ପ୍ରେମ ପବିତ୍ର। ଏହା ଦେଖେ ନାହିଁ ଜାତି-ଅଜାତି କି ବୟସର ତାରତମ୍ୟ। ପ୍ରେମର ଏମିତି ଏକ ଉଦାରଣ ଏବେ ସାମ୍ନାକୁ ଆସିଛି, ଯେଉଁଠି ଜଣେ ତରୁରୀ ତାଙ୍କ ବାପା ବୟସର ପୁରୁଷଙ୍କୁ ପତି ଭାବେ ଗ୍ରହଣ କରିଛନ୍ତି।
ଯେଉଁ ବୟସ ଖେଳକୁଦ ଆଉ ମଜାମସ୍ତି କରିବାର ସେହି ବୟସରେ କୋଟି କୋଟି ରୋଜଗାର କରିବାର ଚିନ୍ତା। ମାତ୍ର ୭ ବର୍ଷ ବୟସରେ ସେ ଆରମ୍ଭ କରିଛନ୍ତି ନିଜର ବ୍ୟବସାୟ ଆଉ ବନିଯାଇଛନ୍ତି କୋଟି କୋଟି ଟଙ୍କାର ମାଲିକ।
ନିଜର ଇଛାଶକ୍ତି ହିଁ ସମ୍ମାନର ଶିଖରକୁ ନେଇଯାଇଥାଏ ଆଉ ଦୁନିଆରେ ଏକ ବିଶେଷ ପରିଚୟ ଦେଇଥାଏ। ଏଥିରେ ନା ଦରକାର ହୁଏ କୌଣସି ପଦ ନା ବୟସ। ବର୍ତ୍ତମାନ ଏଭଳି କରି ଦେଖେଇଛନ୍ତି ଜୋତ୍ସନା ରେଡ୍ଡୀ। ବୟସ ଖୁବ କମ ହେଲେ ବି ସେ ଜାତୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।
ମା ହେବା ଏକ ସୌଭାଗ୍ୟର କଥା। ବର୍ତ୍ତମାନ ଏମିତି ଜଣେ ମା ସାମ୍ନାକୁ ଆସିଛନ୍ତି ଯିଏ ୮ଥର ମା’ ହେବାର ସୌଭାଗ୍ୟ ପାଇସାରିଛନ୍ତି ଆଉ ସେ ପୁଣି ଥରେ ୯ମ ମାତୃତ୍ୱର ସ୍ୱାଦ ଚାଖିବାକୁ ଯାଉଛନ୍ତି।
କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ପାଇଁ ଅଂଟା ଭିଡିଛି ଭାରତ ବାୟୋଟେକ୍। ଇଂଟ୍ରା ନାଜାଲ୍ ବା ନାକରେ ଦିଆଯିବାକୁ ଥିବା ଏହି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ ତଥ୍ୟ ଡିସିଜିଆଇକୁ ଦିଆଯାଇଛି
ହିମାଚଳ ପ୍ରଦେଶରେ ଶୀତ ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳେ ରହିଛି । ଶୀତ ଲହରୀ ରହିବା ଯୋଗୁଁ, ପାଣି ଝରଗୁଡ଼ିକ ବରଫରେ ପରିଣତ ହେଲାଣି ।
ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜ ମାଇକ୍ରୋ ବିୟୋଲୋଜିର ପ୍ରଫେସର ଡକ୍ଟର କାଙ୍ଗ କହିଛନ୍ତି ଯେ, ଭାରତର ପୁଣେସ୍ଥିତ ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଦ୍ୱାରା mRNA ପ୍ଲାଟଫର୍ମ ଭିତ୍ତିକ ଟିକାକୁ ମଧ୍ୟ ଅପେକ୍ଷା କରିପାରିବା ।
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ବ୍ୟାଙ୍କ ଅଫ ବରୋଦା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ବରୋଦାରେ ଖାଲି ପଡିଛି ପଦବୀ । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ମାନେ ଜଲଦି କରନ୍ତୁ ଆବେଦନ ।
