ଏହି ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ଏହି ସପ୍ତାହରେ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଆର୍ଥିକ ସ୍ଥିତି ଓ ବୃତ୍ତିଗତ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ବିଶ୍ୱରେ ଦିନକୁ ଦିନ ଚିନ୍ତା ବଢାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଭାରତରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଉପରେ ବିଶ୍ୱର ପ୍ରଥମ ଦେଶ ଭାବେ ଓମିକ୍ରନ ସଂକ୍ରମଣ ରୋକିବାକୁ ଲକ୍ଡାଉନ୍ କରିଛି ନେଦରଲ୍ୟାଣ୍ଡସ୍ ।
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୨୦ ତାରିଖ, ସୋମବାର, ଧନୁ ୫ ଦିନ, କୃଷ୍ଣପକ୍ଷ ,ପ୍ରତିପଦା ତିଥି , ଆଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି , ଜାଣନ୍ତୁ କଣ ରହିଛି ଆପଣଙ୍କ ରାଶିରେ....
ନିଜ ପୁଅର ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ଚାହୁଥିଲେ ବାପା। ଏନେଇ ପୁଅ ପାଇଁ ଚନ୍ଦ୍ରରେ କିଣିଲେ ଜାଗା। ଚନ୍ଦ୍ରପୃଷ୍ଠରେ ଏକ ଏକର ଜାଗା କିଣି ନିଜ ପୁଅର ଜନ୍ମଦିନରେ ଉପହାର ଦେଇ ପରିବାରକୁ ଆଶ୍ଚର୍ଯ୍ୟ କରିଛନ୍ତି।
ସେ ହେଉଛନ୍ତି ଆଧୁନିକ ଯୁଗର ଆଦିମମଣିଷ। ଶିକ୍ଷକତା କରନ୍ତି ସତ କିନ୍ତୁ ବଣରେ ରୁହନ୍ତି ଆଉ ପଶୁପକ୍ଷୀ ଶିକାର କରିଖାଆନ୍ତି। ଖାଲି ଏତିକି ନୁହେଁ ଚମଡାରେ ତିଆରି କରନ୍ତି ପୋଷାକ ଆଉ ହାଡରେ ହାତ ହତିଆର।
ସବୁ ମହିଳାମାନେ ଚାହାନ୍ତି ଏକ ସୁନ୍ଦର ଯୁବକଙ୍କୁ ବିବାହ କରିବାକୁ। ଖାଲି ସୁନ୍ଦର ନୁହେଁ ଯିଏ ତା’ ମନ କଥା ବୁଝୁଥିବ, ତା’ ଭାବନାକୁ ଅନୁଭବ କରୁଥିବ ଆଉ ତା’ର ସବୁ ଇଛା ପୂରଣ କରୁଥିବ। ତେବେ ଜଣେ କ’ଣ ଏକ ଗଛକୁ ବିବାହ କରି ଏହିସବୁ ପାଇପାରିବ। କିନ୍ତୁ ଜଣେ ମହିଳା ଏକ ଗଛକୁ ବାହାହୋଇ ସବୁକିଛି ପାଇଥିବା କହିଛନ୍ତି।
ଡିସେମ୍ବର ୨୫ ବା ଏହାର ଆଖପାଖ ସମୟରୁ ଦିନର ଦୈର୍ଘ୍ୟ ସାମାନ୍ୟ ବଢ଼ିବାକୁ ଲାଗେ । ଭାରତରେ ପ୍ରାଚୀନ କାଳରୁ ରହି ଆସିଥିବା ହିନ୍ଦୁ ବା ଅନ୍ୟ ଧର୍ମାବଲମ୍ବୀ ଲୋକେ ଏହି ସମୟର ମହତ୍ତ୍ୱକୁ ଅଣଦେଖା କରିବା ସମ୍ଭବ ନ ଥିଲା। ତେଣୁ ହିନ୍ଦୁ ଲୋକେ ସହଜରେ ଏହି ପର୍ବକୁ ସ୍ୱୀକାର କରନ୍ତୁ ବୋଲି ଏହାର ନାମ ‘’ବଡ଼ଦିନ’’ ବୋଲି ପ୍ରଚଳନ ହେବାର ଅନୁମାନ କରାଯାଏ।
ବିଦେଶରୁ ରାଜ୍ୟକୁ ଫେରି କୋଭିଡ୍ ପଜିଟିଭ ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନମୁନାର ଜେନମ୍ ସିକ୍ୱେନ୍ସିଂ ରିପୋର୍ଟରେ ଓମିକ୍ରନ୍ ନେଗେଟିଭ୍ ରହିଛି । ବଳକା ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
