• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Cuttack (କଟକ)

Bathroom Door
ମେୟରଙ୍କୁ ବାଥରୁମ୍‌ କବାଟ ଗିଫ୍ଟ ଦେଲା କଂଗ୍ରେସ୍‌

‘ମୁଁ ବାଥ୍‌ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି, ବାଥ୍‌ରୁମ୍ କବାଟ ଭାଙ୍ଗି ପଡ଼ିଛି।’ କଟକ ମେୟର ସୁବାସ ସିଂ ଗତକାଲି ସିଏମସି କାଉନସିଲ ବୈଠକରେ ଏହି ବକ୍ତବ୍ୟ ଦେଇଥିଲେ। ଆଜି କଟକ ଜିଲ୍ଲା କଂଗ୍ରେସ କଂଗ୍ରେସ୍ ପକ୍ଷରୁ ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ କଟକ ମହାନଗର ନିଗମ କମିଶନରଙ୍କୁ ଏକ କବାଟ ଭେଟି ଦିଆଯାଇଛି।

Fire Mishap
ପରୀକ୍ଷା ପାଇଁ ଯାଇଥିଲେ ସିକନ୍ଦରାବାଦ, ହୋଟେଲରେ ଲାଗିଗଲା ନିଆଁ ! ଚାଲିଗଲା ଜୀବନ

ଗତ ରାତିରେ ଲଜ୍ ତଳେ ଥିବା ଇଲେକ୍ଟ୍ରିକ୍‌ ସ୍କୁଟି ସୋରୁମ୍‌ରେ ଲାଗିଥିଲା ନିଆଁ ।

CMC council meeting
CMC କାଉନ୍‌ସିଲ୍‌ ମିଟିଂରେ ମେୟରଙ୍କୁ କଳା ପତାକା ପ୍ରଦର୍ଶନ

CMC କାଉନସିଲ ବୈଠକରେ ମେୟରଙ୍କୁ ଟାର୍ଗେଟ କଲେ ବିଜେପି କର୍ପୋରେଟର୍‌ । ବୈଠକ ଚାଲିଥିବାବେଳେ କଳା ପତାକା ପ୍ରଦର୍ଶନ କରିବା ସହ ହଲ୍ ମଝିକୁ ଆସି ବିଜେପି କର୍ପୋରେଟରମାନେ ବିଭିନ୍ନ ସମସ୍ୟାକୁ ନେଇ ମେୟରଙ୍କୁ ବିରୋଧ କରିଛନ୍ତି ।

Smart School
ଧନ୍ୟ ଆମ ସ୍ମାର୍ଟସ୍କୁଲ ବ୍ୟବସ୍ଥା ! ଆଲମିରା ସାଜିଛି ଏଠି କଳାପଟା

ସାଲେପୁରରେ ଶିବ ମନ୍ଦିରରେ ପାଠ ପଢୁଛନ୍ତି ପିଲା । ସ୍କାର୍ଟସ୍କୁଲ୍ ନାଁରେ ଭେଳିକି ଦେଖାଉଛନ୍ତି କି ରାଜ୍ୟ ସରକାର?

Cricket Legends
ବାରବାଟୀରେ ଖେଳିବେ କ୍ରିକେଟ୍ ଲିଜେଣ୍ଡସ୍‌

କଟକ ବାରବାଟୀ ମୈଦାନରେ ଭେଟେରାନଙ୍କୁ ଆକ୍ସନରେ ଦେଖିବାକୁ ମିଳିବ ।

medicine
ନକଲି ମେଡିସିନ୍ କାରବାର ମାମଲା : ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

Durga Puja
ସୁନା ଚାନ୍ଦି ମେଢ଼ରେ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା

ପୂଜା ଯେତିକି ଯେତିକି ପାଖେଇ ଆସୁଛି ସେହି ଅନୁସାରେ ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି।

