• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Cheat Husband

OTV
ରଙ୍ଗବାଲାକୁ ଚୂନ ମାରିଦେଲା ସ୍ତ୍ରୀ, ଚତୁର୍ଥୀ ରାତିରେ ବୟଫ୍ରେଣ୍ତ ସହ କଲା ନ୍ୟୁଡ୍‌ ଭିଡିଓ କଲ୍‌

ବାହା ହୋଇ ଚତୁର୍ଥୀ ରାତିରେ ବୟଫ୍ରେଣ୍ତ ସହ ନ୍ୟୁଡ୍‌ ଭିଡିଓ କଲ୍‌ କରି ସ୍ୱାମୀକୁ ଦେଉଥିଲା ଧୋକା । ଏହା ସହ ଚତୁର୍ଥୀ ରାତି ପରଦିନ ସ୍ୱାମୀକୁ ମନ୍ଦିର ଡାକି ବୟଫ୍ରେଣ୍ତ ଠାରୁ ନିସ୍ତୁକ ମାଡ଼ ଖୁଆଇଥିବାର ଅଭିଯୋଗ କରିଛି ସ୍ୱାମୀ ।