• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack (କଟକ)

Ravenshaw University
ରେଭେନ୍ସାରେ ଛାତ୍ର ଆନ୍ଦୋଳନ; ପଛପଟ ଫାଟକ ଖୋଲିବା ନେଇ ଆମରଣ ଅନଶନ

ରେଭେନ୍ସା ମହାବିଦ୍ୟାଳୟର ଗେଟ୍ ବିବାଦରୁ ଆନ୍ଦୋଳନ । ଗତକାଲି ରାତିରୁ ଆମରଣ ଅନଶନରେ ବସିଛନ୍ତି ଛାତ୍ରଛାତ୍ରୀ ।

Barabati Stadium
ଭାରତ- ଦକ୍ଷିଣ ଆଫ୍ରିକା ଟି -୨୦ ମୁକାବିଲା ପୂର୍ବରୁ ନୂଆ ଲୁକ୍‌ ନେବ ବାରବାଟୀ

ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।

Body of an unidentified woman found near Krushak Bazaar in Bidanasi
କଟକରେ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ; ହତ୍ୟା ସନ୍ଦେହ

କଟକ ବିଡ଼ାନାସୀ କୃଷକ ବଜାରରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମାର୍କେଟରେ ଥିବା ପାଣି ଟାଙ୍କି ତଳେ ଏକ ମୃତଦେହ ପଡ଼ି ରହିଛି ।

Water Problem in Cuttack
ପାଣି ପାଇଁ ଆଠଗଡ଼ରେ ହାହାକାର ସ୍ଥିତି !

ମୁନ୍ଦେ ପାଣି ପାଇଁ କଲବଲ ହେଉଛନ୍ତି ଲୋକେ...ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶୁଣୁନାହାଁନ୍ତି ବିଭାଗୀୟ ଅଧିକାରୀ...

 Kidnap Case In Cuttack
ନାବାଳିକାକୁ ଅପହରଣ ଉଦ୍ୟମ ପଣ୍ଡ; ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର

ମୁହଁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା ।

Water Scarcity
ଆଠଗଡ଼-ମାଲକାନଗିରି-ବାଲେଶ୍ୱର ! ଉପାନ୍ତରୁ ଉପକୂଳିଆ ସମସ୍ତଙ୍କୁ କଲବଲ କରୁଛି ପାନୀୟ ଜଳ ସମସ୍ୟା

ଧାଡ଼ି ଧାଡ଼ି କରି ରଖିଛନ୍ତି ଗରା, ବାଲଟି । ଅପେକ୍ଷା କରିଛନ୍ତି ପାଣି ଟ୍ୟାଙ୍କରକୁ । ପାଣି ନେଲେ ଘରେ ରୋଷେଇ ହେବ, ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିବ ।

Mahanga IIC
ଥାନାରେ ହାଜର ହେଲେ ମାହାଙ୍ଗା ଥାନା IIC, ପତ୍ନୀଙ୍କୁ ଗିରଫ କରିସାରିଛି ପୋଲିସ

ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ସେ ହାଜର ହୋଇଛନ୍ତି । ଭିଜିଲାନ୍ସ ନିର୍ଦ୍ଦେଶରେ ସେ ହାଜର ହୋଇଥିବା ଜଣାପଡିଛି ।

Cuttack: Mobile Loot Gang Busted, 1 Arrested
ନୂଆ ଦାୟିତ୍ୱ ନେବା ପରେ ଆକ୍ସନ ମୋଡ୍‌ରେ କଟକ ଡିସିପି, ମୋବାଇଲ ଚୋରି ଗ୍ୟାଙ୍ଗ୍‌ର କଲେ ପର୍ଦ୍ଦାଫାଶ

କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପୋଲିସ ୪୯ଟି ଚୋରା ମୋବାଇଲ ଫୋନକୁ ଜବତ କରିଛି ।

Cuttack Trisulia Bridge
କଟକ ତ୍ରିଶୂଳିଆ ବ୍ରିଜ୍‌ରେ ସଡ଼କ ଦୁର୍ଘଟଣା; ଜଣେ ମୃତ

ତ୍ରିଶୁଳିଆ-କଟକ ନେତାଜୀ ସୁଭାଷ ସେତୁ ଉପରେ ଦୁର୍ଘଟଣା ଘଟି ଜଣେ ମୃତ । ଯୁବକ ଜଣକ ବାଇକ୍‌ରେ ଯାଉଥିବା ବେଳେ ଗୋଟିଏ ଅଜଣା ଗାଡି ଦୁର୍ଘଟଣା ଘଟାଇ ପାର୍ ହୋଇଯାଇଥିବା ସନ୍ଦେହ କରାଯାଉଛି ।

Tulasi Mala
ପେସା ସରକାରୀ ଚାକିରି ହେଲେ ନିଶା ତୁଳସୀ ମାଳି ତିଆରି

ସରକାରୀ କର୍ମଚାରୀ କିନ୍ତୁ ନିଶା ତାଙ୍କର ତୁଳସୀ ମାଳି ତିଆରି କରିବା । ସାଧୁ ସନ୍ୟାସୀମାନଙ୍କୁ ନିଜ ହାତ ତିଆରୀ ମାଳି ଦାନ କରିବା ସହ ନିଜ ସକ୍ଷମ ଅନୁଯାୟୀ ଦକ୍ଷିଣା ଦେଇ ଆତ୍ମତୃପ୍ତି ଲାଭ କରନ୍ତି କମଳ ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ଅନୁମତି ଦେଇନଥିବା କହିଲା ASI

ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Medical Negligence In Cuttack SCB
ବେଡ୍‌ ଉପରେ ରୋଗୀ, ତଳେ ମୃତଦେହ: ଆଡ଼ ଆଖିରେ ବି କେହି ଚାହିଁଲେ ନାହିଁ

ରୋଗୀଙ୍କ ପାଖରେ କିଛି ଲୋକ ଉପସ୍ଥିତ ଥିଲେ ମଧ୍ୟ ତଳେ ପଡ଼ିଥିବା ମୃତଦେହକୁ କେହିବି ଆଡ଼ ଆଖିରେ ଚାହୁଁ ନଥିଲେ।

livestock inspector
ସରକାରୀ ବାବୁଙ୍କ ଦରମା କେତେ ଯେ ରଖିଛନ୍ତି ଏତେ ସମ୍ପତ୍ତି ! ୯୦ ପ୍ଲଟ୍- ୪ ବିଲ୍ଡିଂ- ୩ ଫ୍ଲାଟ୍ ..

ଆଲିସାନ୍ ବଙ୍ଗଳା ସାଙ୍ଗକୁ ଆଖି ଖୋସିହେଲା ଭଳି ଆସବାବ ଜିନିଷ । ଚାକିରିକୁ ଦେଖି ଅବିଶ୍ୱସନୀୟ ଥାଟବାଟ ଦେଖିବାକୁ ମିଳିଛି । ସଂପତ୍ତିର ତାଲିକା ଏତେ ଯେ ହିସାବ କରି କରି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ ।

No Eviction In Cuttack Without CMC Permission
‘CMCର ବିନା ଅନୁମତିରେ କଟକରେ କୌଣସି ବସ୍ତି ଉଚ୍ଛେଦ ହେବନି’

ସିଏମ୍‌ସି(କଟକ ମ୍ୟୁନିସିପାଲ କର୍ପୋରେସନ)ର ଅନୁମତି ବିନା ଉଚ୍ଛେଦ ହେବନି ବୋଲିି ଦୃଢ଼ୋକ୍ତି ଦେଇଛନ୍ତି କଟକ ମେୟର।

Acharya Harihar Cancer Hospital
ଓଟିଭିର ବଡ଼ ପ୍ରଭାବ ! ଖବର ବାଜିଲା ପରେ ଚେତା ପଶିଲା, ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ନିର୍ମାଣ ହେଲା ଶିବିର

ଆସନ୍ତାକାଲି ସୁଦ୍ଧା ଦ୍ୱିତୀୟ ଶିବିର ନିର୍ମାଣ ଶେଷ ହେବ । ଏହାସହ ସପ୍ତାହ ଶେଷ ସୁଦ୍ଧା ତୃତୀୟ ଶିବିର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Acharya Harihar Cancer Hospital
ଓଟିଭି ପ୍ରଭାବ ! ମେଡିକାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଲା, ଏଣିକି ଖରାରେ ସିଝିବେନି ରୋଗୀ କି ସମ୍ପର୍କୀୟ..

ହସ୍ପିଟାଲ୍ ସାମ୍ନାରେ ରୋଗୀଙ୍କ ଦୁର୍ଦ୍ଦଶା ନେଇ ଗଲା ଦୁଇ ଦିନ ଧରି ଲଗାତର ଖବର ପ୍ରସାରଣ ପରେ ଡେରିରେ ହେଲେ ବି ସମ୍ବେଦନହୀନତାର ଟ୍ୟାଗ୍ ହଟେଇ ଆଜି ଯେମିତି ନିଦ ଭାଙ୍ଗିଥିଲା ସମସ୍ତଙ୍କର ।

Bodies Of Youth & Girl Found Hanging On The Verandah Of A School In Cuttack
ସ୍କୁଲ ବାରଣ୍ଡାରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ।

Cuttack Farmers In Distress After Standing Crop In Over Hectares Of Land Damaged By Pests
ରୋଗ ପୋକ ଯୋଗୁଁ ଫସଲ ନଷ୍ଟ; ଏବେ ଋଣ କିପରି ଶୁଝିବ ଚଷା ପୁଅ ?

ରବି ଫସଲରେ ବ୍ୟାପକ କ୍ଷତି ସହିଛନ୍ତି ଚାଷୀ । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଶ୍ଚନ୍ତକୋଇଲି ବ୍ଲକର ହଜାର ହଜାର ହେକ୍ଟର ଜମିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

Heatwave In Odisha | SCB Medical College And Hospital Sets Up Heatstroke Ward
ଏଣିକି ଅଂଶୁଘାତ ରୋଗୀଙ୍କୁ ମିଳିଲା ଆଶ୍ୱସ୍ତି; SCBରେ ଖୋଲିଲା ସ୍ୱତନ୍ତ୍ର ‘ଅଂଶୁଘାତ ଓ୍ୱାର୍ଡ’

ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ କଟକ ଏସସିବି ପରିସରରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ ।

Prabeen Togadia
‘ହିନ୍ଦୁଙ୍କୁ ଦିଆଯିବ ସବୁ ପ୍ରକାର ସହଯୋଗ, ଜାରି ହେବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର’

ହିନ୍ଦୁଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜାରି କରାଯିବ ଟୋଲ୍ ଫ୍ରି ହିନ୍ଦୁ ହେଲ୍ପ ଲାଇନ୍ ନମ୍ବର । ହିନ୍ଦୁଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିୟୋଜିତ ହେବେ ୧୦ ହଜାର ଡାକ୍ତର ।

BUS-TRUCK- BIKE
ବସ୍‌- ଟ୍ରକ୍‌- ବାଇକ୍‌, ଆପେ ଆପେ ଜଳିଗଲା !

ଖବର ପାଇ ବାରକୋଟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

SCB medical
ପୁଣି SCB ମେଡିକାଲରେ ଉତ୍ତେଜନା, ଡାକ୍ତରଙ୍କ ମାଡ଼ରେ ରୋଗୀ ସମ୍ପର୍କୀୟ ଆହତ

ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।

Orissa High Court
କୋଇଲା ଅଭାବରୁ ନାଲକୋରେ ଅଚଳବସ୍ଥା, ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନାଲକୋର ଅଚଳବସ୍ଥା କିପରି ଦୂର କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ କୋର୍ଟଙ୍କୁ ପରବର୍ତ୍ତୀ ଶୁଣାଣିରେ ଜଣାଇବାକୁ ନିର୍ଦ୍ଦେଶ ରହିଛି । 

 Barabati Stadium To Host T20I Against South Africa
ଜୁନ୍ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌

କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌। ଜୁନ୍ ୧୨ ତାରିଖରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।

SCB Medical
ବିଶ୍ୱସ୍ତରୀୟ ମେଡିକାଲରେ ବିଶ୍ୱସ୍ତରୀୟ ପ୍ଲାନ୍‌ ? ମୋବାଇଲ ବନ୍ଧା ରଖିଲେ ମିଳିବ ଷ୍ଟ୍ରେଚର୍‌-ହ୍ୱିଲ୍‌ ଚେୟାର

କଟକ କନ୍ଦରପୁରର ପ୍ରକାଶ ଚନ୍ଦ୍ର ଓଝା । ନିଜ ସଂପର୍କୀୟଙ୍କୁ ଷ୍ଟ୍ରେଚରରେ ନେଇ ଏକ୍ସ-ରେ କରାଇବାର ଆବଶ୍ୟକତା ଥିବାରୁ ଟ୍ରମା କାଜୁଆଲ୍‌ଟି ସାମ୍ନାରୁ ବୁକିଂ କାଉଣ୍ଟରକୁ ଆସିଥିଲେ ।