ଆପଣ ଶିକ୍ଷକ ହେବାର ଲକ୍ଷ ରଖିଛନ୍ତି ଆଉ ଏନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡିଶା ରାଜ୍ୟ ଚୟନ ବୋର୍ଡ(SSB Odisha) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୬୧ଟି ପଦବୀ ପୂରଣ ହେବ।
ଓଡିଶାର ଶିକ୍ଷାନୁଷ୍ଠାନରେ ବିଭିନ୍ନ ନନ୍-ଟିଚିଙ୍ଗ୍ ପଦବୀ ପୂରଣ ହେବ। ଏନେଇ ରାଜ୍ୟ ଚୟନ ବୋର୍ଡ(SSB), ଉଚ୍ଚଶିକ୍ଷା ବୋର୍ଡ, ଓଡ଼ିଶା ସରକାର ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଆସିଷ୍ଟାଣ୍ଟ, ଶାରିରୀକ୍ ଶିକ୍ଷକ (PETs), ଲାବ୍ରୋଟେରୀ ଆସିଷ୍ଟାଣ୍ଟ-କମ୍-ଷ୍ଟୋର୍ କିପର୍ ଆଦି ପୂରଣ ହେବ।
SSBO ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୫। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୫୫୫ ପଦବୀ ପୂରଣ ହେବ।
SSB ନିଯୁକ୍ତି ୨୦୨୩ରେ କନଷ୍ଟେବଲ୍ ଟ୍ରେଡସମ୍ୟାନ୍, ସବ୍ ଇନ୍ସପେକ୍ଟର (SI), ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ASI) ଏବଂ ହେଡ୍ କନଷ୍ଟେବଲ୍ (HC) ଭଳି ପଦବୀ ରହିଛି ।
ସ୍ପୋର୍ଟସ୍ କୋଟା ଅଧୀନରେ ବାହାରିଥିବା କନଷ୍ଟେବଲ୍(ଜେନେରାଲ୍ ଡ୍ୟୁଟି) ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ୩୩୯ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।