ପୁଣି ବଢିଲା ସୁନା ଦର। ଭାରତୀୟ ବଜାରରେ ସୁନା ଦର ୪୧୦ ଟଙ୍କା ବୃଦ୍ଧି ପାଇଛି । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ୪୪, ୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮, ୭୯୦ ଟଙ୍କା ରହିଛି । ସେହିପରି ଆଜି ରୁପାର ମୂଲ୍ୟ ମଧ୍ୟ କମ୍ ରହିଛି। ରୁପା କିଲୋଗ୍ରାମ ପ୍ରତି ୬୨,୨୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ଯେତେବେଳେ ୯୦ ଦଶକରେ ନୀତିନ ଗଡକରୀ ରାଜ୍ୟ ମନ୍ତ୍ରୀ ଥିଲେ, ସେତେବେଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ପାଇଁ ରିଲାଏନ୍ସ କମ୍ପାନୀର ଏକ ଟେଣ୍ଡର ତାଙ୍କ ପାଖକୁ ଆସିଥିଲା ।
ଶାସ୍ତ୍ରରେ କିଛି ଏଭଳି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଆମେ ବିନା ପଇସାରେ ଅନ୍ୟଠାରୁ ନେଉ ତେବେ ଆମ ଜୀବନରେ ଧନ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିନା ପଇସାରେ ବା ମାଗଣାରେ ଏପରି କିଛି ଜିନିଷ ଆଣନ୍ତୁ ନାହିଁ ଯାହା ଆପଣଙ୍କୁ ଅସୁବିଧାରେ ପକାଇଥାଏ
ସ୍ୱିଜରଲ୍ୟାଣ୍ଡରେ ରହିଛି ଦୁନିଆର ସବୁଠାରୁ ଲମ୍ବା ଓ ଗଭୀର ସୁଡଙ୍ଗ । ଯାହାର ନିର୍ମାଣକୁ ୨୦ ବର୍ଷ ସମୟ ଲାଗିଥିଲା । ୫୭ କିଲୋମିଟର ଏହି ଲମ୍ବା ସୁରଙ୍ଗର ନାମ ଗୋଟହାର୍ଡ । ଯାହା ୟୁରୋପକୁ ହାଇସ୍ପିଡ୍ ରେଳ ସେବା ସହ ଯୋଡିଥାଏ । ତେବେ ଚାଲନ୍ତୁ ଏହି ସୁଡଙ୍ଗ ବିଷୟରେ…
ମଡେଲିଂର ଯାକଜମକ ଓ ଷ୍ଟାରଡଷ୍ଟ ଦୁନିଆକୁ ଛାଡି ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମୁମ୍ବାଇର ସୁପର ମଡେଲ ଅଏଶ୍ରା ପଟେଲ୍। ଗୁଜୁରାଟର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ନିଜ ଜନ୍ମମାଟି ଛୋଟା ଉଦପୁରର ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଏହି ରାଲିଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ଭବ୍ୟ ରାଲି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେବ ।
ନୂଆ ଆଇନ ଅନୁସାରେ ଯେଉଁ କର୍ମଚାରୀମାନେ ସପ୍ତାହକୁ ୧୨ ଘଂଟା କାମ କରିବେ ସେମାନଙ୍କୁ ସପ୍ତାହକୁ ୩ ଦିନର ଛୁଟି ମିଳିବ। କିନ୍ତୁ ଯେଉଁମାନେ ଦୈନିକ ୮ ଘଂଟା କାମ କରୁଥିବେ ସେମାନେ ପ୍ରତି ସପ୍ତାହରେ ଗୋଟିଏ ଦିନ ଅର୍ଥାତ୍ ମାସକୁ ୪ କିମ୍ବା ୫ ଟି ଛୁଟି ପାଇବେ ବୋଲି କୁହାଯାଇଛି
ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ଦେଖେଇଲା ତା’ର ମହତପଣିଆ। ସେହି ପିଲାମାନଙ୍କ ମୁହଁରେ ହସ ଭରିଲା ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ବିଚ୍ଛିନ୍ନ ହୋଇ ଅଛନ୍ତି। ବିଷାଦରେ ରହୁଥିବା ଏହି ପିଲାଙ୍କୁ ଖୁସି କରିଛି ସାଣ୍ଟା।