Cuttack Durga Puja
ଜୋରସୋର୍‌ରେ ଚାଲିଛି ପୂଜା ପ୍ରସ୍ତୁତି, କଲେଜ ଛକ ଦୁର୍ଗା ମେଢ଼ରେ ଲାଗିବ ୩ କ୍ୱିଣ୍ଟାଲ ଚାନ୍ଦି

କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଚାନ୍ଦି ମେଢ଼ ସଫାସଫି ପାଇଁ କାରିଗରଙ୍କ ହାତକୁ ବି ଫୁରସତ ନାହିଁ ।

Duplicate Medicines Allegedly Supplying In Cuttack
କଟକରେ ବିକ୍ରି ହେଉଛି ନକଲି ମେଡିସିନ୍ !

ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ ହୋଇଥିଲା। ବେଙ୍ଗାଲୁରୁର ଏକ ବ୍ରାଣ୍ଡ୍‌ କମ୍ପାନୀର ମେଡିସିନ୍‌କୁ ଡୁପ୍ଲିକେଟ୍ କରିବା ଅଭିଯୋଗରେ ରେଡ୍ ହୋଇଥିଲା।

Cuttack Judge Death Case
ଆସିଲା ଜଜ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରଶି ଲଗାଇ ଝୁଲି ପଡ଼ିବାରୁ ବିଚାରପତି ସୁବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Cuttack Durga Puja
ଏଥର କଟକ ଦୁର୍ଗା ଭସାଣୀ ବେଳେ ଲାଗିବ GPS

ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି ।

2 Members Of A Family Killed Reportedly Consuming Stale Food
ବିଷାକ୍ତ ଖାଦ୍ୟ ପାଇଁ ଉଜୁଡ଼ିଗଲା ପରିବାର ! ପୁଅ, ଝିଅ ଚାଲିଗଲେ, ବାପା-ମା’ ହସ୍ପିଟାଲ୍‌ରେ ଭର୍ତ୍ତି

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏଥିରେ ବାପା,ମା’ଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଛି। 

Judge
ପକ୍ସୋ କୋର୍ଟ ଜଜ୍‌ଙ୍କ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ, ଆତ୍ମହତ୍ୟା ନୁହେଁ ହତ୍ୟା !

ସୁବାସଙ୍କ ମୃତଦେହ ତାଙ୍କୁ ଦେଖିବାକୁ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

Truck
ଛତିଶଗଡ଼ରୁ ଡାଲି-ଗହମ ଲୁଟ୍ କରି କାକଟପୁରରେ ଧରାପଡ଼ିଲା ଟ୍ରକ୍

୧୮ ଲକ୍ଷ ଟଙ୍କା ମୂଲ୍ୟର ଡାଲି ଓ ଗହମ ବୋଝେଇ ଟ୍ରକ୍ ଆସୁଥିଲା । କାକଟପୁର ଅଞ୍ଚଳରୁ ଟ୍ରକ୍ ଜବତ, ୨ ଗିରଫ  ।

Special POCSO Judge
କେମିତି ହେଲା ଜଜ୍‌ଙ୍କ ମୃତ୍ୟୁ ? ଆତ୍ମହତ୍ୟା ନା ଆଉ କିଛି !

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି । ଆଜି ମଧ୍ୟାହ୍ନରେ ବିଚାରପତିଙ୍କ ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ କ୍ୱାଟର୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।

Ganesh Puja
ଫେରିଛି ପାର୍ବଣର ମାହୋଲ ! ଗଣେଶ ପୂଜାରେ ଦୁଲୁକୁଛି ମଞ୍ଚ

କେଉଁଠି ସପ୍ତାହେ ତ ଆଉ କେଉଁଠି ମାସେ ପର୍ଯ୍ୟନ୍ତ ଚାଲିବ ବିଘ୍ନ ବିନାଶକଙ୍କ ପୂଜା । ତେଣୁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମରୁ ମଜା ଉଠାଇବେ ଦର୍ଶକ । 

Ganesh Puja
ଟ୍ୱିନ୍‌ ସିଟିରେ ୫୦ ଫୁଟ୍‌ର ଗଜାନନ, ମୁଖ୍ୟ ଆକର୍ଷଣ ମୁମ୍ବାଇର ଲାଲ୍‌ବାଗରାଜା ଗଣେଶ

ଟ୍ୱିନ୍ ସିଟି ସାଙ୍ଗକୁ ଜଟଣୀ ଓ ତାଳଚେରରେ ବ୍ୟାପକ ଆୟୋଜନ । ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ୧୨ ଦିନିଆ ମହୋତ୍ସବକୁ ନେଇ ଉଠୁଛୁ ପଡ଼ୁଛି ମୁମ୍ବାଇ ।

Deaf Making Ganesh Idol
ଠାରରେ ଠାରରେ ତିଆରି କରିଦେଲେ ଗଣେଶ ମୂର୍ତ୍ତି

ବାକ୍‌ଶକ୍ତି ଦୁର୍ବଳ ଥିବା ଯୁବକ ଜଣକ କଣ ସବୁ କହିଯାଉଛନ୍ତି, ବୋଧ ହୁଏ ସମସ୍ତେ ବୁଝି ପାରିବେନି । କିନ୍ତୁ ତାଙ୍କର ହାତର ଯାଦୁଗରୀର କମାଲ ଦେଖିଲେ ଆପଣ ବି ଘଂଟାଏ ଚାହିଁରହିବେ ।

Ganesh Puja
ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ; ୧୨୦୦ ମୂର୍ତ୍ତି ସାଙ୍ଗକୁ ଭଳିକି ଭଳି ପେଣ୍ତାଲ

ଆଜି ଗଣେଶ ଚତୁର୍ଥୀ, ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।

Mundali
ମୁଣ୍ଡଳି ବ୍ରିଜ୍‌ରେ ଆତ୍ମହତ୍ୟାର ହାଇଡ୍ରାମା ! ସ୍କୁଟି-ହେଲମେଟ୍-ଚପଲ ଥୋଇ ବିଭ୍ରାନ୍ତ କଲେ ରଘୁରଞ୍ଜନ

ଗାଡି ଖରାପ ହେବାରୁ ଟ୍ରକ୍‌ରେ ପଳାଇଥିଲେ ଯୁବକ ! ସତ କହୁଛନ୍ତି ତ ରଘୁରଞ୍ଜନ? 

Varsha Priyadarshini
ମାସକ ଭିତରେ ଶାଶୂଘର ଛାଡ଼ିବେ ବର୍ଷା, କୋର୍ଟଙ୍କୁ ଦେଲେ ସୂଚନା

ଜିଲ୍ଲା ଜଜ୍ କୋର୍ଟରେ ବର୍ଷା ଶାଶୁଘର ଛାଡ଼ିବା ଜଣାଇବାରୁ ମାମଲାର ଅନ୍ତ ଘଟିଛି ।

High Court quashes Odisha Medical Services Association election case
OMSA ନିର୍ବାଚନ ପ୍ରସଙ୍ଗ: ମାମଲା ଖାରଜ କଲେ ହାଇକୋର୍ଟ

ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍(OMSA)ନିର୍ବାଚନ ପ୍ରସଙ୍ଗକୁ ନେଇ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି।

One Person Reportedly Jumps Into Mahanadi River In Cuttack
ମହାନଦୀକୁ ଡେଇଁଲେ ଯୁବକ ! ବ୍ରିଜ୍‌ ଉପରେ ଥୁଆ ହୋଇଛି ସ୍କୁଟି ଓ ଚପଲ

ଆଜି ସକାଳେ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ।

Ganesh Puja
ବିକୃତ ଗଣେଶ ମୂର୍ତ୍ତିକୁ ନେଇ ଡିସିପିଙ୍କ ଚରମବାଣୀ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍‌ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।