କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି ।
ଆଶ୍ଚର୍ଯ୍ୟ ହେଲେ ବି ସତ । ଗୋଟିଏ ଦିନରେ ୧୦ ଥର କରୋନା ଭ୍ୟାକ୍ସିନ୍ ନେଲେ ଯୁବକ ।
ଆମେରିକାର କେଣ୍ଟୁକିରେ ଭୟଙ୍କର ଟର୍ଣ୍ଣାଡ଼ୋ । ଏଥିରେ ପ୍ରାୟ ୭୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ମାଡ ଖାଇ ଲୋକଙ୍କୁ କରୁଛନ୍ତି ଚାପମୁକ୍ତ। ଏନେଇ ସେ କରୁ ନାହାନ୍ତି କୌଣସି ପ୍ରତିବାଦ। ଏପରି କରି ସେ ମଧ୍ୟ ବେଶ ଭଲ ରୋଜଗାର କରିପାରୁଛନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କଲେ ହ୍ୟାକର୍ସ । ରବିବାର (ଡିସେମ୍ବର ୧୨) ପାହାନ୍ତା ୨.୧୧ ସମୟରେ @narendramodi ରୁ ଏକ ଆପତ୍ତିଜନକ ଟ୍ୱିଟ୍ କରିଛନ୍ତି ହ୍ୟାକର୍ସ ।
ପ୍ରେମ ମାନେ ନାହିଁ ରୂପ-ରଙ୍ଗ କି ବୟସ। ମନରେ ପ୍ରେମ ଜାଗିଲେ କମ ବୟସର ବ୍ୟକ୍ତି ବି ବୃଦ୍ଧଙ୍କ ପ୍ରେମରେ ପଡିବସେ। ଏମିତି ଜଣେ ବୟସ୍କା ମହିଳା ଯୁବକଙ୍କ ପ୍ରେମରେ ପଡି ତାଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ବର୍ତ୍ତମାନ ସମୟରେ ଜିନ୍ସ ସମସ୍ତଙ୍କର ପ୍ରିୟ ପରିଧାନ ହୋଇଯାଇଛି। ଏହି ପ୍ୟାଣ୍ଟର ଡାହାଣ ପକେଟ୍ ପାଖରେ ଏକ ଛୋଟ ପକେଟ୍ ଥାଏ। ଏହାକୁ ଅଧିକାଂଶ ଖୁଚୁରା ପଇସା ରଖିବାକୁ ବ୍ୟବହାର କରନ୍ତି। କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ କିଛି ଭିନ୍ନ। ଆସନ୍ତୁ ଜାଣିବା…
ଭାଇରାଲ୍ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ହୃଦୟ ସ୍ପନ୍ଦନ ବଢିବା ପଛର କାରଣକୁ ନେଇ କ’ଣ କହୁଛନ୍ତି ଜନ୍ ଆବ୍ରାହମ୍। ଏହାକୁ ନେଇ ସେ ଯାହା କହିଛନ୍ତି ଲୋକେ ଅସନ୍ତୋଷ ଥିବା ଦେଖାଯାଇଛି।
ନିଜ ଝିଅ ସହ ଧୋକା ଦେଲେ ମା’। ଝିଅର ପରିଚୟ ପତ୍ର ଚୋରି କରି କଲେଜରେ ନେଲେ ଆଡ୍ମିଶନ୍ ଆଉ ନୂଆ ନୂଆ ଯୁବକଙ୍କ ସହ କରିଲେ ରୋମାନ୍ସ। ଶେଷରେ ଧରାପଡି ଏମିତି ପାଇଲେ ଦଣ୍ଡ।
ଆପଣ ବିଏସଏଫ୍ ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବିଏସଏଫରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍ ଖାଲିପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ
ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦକୁ ଏୟାର ଲିଫ୍ଟ କରାଯାଇଛି । ଏସମ୍ପର୍କରେ ତାଙ୍କ ପୁଅ ଦେବପ୍ରିୟ ପାତ୍ର ସୂଚନା ଦେଇଛନ୍ତି ।