୨୪ ଘଣ୍ଟା ନପୂରୁଣୁ ପଞ୍ଜାବରେ ଆଉ ଏକ ଅଘଟଣ । ପଞ୍ଜାବ କପୁରଥାଲା ନିଜାମପୁର ଗାଁର ଗୁରୁଦ୍ୱାରରେ ଘଟିଛି ଘଟଣା । ଆଜି ଭୋରରୁ ଜଣେ ଯୁବକ ଗୁରୁଦ୍ୱାରରେ ଲାଗିଥିବା ନିଶାନ ସାହିବ୍ ଅର୍ଥାତ ପବିତ୍ର ପତାକାକୁ ଅସମ୍ମାନ ପ୍ରଦର୍ଶନ କରିଥିଲା ।
ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? SBI (ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲି ପଡିଛି ୧୨୨୬ରୁ ଅଧିକ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଅନ୍ ଲାଇନରେ ଆବେଦନ କରିପାରିବେ ।
ଅଢେଇ କୋଟି ବର୍ଷ ପୁରୁଣା ହ୍ରଦ । ଏହାର ନାଁ କରାକୁଲ୍ ହ୍ରଦ । ହେଲେ ସାଧାରଣ ଭାବେ ଏହାକୁ କୁହାଯାଏ ମୃତ ହ୍ରଦ । ତେବେ କଣ ଏହି ମୃତ ହ୍ରଦ ଆଉ କାହିଁକି ଏହା ଏତେ ଖାସ୍ ଚାଲନ୍ତୁ ଜାଣିବା
ମହଙ୍ଗା ପଡିଲା ଅନ୍ଲାଇନ୍ ଗେମ୍ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଯୁବକ ଜଣକ ଅନ୍ଲାଇନ୍ ଗେମ୍ ଖେଇ ଆକାଉଣ୍ଟରୁ ସବୁ ପଇସା ଖର୍ଚ୍ଚ କରି ଘରୁ କୁଆଡେ ପାଳାଇଛନ୍ତି ।
ବୟସ ହେଲାଣି ୭୦। ତଥାପି ସରିନି ପରିଶ୍ରମ ନିଜର ଔଷଧ ଖର୍ଚ୍ଚ ଉଠେଇବା ନେଇ ରାସ୍ତାରେ ବିକ୍ରି କରୁଛନ୍ତି ପୋହା, ଘୁଗୁନି ଓ ଚୁଡାଭଜା। ଏହି ଭିଡିଓ ଦେଖିଲେ ଆପଣଙ୍କ ହୃଦୟ ବି ତରଳିଯିବ।
ଖୋଲିବାରେ ଲାଗିଛି ସୁକେଶ ଚନ୍ଦ୍ରଶେଖରଙ୍କ ଠକେଇ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ଖାଲି ୨୦୦ କୋଟି ଠକେଇ ନୁହେଁ ସୁକେଶଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଏପରି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ଯାହା ତଦନ୍ତକାରୀ ସଂସ୍ଥା ଇଡିର ହୋସ୍ ଉଡ଼ାଇ ଦେଇଛି ।
ଅନୁପମ ଖେର୍ ଅନେକ ସମୟରେ ସୋସିଆଲ୍ ମିଡିଆରେ ଏମିତି ସବୁ ପୋଷ୍ଟ୍ କରନ୍ତି ଯାହା ସମସ୍ତଙ୍କ ମନ କିଣିଥାଏ। ବର୍ତ୍ତମାନ ସେ ଜଣେ ଆଟୋବାଲାକୁ ନେଇ ଏମିତି ଏକ ଭିଡିଓ ଶେୟାର କରିଛନି ଯାହା ବେଶ ଭାଇରାଲ୍ ହେବାରେ ଲାଗିଛି।
୧୨ ଘଣ୍ଟା ମଧ୍ୟରେ କେରଳର ଦୁଇ ରାଜନୈତିକ ନେତାଙ୍କୁ ହତ୍ୟା । ଘରେ ପଶି ନେତାଙ୍କୁ ଦୁର୍ବୃତ୍ତ ହାଣିଥିବାର ଖବର ଶୁଣିବାକୁ ମିଳିଛି । ଏନେଇ କେରଳର ଅଲପୁଜ୍ଜା ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି ।
ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନ୍ନାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା: ଦି ରାଇଜ୍' ପ୍ରେକ୍ଷାଳୟରେ କମାଲ କରୁଛି। ରିଲିଜ୍ ହେବାର ମାତ୍ର ଦୁଇ ଦିନରେ ଏହା ୧୦୦ କୋଟି ରୋଜଗାର କରିସାରିଲାଣି।
