ପ୍ରାୟ ଏକ ସପ୍ତାହ ପୂର୍ବରୁ ଆପଲ୍ କମ୍ପାନୀ କର୍ମଚାରୀମାନଙ୍କୁ ଫେବୃଆରୀ ସୁଦ୍ଧା ଅଫିସ୍ ଫେରିବାକୁ କହିଥିଲେ । ବର୍ତ୍ତମାନ ପୁଣି ଥରେ ଏହି ସମୟସୀମା ବୃଦ୍ଧି କରାଯାଇଛି ॥ କମ୍ପାନୀ ନ ଖୋଲିବା ସମ୍ପର୍କରେ ସିଇଓ ଟିମ୍ ଏକ ଇ-ମେଲ୍ କରିଛନ୍ତି ।