• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ministers

Utkal Divas Celebrations
ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ବିଭାଗ ଜାଣିଛନ୍ତି ତ ସଚିବ ?

କେଉଁ ବିଭାଗର ମନ୍ତ୍ରୀ ଅଶୋକ ପଣ୍ଡା, ଜାଣିନାହାନ୍ତି କି ଉନ୍ନୟନ କମିଶନର ଅନୁ ଗର୍ଗ..ସଂସ୍କୃତି ମନ୍ତ୍ରୀ ଭାବେ ସମ୍ବୋଧନକୁ ନେଇ ପାୱାର କରିଡରରେ ଚର୍ଚ୍ଚା..ଦୁବାଇରେ ମନ୍ତ୍ରୀ ଓ ବିଧାୟକଙ୍କୁ ଅସମ୍ମାନ ଅଭିଯୋଗ ଆଣି ଘେରିଲେ ବିରୋଧୀ..

Naveen Patnaik
ଗଡୁଛି ସମୟ, ବଢୁଛି ଦ୍ବନ୍ଦ୍ବ

ଗଡୁଛି ସମୟ, ବଢୁଛି ଦ୍ବନ୍ଦ୍ବ । ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପର୍ବର ତିନିଦିନ ପରେ ବି ସ୍ପଷ୍ଟ ହେଉନି ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଚିତ୍ର । ଅସନ୍ତୁଷ୍ଟଙ୍କୁ ବୋଧ ଦେବାକୁ ମାପିଚୁପି ଗୋଟି ଚାଳନାରୁ ବିଳମ୍ବ ନେଇ ଚର୍ଚ୍ଚା, ବଢୁଛି ଆଶାୟୀଙ୍କ ତାଲିକା

nagaland minister temjen imna says to laugh
‘ହସ... କାରଣ ତୁମର ଦାନ୍ତ ଅଛି ’

ସୋଶିଆଲ ମିଡିଆରେ ଖୁବ ଆକ୍ଟିଭ ଥିବା ନାଗାଲାଣ୍ଡର ମନ୍ତ୍ରୀ ତେମଜେନ ଇମନା ଅଲଙ୍ଗ ନିଜର ମଜାଦାର ଟୁଇଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏବେ ପୁଣି ଏକ ମଜାଦାର ଟୁଇଟ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ନିଜ ଟୁଇଟର ହାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ କିଛି ଲେଖିଛନ୍ତି ମଧ୍ୟ। ଏହି ଫଟୋ ଏବଂ ମଜାଦାର ଟୁଇଟ ପାଇଁ ତେମଜେନଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।

Odisha cabinet reshuffle- All ministers submit resignation, new team to take oath on Sunday
ପୁଣି ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍; ୨୨ ବର୍ଷ ଶାସନରେ ପ୍ରଥମ ଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା

ମନ୍ତ୍ରିମଣ୍ଡଳ ନବକଳେବର ପୂର୍ବରୁ ୨୨ ବର୍ଷ ଶାସନରେ ପ୍ରଥମ ଥର ପାଇଁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ, କାଲି ଲୋକସେବା ଭବନ କନ୍‌ଭେନ୍‌ସଲନ୍‌ ହଲ୍‌ରେ ଦିନ ୧୧ଟା ୪୫ରେ ନୂଆ ଟିମ୍‌ର ଶପଥଗ୍ରହଣ ।

BJP\'s Youth Wing Displays Black Flags To BJD Ministers In Rourkela
କ୍ରୀଡା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ରାଉରକେଲା ଗସ୍ତରେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଭିନୀଲ୍ କ୍ରିଷ୍ଣା, କ୍ରୀଡ଼ା ସଚିବ ଆସୁଛନ୍ତି I ବିଜେପିର ଯୁବ ମୋର୍ଚ୍ଚା ମନ୍ତ୍ରୀଙ୍କର ଗସ୍ତକୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛନ୍ତି l ଆଜି ସ୍ପେସ୍ ଛକ ନିକଟରୁ ବିରୋଧ ବେଳେ ଉଠାଇ ନେଇଛି ପୁଲିସ I