ଏହି ଭିଡିଓକୁ ଦେଖିଲା ପରେ ଆପଣଙ୍କ ମନରେ ମଧ୍ୟ ଦୟାଭାବ ଆସିବ। ଏହି କୁନି ପିଲାଟି ଠାରୁ ଆପଣକୁ ଶିକ୍ଷା ମିଳିବ ଯେ ଭୋକିଲା ପଶୁ-ପକ୍ଷୀଙ୍କୁ ଖାଇବାକୁ ଦେବା ଜରୁରୀ। ଏହା ଛଡା ଭିଡିଓଟିକୁ ଦେଖିଲା ପରେ ଆପଣକୁ ଲାଗିବ ଯେ ଛୋଟ ପିଲା ପ୍ରକୃତରେ ଭଗବାନଙ୍କ ରୂପ।
ଗୁରୁ ରୂପୀ ଭଗବାନଙ୍କ ସହ ଦୁର୍ବ୍ୟବହାର । ଶିକ୍ଷା ବିଭାଗ ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି। ଏଥିସହ ଏହି ପ୍ରସଙ୍ଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମଣିଷ ଶାନ୍ତିରେ ରହିବା ପାଇଁ ଏକ ଘର ବା ବାସସ୍ଥାନ ଠିକ୍ ରହିଲେ ସବୁକିଛି ଠିକ୍ ରହିଥାଏ । ଆମେ ଯେବେ ନୂତନ ଘର ବା ଗୃହ ନିର୍ମାଣ କରୁଛେ ତାହା ପୂର୍ବରୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ଅଟେ । ଗୃହ ନିର୍ମାଣ ଓ ଏହାର ଶୁଭାରମ୍ଭ ଓ ପ୍ରବେଶ ତିଥି ଇତ୍ୟାଦି ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ଉପାୟରେ କରିବା ଉଚିତ୍ । ଏହା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ଆସିଥାଏ ।
ଦର୍ଶକଙ୍କୁ ମିଛ କହିଛନ୍ତି ରାଖୀ ସାୱନ୍ତ। ରିତେଶଙ୍କୁ ରାଖୀ ନିଜର ପତି ବୋଲି କହୁଥିବା ବେଳେ ତାଙ୍କର ପତ୍ନି ଓ ପିଲା ମଧ୍ୟ ଅଛନ୍ତି। ରାଖୀ ଏନେଇ କ୍ଷମା ମାଗିବା ସହ ଏଭଳି କରିବାକୁ ତାଙ୍କୁ 'ବିଗ୍ ବସ୍' ଶୋ’ ତରଫରୁ ବାଧ୍ୟ କରାଯାଇଥିବା ସେ କହିଛନ୍ତି।
ନିଜର ପ୍ରେମକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ କ୍ୱିନ୍ ସୋନାକ୍ଷୀ ସିହ୍ନା। ନିକଟରେ ସଲମାନ ଖାନଙ୍କ କେହି ନିକଟତମ ବ୍ୟକ୍ତିଙ୍କ ସହ ତାଙ୍କର ସଂପର୍କ ଥିବା ନେଇ ଖବର ଆସିଥିଲା। ତେବେ ଏହି ରିପୋର୍ଟରୁ ଜାଣନ୍ତୁ କିଏ ସେଇ ବ୍ୟକ୍ତି ଯିଏ ସୋନାକ୍ଷୀଙ୍କ ମନ କିଣିଛି।
କରୋନା ବଢ଼ୁଥିବାରୁ ଚିଠି ଲେଖି ସତର୍କ କରାଇଲେ କେନ୍ଦ୍ର ସରକାର । ୧୦ ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ବଢ଼ୁଛି ।
