ହୋଇପାରେ ଜେଲ ଦଣ୍ଡ । ରିଟର୍ଣ୍ଣ ଦାଖଲ ଯାଞ୍ଚ ଲାଗି AI ସହାୟତା ନେଇଛି ଆଇଟି ବିଭାଗ ।
Business Odisha | Income Tax Return, Gold and Share Market Chatard Accountant A K Sabat OdishaTV is Odisha\'s no 1 News Channel. OTV being the first private
ଇନ୍କମ୍ ଟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶେଷ ତାରିଖରେ ଅର୍ଥାତ୍ କେବଳ ରବିବାର ଦିନ, ରାତି ୧୧ଟା ସୁଦ୍ଧା ୬୭ ଲକ୍ଷ ୯୭ ହଜାର ୬୭ ଜଣ ଇନ୍କମ୍ ଟାକ୍ସ ରିଟର୍ଣ୍ଣ ଫାଇଲ କରିଛନ୍ତି ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ହେଉଛି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ। ଆଜି ସନ୍ଧ୍ୟା ସୁଦ୍ଧା ଯେଉଁମାନେ ଦାଖଲ କରି ନ ପାରିବେ, ଆସନ୍ତାକାଲିଠୁ ଫାଇନ ଦେବାକୁ ପଡ଼ିବ।
ବଜେଟ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।