ସିନେପ୍ରେମୀଙ୍କୁ ମନୋରଂଜନ କରିବ ନୂଆବର୍ଷ। ବଡ ପରଦାରେ ରିଲିଜ୍ ହେବ ଆଗଧାଡିର ତାରକାଙ୍କୁ ନେଇ ଅନେକ ବଡ ଫିଲ୍ମ। ତେବେ ଜାଣି ରଖନ୍ତୁ କେଉଁ ତାରିଖରେ ରିଲିଜ୍ ହେବ କେଉଁ ଫିଲ୍ମ।
ଫିଲ୍ମ ଥିଲା ‘ସଡକ୍’। ଦୃଶ୍ୟ ଥିଲା ଚୁମ୍ବନ। ପୂଜା ଭଟ୍ଟ ଡରୁଥିଲେ ସଂଜୟ ଦତ୍ତଙ୍କୁ ଚୁମ୍ବନ ଦେବାକୁ। ବାପା ମହେଶ ଭଟ୍ଟ ଦେଲେ ଏମିତି ଉପଦେଶ ବଦଳିଗଲା ପୂଜାଙ୍କ ମନ। ତେବେ ସେ ଉପଦେଶ କ’ଣ ଥିଲା ଜାଣିବାକୁ ପଢନ୍ତୁ…
ଅନେକ ରେଳଧାରଣା ବା ରେଲୱେ ଟ୍ରାକ୍ ରହିଛି, ଯେଉଁ ଟ୍ରାକରେ ଯିବା ସମୟରେ ଯାତ୍ରୀଙ୍କ ଛାତିରେ ଛନକା ପଶିଯାଏ । ଏହି ରେଲୱେ ଟ୍ରାକରେ ଯିବା ସମୟରେ ଲୋକମାନେ ଈଶ୍ୱରଙ୍କୁ ନିଜ ସୁରକ୍ଷା ପାଇଁ ପ୍ରାର୍ଥନା ମଧ୍ୟ କରିଥାଆନ୍ତି । ଆଉ ଏଭଳି ରେଲୱେ ଟ୍ରାକ୍ ବା ରେଳ ଧାରଣା ଦେଖିଲେ ଆଶ୍ଚର୍ଯ୍ୟର କୌଣସି ସୀମା ରହେ ନାହିଁ । ସେହିଭଳି ଏକ ଟ୍ରାକ୍ ହେଉଛି 'ଡେଭିଲ ନୋଜ୍' ବା 'ସୈତାନର ନାକ' । ବଡ ବିଚିତ୍ର ନାଁ । ତେବେ ଚାଲନ୍ତୁ ଜାଣିବା ଏହା ପଛର ରହସ୍ୟ…
ଓମିକ୍ରନ ବିରୁଦ୍ଧରେ କରୋନା ଟିକା ପ୍ରଭାବଶାଳୀ ନଥିବାର ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି । ହେଲେ ଆଶ୍ୱସ୍ତିକର ଖବର ଏହା କି ଟିକା ନେଇଥିବା ବ୍ୟକ୍ତିମାନେ ଓମିକ୍ରନ ସଂକ୍ରମିତ ହେବା ପରେ ଅଧିକ ଗୁରୁତର ଅସୁସ୍ଥ ହେଉନାହାଁନ୍ତି ।
ପାହାଡ଼ରେ ତୁଷାରପାତ ହେତୁ ଉତ୍ତର ଭାରତର ଅନେକ ସହରରେ ଶୀତଳ ପ୍ରକୋପ। ଏହି କାରଣରୁ ଦିଲ୍ଲୀ ସମେତ ଅନେକ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଡିସେମ୍ବର ୨୧ପର୍ଯ୍ୟନ୍ତ ଉତ୍ତର ଭାରତର ଅନେକ ସହରରେ ଥଣ୍ଡା ଆହୁରି ଥରାଇବ ବୋଲି ପାଣିପାଗ ବିଭାଗ କହିଛି ।
ମୋଦି ସରକାର ବିବାହର ସର୍ବନିମ୍ନ ବୟସ ବୃଦ୍ଧି ପାଇଁ ଶୀତକାଳୀନ ଅଧିବେଶନର ଶେଷରେ ସଂସଦରେ ବିଧେୟକ ଆଣିବାକୁ ଯାଉଛନ୍ତି । ବିବାହ ପାଇଁ ମହିଳାଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ କରିବାକୁ ସନ୍ଦିଗ୍ଧ ଏବଂ ରାଜନୀତି ପ୍ରେରିତ ବୋଲି କହିଛନ୍ତି କଂଗ୍ରେସ ନେତା
ଟ୍ରେନ ବଗି ପାଲଟିଲା ଅପରେସନ ଥିଏଟର ଓ ଜନ୍ମହେଲେ ଶିଶୁ କନ୍ୟା | ମୁମ୍ବାଇରୁ ବିହାରର ମୁଜାଫରପୁର ଅଭିମୁଖେ ଯାତ୍ରା କରୁଥିବା ଲୋକମାନ୍ୟ ତିଲକ ଏକ୍ସପ୍ରେସ ଟ୍ରେନରେ ଜଣେ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି
ପାନାମା ପେପର୍ସ ଲିକ୍ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି।