• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: World Smile Day

5 health benefit you get smiling every
World Smile Day 2023: ପ୍ରତିଦିନ ହସନ୍ତୁ, ହୃଦସ୍ପନ୍ଦନ ଏବଂ ରକ୍ତଚାପ କମାନ୍ତୁ...

ହସିବା ଯେ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତାହା ନୁହେଁ, ବରଂ ଏହା ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ। ହସୁଥିବା ଲୋକକୁ ଯିଏ ଦେଖେ ତା’ ଭିତରେ ମଧ୍ୟ ହସିବାର ଏକ ଉତ୍ସାହ ଜନ୍ମେ। ପ୍ରତିଦିନ ହସିବା ଦ୍ୱାରା ଅନେକ ଫାଇଦା ମଧ୍ୟ ହୁଏ। ଆସନ୍ତୁ ଆଜି ହାସ୍ୟ ଦିବସରେ ହସିବାର ୫ ଫାଇଦା କ’ଣ ଜାଣିନେବା।

world smile day 2022
ଆସ...ଟିକିଏ ହସିଦେବା, ଅନ୍ୟ ମୁହଁରେ ହସ ଦେଖିବା...ଦୁଃଖ ଦରଦକୁ ଦୂରେଇ ଦେବା

ଆଜି ବିଶ୍ୱ ହସ ଦିବସ। ଚାଲନ୍ତୁ ଏଇ ହସର ଉପାଦେୟତା ବିଷୟରେ କିଛି ଜାଣିବା। ସତ କହିବାକୁ ଗଲେ, ଚେନାଏ ହସ ବାଣ୍ଟିଦିଏ ମମତା। ହାଲ୍‌କା କରିଦିଏ ମନ । ହୃଦୟରେ ଭରଦିଏ ଉଚ୍ଛ୍ୱାସ । ମିଠା ମିଠା ହସ ସଜାଡି ଦିଏ ବିଗିଡି ଯାଇଥିବା ସମ୍ପର୍କକୁ । ମନଖୋଲା ହସ ସଜାଡି ଦିଏ ଉଜୁଡି ଯାଉଥିବା ସ୍ୱାସ୍ଥ୍ୟକୁ।