• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ssb Recruitment

SSB Odisha PGT Recruitment 2024 apply for 1061 posts
SSB Odisha PGT Recruitment: ଓଡ଼ିଶାରେ ପୂରଣ ହେବେ ୧୦୬୧ PGT ଶିକ୍ଷକ; ଦରମା ୧.୪ ଲକ୍ଷ ପରେ

ଆପଣ ଶିକ୍ଷକ ହେବାର ଲକ୍ଷ ରଖିଛନ୍ତି ଆଉ ଏନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡିଶା ରାଜ୍ୟ ଚୟନ ବୋର୍ଡ(SSB Odisha) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୬୧ଟି ପଦବୀ ପୂରଣ ହେବ।

Odisha SSB Non Teaching Post Recruitment 2024
Non Teaching Post Recruitment: ଓଡିଆର ବିଭିନ୍ନ ଡିଗ୍ରୀ କଲେଜରେ ପୂରଣ ହେବେ ଅନେକ ନନ୍-ଟିଚିଙ୍ଗ୍ ଷ୍ଟାଫ୍

ଓଡିଶାର ଶିକ୍ଷାନୁଷ୍ଠାନରେ ବିଭିନ୍ନ ନନ୍-ଟିଚିଙ୍ଗ୍ ପଦବୀ ପୂରଣ ହେବ। ଏନେଇ ରାଜ୍ୟ ଚୟନ ବୋର୍ଡ(SSB), ଉଚ୍ଚଶିକ୍ଷା ବୋର୍ଡ, ଓଡ଼ିଶା ସରକାର ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଆସିଷ୍ଟାଣ୍ଟ, ଶାରିରୀକ୍ ଶିକ୍ଷକ (PETs), ଲାବ୍ରୋଟେରୀ ଆସିଷ୍ଟାଣ୍ଟ-କମ୍‌-ଷ୍ଟୋର୍‌ କିପର୍‌ ଆଦି ପୂରଣ ହେବ।

SSB Odisha recruitment 2023
SSB Odisha Recruitment: ଓଡ଼ିଶାରେ ସରକାରୀ ଚାକିରି; ନିଯୁକ୍ତି ପାଇବେ ୫୫୫ ଶିକ୍ଷକ; ଦରମା ୧.୪୨ ଲକ୍ଷ

SSBO ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୫। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୫୫୫ ପଦବୀ ପୂରଣ ହେବ।

Shasastra Seema Bal Recruitment 2023
SSB ପକ୍ଷରୁ ବାହାରିଲା ଚାକିରି; ପୂରଣ ହେବ ୧୬୫୬ ପୋଷ୍ଟ

SSB ନିଯୁକ୍ତି ୨୦୨୩ରେ କନଷ୍ଟେବଲ୍ ଟ୍ରେଡସମ୍ୟାନ୍, ସବ୍ ଇନ୍ସପେକ୍ଟର (SI), ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ASI) ଏବଂ ହେଡ୍ କନଷ୍ଟେବଲ୍ (HC) ଭଳି ପଦବୀ ରହିଛି ।

SSB recruitment 2022
୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ: ୩୯୯ କନଷ୍ଟେବଲ୍‌ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ସ୍ପୋର୍ଟସ୍‌ କୋଟା ଅଧୀନରେ ବାହାରିଥିବା କନଷ୍ଟେବଲ୍‌(ଜେନେରାଲ୍‌ ଡ୍ୟୁଟି) ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ୩୩୯ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।