ଧାର୍ମିକ ବିଶ୍ୱାସ ଅନୁଯାୟୀ ଶନିବାରରେ ଭଗବାନ ଶନି ଦେବଙ୍କୁ ପୂଜା କରାଯାଇଥାଏ । ସାଧାରଣତଃ ଘରେ ସବୁ କାର୍ଯ୍ୟ ଠିକ୍ କରି ମଧ୍ୟ ବିଭିନ୍ନ ସମସ୍ୟା ଉପୁଜିଥାଏ । ବାସ୍ତୁଶାସ୍ତ୍ର ବା ଜୌତିଷ ଶାସ୍ତ୍ର ଅନୁସାରେ ଏହାକୁ ଶନିଙ୍କ କୋପ ବା ଶନି ଦୋଷ ଲାଗିଥାଏ ବୋଲି ବିବେଚନା କରାଯାଏ । ଯେତେବେଳେ ଶନି ଅଧିକ ଅଶୁଭ ଫଳ ପ୍ରଦାନ କରନ୍ତି ସେହି ସମୟରେ କାଳଭୈରବଙ୍କ ପୂଜା କରିବା ଆବଶ୍ୟକ l ଶାସ୍ତ୍ର ଅନୁସାରେ ଶନିଦେବ ଶିବଙ୍କ ପୂଜାରେ ମଧ୍ୟ ଶାନ୍ତ ହୋଇ ଥାନ୍ତି ।
ଖୁବ୍ କମ୍ ବୟସର ଲୋକଙ୍କ ହୃଦ୍ଘାତରେ ମୃତ୍ୟୁ ଘଟୁଛି । ବର୍ତ୍ତମାନ ହୃଦ୍ଘାତ ଏକ ଏମିତି ରୋଗ ପାଲଟିଲାଣି ଯେ, କେତେବେଳେ କାହାର ଜୀବନ ନେଇଯିବ କିଛି ପୂର୍ବାନୁମାନ କରିହେବନାହିଁ । ତେବେ ଆପଣ ଜାଣନ୍ତି କିଁ ଏତେ କମ୍ ବୟସର ଲୋକମାନେ କାହିଁକି ହୃଦ୍ଘାତର ଶିକାର ହେଉଛନ୍ତି ?
ତ୍ତରପ୍ରଦେଶର ଫିରୋଜାବାଦରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ମିଳୁଥିବା ଟଙ୍କା ପାଇଁ ନିଜ ଭଉଣୀକୁ ବିବାହ କରିଛନ୍ତି ଜଣେ ବ୍ୟକ୍ତି ।
ମାଙ୍କଡ଼ ଓ କୁକୁରଙ୍କ ଖୁନୀ ଖେଳ । ତିନି ମାସ ପୂର୍ବରୁ କୁକୁର ପଲ ଏକ ମାଙ୍କଡ଼ ଛୁଆକୁ ମାରିଦେଇଥିଲେ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଖୋଜି ଖୋଜି କୁକୁର ଛୁଆଙ୍କୁ ମାରୁଛନ୍ତି ମାଙ୍କଡ଼ ପଲ ।
ଗତକାଲି ୟୁକେରେ ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ । ଏହାପରେ ମେଜର ଇନସିଡେଂଟ୍ ଘୋଷଣା କରିଛି ଲଣ୍ଡନ ।
ଯଦି ଆପଣଙ୍କର ଚର୍ମ ସମସ୍ୟା ଅଛି କିମ୍ବା ସକାଳୁ ଉଠିବା ପରେ ପେଟ ସଫା ହେଉନାହିଁ, ତେବେ ଆପଣ ନିଶ୍ଚିତ ଭାବରେ ଆଲୋଭେରା ଜୁସ୍ ପିଇବା ଉଚିତ୍ । ଏହା କେବଳ ସ୍କିନ୍ ଗ୍ଲୋଇଙ୍ଗ କରିନଥାଏ ବରଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।
ଦୁର୍ଘଟଣା କେତେବେଳେ ଆସିବ ତାହାର କୌଣସି ଠିକ୍ ଠିକଣା ନଥାଏ। ଏକଥା ପୂରା ସତ। ଆଉ ଠିକ୍ ଏପରି ଏକ ଘଟଣା ରାଜଧାନୀରେ ଘଟିଛି। ରାସ୍ତାରେ ଯାଉଥିବା ଅଟୋ ଉପରେ ଏକ କଣ୍ଟେନର ପଡ଼ିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି।
ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଗୁଆଲିୟରରେ ଏକ ସରକାରୀ ବିଦ୍ୟାଳୟର ଶୌଚାଳୟ ସଫା କରି ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି