍ୱିତୀୟ ଲହରରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ହୋଇଯାଇଥିଲା । ସେତେବେଳେ ଟୀକାକରଣ ସଂଖ୍ୟା ମଧ୍ୟ ଖୁବ୍ କମ୍ ଥିଲା । ଯାହା ଫଳରେ ଆମ ଭିତରୁ ଅନେକ ଲୋକ ଭାଇରସ୍ ଦ୍ୱାରା ସଂକ୍ରମିତ ମଧ୍ୟ ହୋଇଥିଲେ ।
ପୋଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଘଟଣାସ୍ଥଳରେ ହିଁ ଏଲ୍ କୁମାରଙ୍କ ମୃତ୍ୟୁ ଘଟିଛି । ଏଲ୍ କୁମାର ତ୍ରିଚିର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସବୁଠାରୁ ବଡ଼ କଥା ହେଲା ଗାନ୍ଧୀ ପରିବାରର ନେତାଙ୍କ ସହ ଜେନେରାଲ ବିପିନ ରାୱତଙ୍କ ବଡ଼ ବଡ଼ କଟ-ଆଉଟ ଏହି ସମାବେଶ ସ୍ଥଳରେ ଲଗାଯାଇଛି ।
ଭାଇରାଲ ହେଉଥିବା ଏହି ଭିଡିଓରେ କନ୍ୟାଟି ବର ଆଗରେ ଅଶ୍ଳୀଳ ଭାବେ ନାଚୁଥିବାର ନଜର ଆସୁଛି। କନ୍ୟା ଯେତେବେଳେ ବର ସାମ୍ନାରେ ନାଚୁଥିଲେ ସେତେବେଳେ ଅତିଥିମାନେ ମଧ୍ୟ ଏହାକୁ ଦେଖୁଥିଲେ। କିନ୍ତୁ ସୋସିଆଲ୍ ମିଡିଆରେ କନ୍ୟାକୁ ନିନ୍ଦା କରାଯାଇଛି।
୨୦୨୨ରେ ବଡ ବଜେଟ୍ ଓ ଆଗଧାଡିର ତାରକାଙ୍କୁ ନେଇ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ତେବେ IMDB ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି।
ମିସ୍ ୟୁନିଭର୍ସ ଟାଇଟଲ ହାତେଇବାରେ ୩ୟ ଭାରତୀୟ ଭାବେ ହରନାଜ୍ ସାନ୍ଧୁ ଏବେ ଖୁବ୍ ଚର୍ଚ୍ଚାରେ। ଆଜିଯାଏ ଆନ୍ତର୍ଜାତୀୟ ସୁନ୍ଦରୀ କ୍ଷେତ୍ରରେ ୧୦ଜଣ ଭାରତୀୟ ଭାରତର ନାମକୁ ଚମକେଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।
ବେସ୍ ରେଟ୍ ବୃଦ୍ଧି ଯୋଗୁଁ ସୁଧ ହାର ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହେବ । ଫଳରେ ଋଣ ନେଇଥିବା ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡିବ । ବ୍ୟାଙ୍କର ଏହି ପଦକ୍ଷେପ ସହିତ ହୋମ୍ ଲୋନ୍ , ଅଟୋ ଲୋନ୍, ବିଜିନେସ୍ ଲୋନ୍ ଏବଂ ବ୍ୟକ୍ତିଗତ ଋଣର ହାର ବୃଦ୍ଧି ପାଇବ ।
୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଲେ । ହେଲେ ଶୀନା ବୋରା ବଞ୍ଚିଥିବା କହୁଛନ୍ତି ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ସିବିଆଇକୁ ଏକ ଚିଠିରେ ଲେଖି କହୁଛନ୍ତି, ଶୀନା ବୋରା ବଞ୍ଚିଛି।
ପ୍ରାୟ ଏକ ସପ୍ତାହ ପୂର୍ବରୁ ଆପଲ୍ କମ୍ପାନୀ କର୍ମଚାରୀମାନଙ୍କୁ ଫେବୃଆରୀ ସୁଦ୍ଧା ଅଫିସ୍ ଫେରିବାକୁ କହିଥିଲେ । ବର୍ତ୍ତମାନ ପୁଣି ଥରେ ଏହି ସମୟସୀମା ବୃଦ୍ଧି କରାଯାଇଛି ॥ କମ୍ପାନୀ ନ ଖୋଲିବା ସମ୍ପର୍କରେ ସିଇଓ ଟିମ୍ ଏକ ଇ-ମେଲ୍ କରିଛନ୍ତି ।