‘#ଠିକ୍_ସମୟରେ_ଆକ୍ସନ_ନେବେ_ନବୀନ’ ନବୀନ ପଟ୍ଟନାୟକ ସବୁ କିଛି ଅନୁଧ୍ୟାନ କରିବେ ଓ ଠିକ୍ ସମୟରେ ଆକ୍ସନ ନେବେ । କାରଣ ସବୁ ଜିନିଷର ଅନ୍ତ ଘଟିବ । ବିଜେଡି ଅଧିକ ଶକ୍ତିଶାଳୀ ହେବ । ନଦୀ ଯାଇ ସମୁଦ୍ରରେ ମିଶିବ । ଆଜି ଏପରି କହିଛନ୍ତି ବିଜେଡି ନେତା ଅରୁଣ ସାହୁ।
ବିଜେଡିରେ ଲାଗି ରହିଥିବା ବିବାଦ ଭିତରେ ସାମ୍ନାକୁ ଆସିଲେ ବିଜେଡି ବିଧାୟକ ଅରୁଣ ସାହୁ। ବାହ୍ୟ ଶକ୍ତି ଓ ଭିତର ଶକ୍ତି କିଏ ବୋଲି ପ୍ରଶ୍ନ ଉଠାଇଲେ !
‘୬ଟା ମନ୍ତ୍ରୀ ମଦ ଖାଲି ଅଛି...ସେ ବାଇଆ ବାତୁଲା ହେଉଛନ୍ତି...ଗୋଟେ ମଉକା ଦେଖି ପାର୍ଟି ନେତାଙ୍କୁ ଏମିତି ପାହାରେ ଦେଇଛନ୍ତି ଯେ କେହି ମୁହଁ ଖୋଲୁନାହାନ୍ତି ।’ – ବିଧାୟକ ଅରୁଣ ସାହୁ
ଅରୁଣଙ୍କ ଏହି କଡ଼ା ପ୍ରତିକ୍ରିୟାର ମୁହଁ ତୋଡ଼ ଜବାବ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସାରଦା କହିଛନ୍ତି, ମାହାଙ୍ଗା ହେଉଛି ଏକ ଶାନ୍ତି ପ୍ରିୟ ଜାଗା ।
ଅରୁଣଙ୍କ ଏହି କଡ଼ା ପ୍ରତିକ୍ରିୟାର ମୁହଁ ତୋଡ଼ ଜବାବ ଦେଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ସାରଦା କହିଛନ୍ତି, ମାହାଙ୍ଗା ହେଉଛି ଏକ ଶାନ୍ତି ପ୍ରିୟ ଜାଗା ।
୫ଟି ଖରାପ ନୁହେଁ। ମାତ୍ର ତାହାକୁ କାର୍ଯ୍ୟକାରୀ କରିବା ଭୁଲ ହୋଇଗଲା। ଆମେ ୫ଟିରେ ମଲୁ, ସେମାନେ ଓଡ଼ିଆ ଅସ୍ମିତାରେ ମରିବେ । ଏପରି କହିଛନ୍ତି ବିଜେଡି ନେତା ଅରୁଣ ସାହୁ ।
ଇଞ୍ଜିନର କ’ଣ ଇମୋସନ ଥାଏ? ତାହାକୁ କେବଳ ଅପରଟେ କରାଯାଏ। ଟ୍ରାକ୍ ଠିକ୍ ନ ଥିଲେ ଅବସ୍ଥା କ’ଣ ହେବ ବୋଲି କହିଛନ୍ତି ଅରୁଣ ସାହୁ।
ଯାହା ବିଜେପି କରିପାରୁନି କହୁଛି ବିଜେଡି ଯୋଗୁ କରି ପାରୁନୁ। ଯାହା କରିପାରୁଛନ୍ତି ତାହା ଡବଲ ଇଞ୍ଜିନ ଯୋଗୁ କଲୁ ବୋଲି କହୁଛନ୍ତି ବିଜେପି ନେତା। ଏପରି ଆକ୍ଷେପ କରିଛନ୍ତି ବିଜେଡି ନେତା ଅରୁଣ ସାହୁ ।
ଆମେ 5T ରେ ମଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ । ନ୍ୟାରେସନ କ୍ରିଏଟ୍ କରିଦେଲେ ଆମେ ଗାଧେଇଗଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ ବୋଲି କହିଛନ୍ତି ଅରୁଣ । ଆମେ ଏବେ ପ୍ରତି କଥାରେ ଓଡ଼ିଆ ଅସ୍ମିତା କଥା ଉଠେଇବୁ ।
ବିଧାନସଭାର ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ମହଙ୍ଗା ମାଡରେ ରାଜ୍ୟ ବାସ ହନ୍ତସନ୍ତ ହୋଇଥିବା ବେଳେ ଦରବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଅରୁଣ।
ବିଧାୟକ ଡ. ଅରୁଣ ସାହୁଙ୍କୁ ପାଠ ପଢାଇଲେ ସଂସ୍କୃତି ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜ। ଅସ୍ମିତା ମାନେ କ‘ଣ ବୁଝାଇଲେ ଶୁଣନ୍ତୁ ।
ପୁଣି ଥରେ ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ପାଲଟିଛି। ଆଉ ମୁହାଁମୁହିଁ ହୋଇଛନ୍ତି ପୂର୍ବତମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ବର୍ତ୍ତମାନର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ବିଧାନସଭାର ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ କଣ; ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା ସମ୍ପର୍କରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଥିଲେ । ଏହାପରେ ଲିଖିତ ଉତ୍ତର ରଖି ସ୍ପଷ୍ଟ ଭାବରେ ଅସ୍ମିତାର ଅର୍ଥ ବୁଝାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ରାଜସ୍ବ ମନ୍ତ୍ରୀ କହିଥିଲେ- ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ ।
ନୟାଗଡ଼ ବିଧାୟକ ଅରୁଣ ସାହୁ ଉଚ୍ଚଶିକ୍ଷା ମନ୍ତ୍ରୀ ବି ଥିଲେ। ହେଲେ ମନ୍ତ୍ରୀ ଥାଇ ବି ଜିଲ୍ଲାର କୌଣସି ଶିକ୍ଷାନୁଷ୍ଠାନରେ ବିଏଡ୍ ଖୋଲି ନ ପାରିବାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା । ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନାରାବାଜି ।
ନା...ଅରୁଣ ବାବୁ ଗାଡ଼ିଟାକୁ ଭଲରେ ଚଲାଇପାରୁନାହାନ୍ତି....କ୍ଲଜ୍ ଛାଡ଼ୁ ଛାଡ଼ୁ ଷ୍ଟାର୍ଟ ବନ୍ଦ, କଷ୍ଟେ ମଷ୍ଟେ ସିନା ଆଗକୁ ଗଡ଼ିଲା, ହେଲେ ଅରୁଣ ବାବୁଙ୍କ...
ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ। ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