ସୈାର କର୍କଟ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ରବିବାର । ତିଥି – ୩ୟା ରାତ୍ରି ୦୪/୧୮ ଗତେ ୪ର୍ଥୀ ଚନ୍ଦ୍ର – ସିଂହ ଅହୋରାତ୍ର ଘାତ ଚନ୍ଦ୍ର- କର୍କଟ, ମକର ରାଶିର ଅହୋରାତ୍ର ଘାତ ବାର – ମେଷ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି- ଭୂମିଦାନ
Also Read
ଶୁଭ ସମୟ-
ପ୍ରାତଃ ୦୫/୨୫ ରୁ ୦୯/୪୩
ଦିବା ୦୧/୨୯ ରୁ ୦୨/୦୨
ସନ୍ଧ୍ୟା ୦୭/୦୪ ରୁ ୦୯/୧୭
ରାତ୍ରି ୧୨/୧୫ ରୁ ୦୧/୧୬
ରାତ୍ରି ୦୨/୩୯ ରୁ ୦୩/୧୨
ଅଶୁଭ ସମୟ-
ଋାହୁକାଳ - ଦିବା ୦୪/୪୩ ରୁ ୦୬/୨୦
କାଳବେଳା - ଦିବା ୧୧/୫୩ ରୁ ୦୧/୨୯
ବାରବେଳା – ଦିବା ୧୦/୧୬ ରୁ ୧୧/୫୩
କାଳରାତ୍ରି – ରାତ୍ରି ୦୧/୧୬ ରୁ ୦୨/୩୯
ଆଜିର ରାଶିଫଳ-
ମେଷ:
ଅଶ୍ୱନୀ – ସାହିତ୍ୟ, ସଙ୍ଗିତ ଓ ସୃଜନାଶୀଳତା ବୃଦ୍ଧି ପାଇବ
ଦ୍ୱିଜା – ପ୍ରିୟ ଲୋକଙ୍କ ସହିତ ଆନନ୍ଦିତ ହେବେ
କୃତିକା – ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ
ପ୍ରତିକାର - ମା ବଗଳାମୁଖିଙ୍କ ପୂଜାର୍ଚ୍ଚନା କରନ୍ତୁ
ବୃଷ:
କୃତିକା - ପରିବାର ଭିତରେ ଅଶାନ୍ତି ଓ ଭୁଲ ବୁଝାବଣା ହୋଇପାରେ
ରୋହିଣୀ – ମନୋରଞନ କାର୍ଯ୍ୟରେ ଅଶାନ୍ତି ଉପୁଜିବ
ମୃଗଶିରା – ସଡକ ଦୁର୍ଘଟଣାର ସମ୍ଭାବନା ରହିଛି
ପ୍ରତିକାର –ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ:
ମୃଗଶିରା - ସହକର୍ମୀଙ୍କ ସହିତ ମଧୁର ସଂପର୍କ ରହିବ
ଆଦ୍ରା - ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ
ପୁନର୍ବସୁ - ବିବାଦରେ ବିଜୟ ଲାଭରୁ ମନବଳ ବୃଦ୍ଧି ପାଇବ
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ:
ପୁନର୍ବସୁ - ସାମାଜିକ ଆଦୃତି ମାଧ୍ୟମରେ ସୁୁଖ ସମ୍ମାନ ପ୍ରଦାନ କରିବ
ପୁଷ୍ୟା – ନିକଟସ୍ଥ ସହରକୁ ବୁଲି ଯାଇ ପାରନ୍ତି
ଅଶ୍ଳେଷା - ସ୍ଥଗିତ କାର୍ଯ୍ୟ ତ୍ୱରାନିତ ହେବ
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ସିଂହ:
ମଘା – ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ
ପୂ , ଫାଲଗୁନୀ - ଆଶା ଅଭିଳାଷା ପୂରଣ ହୋଇପାରେ
ଉ ,ଫାଲଗୁନୀ – ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା:
ଉ , ଫାଲଗୁନୀ – ତେଜରାତି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ
ହସ୍ତା – ଭାତୃ ସଂପର୍କରେ ଉନ୍ନତି ଘଟିବ
ଚିତ୍ରା – ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ
ତୁଳା:
ଚିତ୍ରା – ଶୃଜନା ଶୀଳତା ଓ ଧର୍ମପ୍ରାପ୍ତିରେ ବାଧା ଆସିପାରେ
ସ୍ୱାତୀ – ପକେଟ ମାର ଜନିତ ଧନହାନି ଘଟିପାରେ
ବିଶାଖା – ପରିକଳ୍ପିତ କାମରେ ପ୍ରତିବନ୍ଧକ ଯୁକ୍ତ ରହିବ
ପ୍ରତିକାର – ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ବିଛା:
ବିଶାଖା – କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ଆସିପାରେ
ଅନୁରାଧା – ପରୋକ୍ଷ ଶତୃତା ଲାଗିରହିବ
ଜ୍ୟେଷ୍ଠା – ବନ୍ଧୁ ବିଛେଦ ଜନିତ ମନସ୍ଥାପ କରିପାରନ୍ତି
ପ୍ରତିକାର – ନୃସିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଧନୁ:
ମୂଳା – ଖବରଦାତା, ଆୟନଜ୍ଞ ମାନେ ବିଶେଷ ଉପକୃତ ହେବେ
ପୂ , ଷାଢା – ସାହାର୍ଯ୍ୟ ସହଯୋଗ ମାଧ୍ୟମରେ ଯଶ ସମ୍ମାନର ଅଧିକାରୀ ହେବେ
ଉ , ଷାଢା – ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବେ
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମକର:
ଉ , ଷାଢା - ବିନା ସ୍ୱାର୍ଥରେ ଅନ୍ୟର ସହୟତା କରି ଖୁସି ଅନୁଭବ କରିବେ
ଶ୍ରବଣା – ଜୀବନସାଥୀ ଠାରୁ ଖୁସି ପାଇବେ
ଧନିଷ୍ଠା – ପଡୋଶିଙ୍କର ଉଦାରତାରୁ ଆଶ୍ୱସ୍ତି ଲାଭ କରିବ
ପ୍ରତିକାର – ମହାଦେବଙ୍କର ଦର୍ଶନ କରନ୍ତୁ
କୁମ୍ଭ:
ଧନିଷ୍ଠା –ଅଧିକାରୀଙ୍କ ସହ ବ୍ୟବହାରରେ ସତର୍କତା ରଖନ୍ତୁ
ଶତଭିଷା – ବିରୋଧିଙ୍କ ପ୍ରତି ସାବଧାନ ରୁହନ୍ତୁ
ପୂ , ଭାଦ୍ରପଦ – ଖର୍ଚ୍ଚ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ
ପ୍ରତିକାର –ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମୀନ:
ପୂ , ଭାଦ୍ରପଦ - କର୍ମକ୍ଷେତ୍ରରେ ନିଜର ମନ ଅନୁଯାୟୀ କର୍ମ କରିବେ
ଉ , ଭଦ୍ରପଦ - ପରୀକ୍ଷାରେ ସଫଳତାଦି ଅଭିଳାଷା ପୂର୍ଣ୍ଣତା ଲାଭ କରିବ
ରେବତୀ – ଆଲୋଚନାରେ ନିଜକୁ ସାମିଲ କରିବେ
ପ୍ରତିକାର – ମା ତାରାଙ୍କର ମନ୍ତ୍ରକୁ ୨୧ ଥର ଜପ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-୯୪୩୯୦୫୦୦୯୯, ୯୨୩୮୩୯୭୧୦୦)