• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଚନ୍ଦ୍ର – କର୍କଟ ଦିବା ୦୯.୦୧ ଗତେ ସିଂହ,ତିଥି - ୩ୟା ଦିବା ୧୨.୦୯ ଗତେ ୪ର୍ଥୀ,ଘାତ ଚନ୍ଦ୍ର - ଦିବା ୦୯.୦୧ ଗତେ କର୍କଟ, ମକର,ଘାତ ବାର – ମକର,ପୁଷ୍କର ଦୋଷ – ୧ପାଦ - କୃଷିହାନି- ଭୂମିଦାନ

ଶୁଭ ସମୟ:

ପ୍ରାତଃ ୦୬.୨୭ ରୁ ୦୭.୧୦

ଦିବା ୦୯.୧୦ ରୁ ୧୧.୩୨

ସନ୍ଧ୍ୟା ୦୫.୨୦ ରୁ ୦୬.୫୯

ରାତ୍ରି ୦୮.୩୭ ରୁ ୦୮.୫୦

ରାତ୍ରି ୦୨.୦୫ ରୁ ୦୩.୫୦

ଅଧିକ ପଢ଼ନ୍ତୁ: ଡ୍ରଇଂରୁମ୍‌ର କେଉଁଠି ପକାଇବେ ସୋଫା, କେଉଁଠି ରଖିବେ ଝରକା

ଅଶୁଭ ସମୟ:

ଋାହୁକାଳ - ଦିବା ୦୨.୩୭ ରୁ ୦୩.୫୯

କାଳବେଳା – ଦିବା ୦୧.୧୫ ରୁ ୦୨.୩୭

ବାରବେଳା –ପ୍ରାତଃ ୦୭.୪୯ ରୁ ୦୯.୧୦

କାଳରାତ୍ରି – ସନ୍ଧ୍ୟା ୦୬.୫୯ ରୁ ୦୮.୩୭