Advertisment

ରାଜଧାନୀରେ ଝୁଲନ୍ତା ମୃତଦେହ ଠାବ

ଭୁବନେଶ୍ୱର ବରମୁଣ୍ଡାର ତ୍ରିନାଥ ମନ୍ଦିର ରୋଡ଼ରେ ଥିବା ଗୋଟିଏ ଗଛରେ ଝୁଲନ୍ତା ମୃତଦେହ ଠାବ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

death

ରାଜଧାନୀରେ ଝୁଲନ୍ତା ମୃତଦେହ ଠାବ । ଭୁବନେଶ୍ୱର ବରମୁଣ୍ଡାର ତ୍ରିନାଥ ମନ୍ଦିର ରୋଡ଼ରେ ଥିବା ଗୋଟିଏ ଗଛରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Advertisment
Bhubaneswar Deadbody Found Hanging Deadbody
Advertisment
Advertisment