• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ରାଶିଫଳ

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ରବିବାର । ତିଥି – ୩ୟା ରାତ୍ରି ୦୪/୧୮ ଗତେ ୪ର୍ଥୀ ଚନ୍ଦ୍ର – ସିଂହ ଅହୋରାତ୍ର ଘାତ ଚନ୍ଦ୍ର- କର୍କଟ, ମକର ରାଶିର ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ

ଶୁଭ ସମୟ-

ପ୍ରାତଃ ୦୫/୨୫ ରୁ ୦୯/୪୩

ଦିବା ୦୧/୨୯ ରୁ ୦୨/୦୨

ସନ୍ଧ୍ୟା ୦୭/୦୪ ରୁ ୦୯/୧୭

ରାତ୍ରି ୧୨/୧୫ ରୁ ୦୧/୧୬

ରାତ୍ରି ୦୨/୩୯ ରୁ ୦୩/୧୨

ଅଶୁଭ ସମୟ-

ଋାହୁକାଳ - ଦିବା ୦୪/୪୩ ରୁ ୦୬/୨୦

କାଳବେଳା - ଦିବା ୧୧/୫୩ ରୁ ୦୧/୨୯

ବାରବେଳା – ଦିବା ୧୦/୧୬ ରୁ ୧୧/୫୩

କାଳରାତ୍ରି – ରାତ୍ରି ୦୧/୧୬ ରୁ ୦୨/୩୯

ଆଜିର ରାଶିଫଳ-

ମେଷ:

ଅଶ୍ୱନୀ – ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ

ଦ୍ୱିଜା – ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ

କୃତିକା – ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ

ପ୍ରତିକାର - ମା ବଗଳାମୁଖିଙ୍କ ପୂଜାର୍ଚ୍ଚନା କରନ୍ତୁ

ବୃଷ:

କୃତିକା - ପରିବାର ଭିତରେ ଅଶାନ୍ତି ଓ ଭୁଲ ବୁଝାବଣା ହୋଇପାରେ

ରୋହିଣୀ – ମନୋରଞନ କାର୍ଯ୍ୟରେ ଅଶାନ୍ତି ଉପୁଜିବ

ମୃଗଶିରା – ସଡକ ଦୁର୍ଘଟଣାର ସମ୍ଭାବନା ରହିଛି

ପ୍ରତିକାର –ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:

ମୃଗଶିରା - ସହକର୍ମୀଙ୍କ ସହିତ ମଧୁର ସଂପର୍କ ରହିବ

ଆଦ୍ରା - ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ

ପୁନର୍ବସୁ - ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ

ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ

କର୍କଟ:

ପୁନର୍ବସୁ - ସାମାଜିକ ଆଦୃତି ମାଧ୍ୟମରେ ସୁୁଖ ସମ୍ମାନ ପ୍ରଦାନ କରିବ

ପୁଷ୍ୟା – ନିକଟସ୍ଥ ସହରକୁ ବୁଲି ଯାଇ ପାରନ୍ତି

ଅଶ୍ଳେଷା - ସ୍ଥଗିତ କାର୍ଯ୍ୟ ତ୍ୱରାନିତ ହେବ

ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ସିଂହ:

ମଘା – ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ

ପୂ , ଫାଲଗୁନୀ - ଆଶା ଅଭିଳାଷା ପୂରଣ ହୋଇପାରେ

ଉ ,ଫାଲଗୁନୀ – ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ

ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

କନ୍ୟା:

ଉ , ଫାଲଗୁନୀ – ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ

ହସ୍ତା – ଭାତୃ ସଂପର୍କରେ ଉନ୍ନତି ଘଟିବ

ଚିତ୍ରା – ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ

ତୁଳା:

ଚିତ୍ରା – ଶୃଜନା ଶୀଳତା ଓ ଧର୍ମପ୍ରାପ୍ତିରେ ବାଧା ଆସିପାରେ

ସ୍ୱାତୀ – ପକେଟ ମାର ଜନିତ ଧନହାନି ଘଟିପାରେ

ବିଶାଖା – ପରିକଳ୍ପିତ କାମରେ ପ୍ରତିବନ୍ଧକ ଯୁକ୍ତ ରହିବ

ପ୍ରତିକାର – ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ବିଛା:

ବିଶାଖା – କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ

ଅନୁରାଧା – ପରୋକ୍ଷ ଶତୃତା ଲାଗିରହିବ

ଜ୍ୟେଷ୍ଠା – ବନ୍ଧୁ ବିଛେଦ ଜନିତ ମନସ୍ଥାପ କରିପାରନ୍ତି

ପ୍ରତିକାର – ନୃସିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ଧନୁ:

ମୂଳା – ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ

ପୂ , ଷାଢା – ସାହାର୍ଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ

ଉ , ଷାଢା – ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବେ

ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର:

ଉ , ଷାଢା - ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ

ଶ୍ରବଣା – ଜୀବନସାଥୀ ଠାରୁ ଖୁସି ପାଇବେ

ଧନିଷ୍ଠା – ପଡୋଶିଙ୍କର ଉଦାରତାରୁ ଆଶ୍ୱସ୍ତି ଲାଭ କରିବ

ପ୍ରତିକାର – ମହାଦେବଙ୍କର ଦର୍ଶନ କରନ୍ତୁ

କୁମ୍ଭ:

ଧନିଷ୍ଠା –ଅଧିକାରୀଙ୍କ ସହ ବ୍ୟବହାରରେ ସତର୍କତା ରଖନ୍ତୁ

ଶତଭିଷା – ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ

ପୂ , ଭାଦ୍ରପଦ – ଖର୍ଚ୍ଚ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ

ପ୍ରତିକାର –ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମୀନ:

ପୂ , ଭାଦ୍ରପଦ - କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ

ଉ , ଭଦ୍ରପଦ - ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ

ରେବତୀ – ଆଲୋଚନାରେ ନିଜକୁ ସାମିଲ କରିବେ

ପ୍ରତିକାର – ମା ତାରାଙ୍କର ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)

OTV is now on Whatsapp

Join and get latest news update delivered to you via whatsapp

Join Now