ପତ୍ନୀକୁ ନିଷ୍ଠୁର ଦର୍ଶାଇ ସ୍ୱାମୀଙ୍କ ପକ୍ଷରୁ ଫ୍ୟାମିଲି କୋର୍ଟରେ କଲ୍ ରେକର୍ଡି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ବାର୍ତ୍ତାଳାପକୁ ପ୍ରମାଣ ରୂପରେ ବ୍ୟବହାର କରାଗଲା । ତେବେ ଏନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଜଣେ କିପରି ଜଣଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିପାରିବ ବୋଲି କହିଛନ୍ତି
ବର୍ତ୍ତମାନ ସୁଦ୍ଧା ୫୯ଟି ଦେଶରେ କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ବ୍ୟାପି ସାରିଥିବା ବେଳେ ଆମେରିକାରେ ଏହା ଲୋକଙ୍କ ଚିନ୍ତା ବଢ଼ାଇଛି। ବୁଷ୍ଟର ଡୋଜ୍ ନେବା ପରେ ମଧ୍ୟ ଲୋକମାନେ ଓମିକ୍ରନ୍ରେ ସଂକ୍ରମିତ ହେଉଥିବା ସୂଚନା ମିଳିଛି।
ଏକ ଚାମଚ କ୍ଷୀର ପିଅନ୍ତୁ, କରୋନାରୁ ମୁକ୍ତି ପାଆନ୍ତୁ ! ଗଧି କ୍ଷୀର ଲିଟର ପିଛା ମୂଲ୍ୟ ଏକ ହଜାର । ଗଧି କ୍ଷୀର ପିଇଲେ କରୋନା ଭଲ ହୋଇଯିବ କହି ଲୋକଙ୍କୁ ଲୁଟୁଛନ୍ତି ଯୁବକ ।
ଦୁଇ ଚକିଆ ବା ଚାରି ଚକିଆ ଗାଡ଼ିକୁ ପେଲିବା ଆପଣ ଦେଖିଥିବେ, ହେଲେ ବିମାନକୁ ଲୋକମାନେ ପେଲିବା ଦୃଶ୍ୟ କେବେ ହେଲେ ଦେଖି ନଥିବେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଏୟାରପୋର୍ଟରେ। ଆକାଶରେ ବିମାନ ନ ଉଡି ରାସ୍ତାରେ ଗଡିଲା
କୁନି ପୁତୁରାକୁ ନିଶ୍ୱାସ ଦେବାକୁ ନିଜ ନିଶ୍ୱାସ ଦେଇଦେଲା ପିଇସୀ । ବିବାହ ଉତ୍ସବରେ ଯୋଗ ଦେବାକୁ ଆସି ଜୀବନ ଚାଲିଗଲା ।
ଚିନ୍ତା ବଢ଼ାଉଛି କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍। ଦିଲ୍ଲୀରେ ଓମିକ୍ରନ୍ ଭାରିଏଣ୍ଟ୍ର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରୁ ଆଉ ଜଣେ ଓମିକ୍ରନ୍ରେ ଆକ୍ରାନ୍ତ ହୋଇଛନ୍ତି।
ମଧ୍ୟମ ଶ୍ରେଣୀର ହେଲେ ବି ଠିକ୍ ଅଛି । ଏହା କିଛି ଖରାପ କଥା ନୁହେଁ । ସ୍କୁଲରେ ସମସ୍ତେ ଶ୍ରେଷ୍ଠ ହେବେ ନାହିଁ, କି ସମସ୍ତେ ୯୦ ପ୍ରତିଶତ ସ୍କୋର୍ କରିପାରିବେ ନାହିଁ । କିନ୍ତୁ ତା ମାନେ ନୁହେଁ, ଯେ ପୂରା ଜୀବନରେ ଜଣେ କେବଳ ମଧ୍ୟମ ହୋଇ ରହିବାକୁ ହିଁ ତିଆରି ହୋଇଛି ।
ମହାରାଷ୍ଟ୍ରରେ ଆଉ ୭ ନୂଆ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାଜନକ ବିଷୟ, ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ଅଛି। ପ୍ରଥମଥର ପାଇଁ ଦେଶରେ ଜଣେ ଶିଶୁ ଓମିକ୍ରନ୍ରେ ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି।