• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Jual Oram - Draupadi
ରାଷ୍ଟ୍ରପତି ନିର୍ବାଚନ; ଚର୍ଚ୍ଚାରେ ଓଡ଼ିଶାର ୨ ଆଦିବାସୀ ଚେହେରା ଜୁଏଲ୍ - ଦ୍ରୌପଦୀ

ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଜୁଏଲ୍ ଓରାମ୍ ଓ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ଗଣିତ କହୁଛି ନିର୍ଣ୍ଣାୟକ ସାଜିବ ବିଜେଡି ଓ YSR କଂଗ୍ରେସ ଭୋଟ୍ ।

Sourav Ganguly
ବାରବାଟୀ ମ୍ୟାଚ୍‌ ପାଇଁ ଓଡ଼ିଶା ଆସିବେ ସୌରଭ ଗାଙ୍ଗୁଲି

୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ୨ୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ ।

Sashi Bhusan Behera
ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି ? ପ୍ରତିକ୍ରିୟା ରଖିଲେ ବିଧାୟକ ଶଶୀଭୂଷଣ

ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ଦେଖି ନିଷ୍ପତ୍ତି ନେବେ କହିଲେ ଶଶିଭୂଷଣ ବେହେରା ।

jual Oram
ରାଷ୍ଟ୍ରପତି ପ୍ରାର୍ଥୀ ହେବେ କି ଜୁଏଲ ଓରାମ ?

ଜୁଏଲ ଓରାମ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଚର୍ଚ୍ଚା । ପ୍ରତିକ୍ରିୟା ରଖିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ । ଗଣମାଧ୍ୟମର ଚର୍ଚ୍ଚା ସମ୍ପର୍କରେ କିଛି କହିବିନି କହିଲେ ।

Team India & South Africa players to relish Chhena Poda at Hotel Mayfair
ଭୁବନେଶ୍ୱରରେ ଟିମ୍‌ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ଟିମ୍‌, ପରଷା ଯିବ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ

ଦିନକ ପରେ ଅର୍ଥାତ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20 ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଆଜି ଭୁବନେଶ୍ୱରରେ ଦୁଇ ଦେଶର ଖେଳାଳି ପହଞ୍ଚିଛନ୍ତି।

Google Play Store
ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଛି ୪୫ ଫ୍ରଡ୍ ଲୋନ ଆପ୍

ଗୁଗୁଲ୍କୁ ଚିଠି ଲେଖି ଅବଗତ କଲା କ୍ରାଇମବ୍ରାଞ୍ଚ EOW । ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗୁଲକୁ ଚିଠି ।

dengue
ରାଜଧାନୀରେ ଡେଙ୍ଗୁ ଆତଙ୍କ ! ମୌସୁମୀ ନଆସୁଣୁ ଡେଙ୍ଗୁରେ ପ୍ରଥମ ମୃତ୍ୟୁ

ଡେଙ୍ଗୁ ଅଞ୍ଚଳ ବୁଲି ସ୍ଥିତି ପରଖିଲେ ବିଏମ୍‌ସି ମେୟର । ସରକାରୀ ତଥ୍ୟ କହୁଛି ଗତକାଲି ସୁଦ୍ଧା ରାଜ୍ୟରେ ୭୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

Crime
କି ପ୍ରଚଣ୍ଡ କ୍ରୋଧ ! କ୍ଷଣିକ ମଧ୍ୟରେ ପୁରା ପରିବାର ଛାରଖାର, ପ୍ରଥମେ ପତ୍ନୀ ପରେ କୁନି ଝଅର ତଣ୍ଟି କାଟିଲା ବାପା

ଘରେ ବେଡ୍ ଉପରେ ପଡ଼ି ରହିଛି କୁନି ଝିଅ ଖାତା ବହି । ହେଲେ ସେ କେବେ ଘରକୁ ଫେରିବ ଠିକ୍ ଠିକଣା ନାହିଁ । କ୍ଷଣିକ ରାଗରେ ଛାରଖାର ହୋଇ ଯାଇଛି ପୁରା ପରିବାର ।

Naveen- pope
‘ଦିନେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିନଥିବା ନବୀନ, ସଂଖ୍ୟାଲଘୁ ଭୋଟ ହାତେଇବାକୁ ପୋପ୍‌ଙ୍କୁ ଭେଟିବାକୁ ଯାଉଛନ୍ତି’

ୟୁଏଇ ଓଡ଼ିଆ ସମାଜ ତରଫରୁ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନରେ ମୁଖ୍ୟମନ୍ତ୍ରୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ହେଲେ ଏନେଇ ତାରିଖ ଚୂଡାନ୍ତ ହୋଇନଥିବା ବେଳେ ଏଇ ମାସରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ ।

Corona
ଦେଶରେ ସକ୍ରିୟ ହେଉଛି ମହାମାରୀ ! ଦିନକରେ ୭ ହଜାରରୁ ଅଧିକ ସଂକ୍ରମିତ, ୮ ମୃତ

ବିଶେଷଜ୍ଞଙ୍କ ମତରେ ଗୋଟିଏ ଦୁଇଟି ସ୍ଥାନରେ ଏଭଳି ସଂଖ୍ୟା ବଢିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଏବଂ କୋଭିଡ୍ ନିୟମ ମାନିଲେ ହିଁ ସମ୍ଭାବ୍ୟ ଚତୁର୍ଥ ଲହରକୁ ଏଡାଇ ଦିଆଯାଇପାରିବ ।

Man kills wife over a family feud in Bhubaneswar Ghatikia area
ରାଜଧାନୀରେ ଚାଞ୍ଚଲ୍ୟ; ସ୍ତ୍ରୀକୁ ହାଣି ହତ୍ୟା ପରେ ୬ ବର୍ଷର ଝିଅର ତଣ୍ଟିକାଟିଲା ବାପା

ଭୁବନେଶ୍ୱର ଘାଟିକିଆରେ ସ୍ତ୍ରୀ ଓ ନିଜ ପିଲାଙ୍କୁ ହତ୍ୟା କଲା ସ୍ୱାମୀ...

Former Senior Police Officer Died In Dengue
ଡେଙ୍ଗୁ ନେଲା ପୋଲିସ୍‌ ଅଧିକାରୀଙ୍କ ଜୀବନ

ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ପୋଲିସ୍‌ ଅଧିକାରୀ ଜଣକ ହେଲେ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।

Barabati
ବାରବାଟୀ ବ୍ୟାଟେଲ୍ ! ଅଫ୍‌ଲାଇନ୍‌ରେ ବିକ୍ରି ହେବ ୧୨ ହଜାର ଟିକେଟ୍‌, ରାତିରୁ କାଉଣ୍ଟରରେ ଲାଗିପାରେ ଲାଇନ୍

ଟିକେଟ୍‌ କାଉଣ୍ଟରରେ ପରିଚୟପତ୍ର ଦେଖାଇ କିଣିବାକୁ ହେବ ଟିକେଟ । ମ୍ୟାଚ ପାଇଁ ଏୟାରପୋର୍ଟରୁ ହୋଟେଲ ଯାଏଁ କଡ଼ା ସୁରକ୍ଷାବ୍ୟବସ୍ଥା ।

Cyber Crime
ସାବଧାନ ! ସାଇବର ଠକଙ୍କ ନୂଆ ଫଣ୍ଡା, ସେକ୍ସ ସାଇଟ୍‌ ମାଧ୍ୟମରେ ଲୁଟି ନେଉଛନ୍ତି ଟଙ୍କା

ନୂଆ ଉପାୟରେ ଚୂନ ଲଗାଇଛନ୍ତି ସାଇବର ଠକ । ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମେଡିକାଲର ଫାର୍ମାସିଷ୍ଟଙ୍କଠାରୁ ଲକ୍ଷେ ଟଙ୍କା ଠକେଇ ହୋଇଛି ।

Girl Attempts Suicide By Jumping Into Kuakhai River
କୁଆଖାଇ ନଦୀକୁ ଡେଇଁଲେ ଯୁବତୀ, ସ୍ଥାନୀୟ ଲୋକ ଦେଖିବା ପରେ...

ବାଲିଅନ୍ତା ନିକଟରେ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ନଦୀକୁ ଡେଇଁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି। 

Odisha Politics
BJPର ଦବ୍‌ଦବାରେ ଚେକ୍ ଦେବାକୁ BJDର ୨୪ ବ୍ଳୁ-ପ୍ରିଣ୍ଟ

ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ । ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ

Female civil engineer drives e-rickshaw
କରୋନା ଦେଇଗଲା ଦୁଃଖ: ଦିନେ ସିଭିଲ୍‌ ଇଞ୍ଜିନିୟର ଥିଲେ, ଆଜି ଅଟୋ ଚାଳକ...

କରୋନା ସବୁ ବିଗାଡି ଦେଲା। ଚାକିରି ଗଲା, ରୋଜଗାର ହରାଇଲେ। ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ ହୋଇ ପଡ଼ିଲା। ସିଭିଲ ଇଞ୍ଜିନିୟରରେ ଡିଗ୍ରୀ ହାସଲ କରିବା ପରେ ଏହି ମହିଳା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ହେଲେ ମହାମହାରୀ କରୋନା ସବୁକିଛି ବିଗାଡ଼ି ଦେଲା।

Naveen Patnaik
ଦୁବାଇ-ରୋମ୍‌ରେ ବିଦେଶୀ ନିବେଶକଙ୍କ ସହ ଆଲୋଚନା କରିବେ ନବୀନ

ଦୁବାଇ ବିଶ୍ୱର ଏକ ପ୍ରମୁଖ ଇନ୍‌ଭେଷ୍ଟମେଣ୍ଟ ହବ୍ ହୋଇଥିବାରୁ ସେଠାରେ ଥିବା ବଡ଼ ବଡ଼ ନିବେଶକଙ୍କୁ ଓଡ଼ିଶା ଆସି ଶିଳ୍ପ ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ।

Odisha Politics
ମନ୍ତ୍ରିମଣ୍ଡଳରୁ ବିଦା ନେତାଙ୍କ ମାନଭଞ୍ଜନ ପ୍ରୟାସ, ନବୀନ ନିବାସ ଡାକି କଲେ ଆଲୋଚନା

୧୦ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ନବୀନ । ୨୦୨୪ ନିର୍ବାଚନକୁ ଆଖିରେ ରଖି ସଂଗଠନ ମଜବୁତ୍ ପାଇଁ ପରାମର୍ଶ ।

heat wave
ଗରମରେ ସିଝୁଛି ପଶ୍ଚିମ ଓଡ଼ିଶା, ୪୦ଂ ଉପରେ ୧୧ ସହର

କଟକ ତାପମାତ୍ରା ୩୫.୮ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୩୫.୬ ଡିଗ୍ରୀ ରହିଥିଲା ।

Tarang HD
ଖୁବ୍‌ଶୀଘ୍ର ଆସୁଛି ତରଙ୍ଗର HD ଭର୍ସନ, ଓଡ଼ିଶାର ପ୍ରଥମ 24*7 ମନୋରଂଜନ ଭିତ୍ତିକ ଚ୍ୟାନେଲ

୨୦୦୮ରେ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ଅନେକ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟିଦେଇଛି ।

Scholarship
ବଢ଼ିଲା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି

୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ହାର ପୂର୍ବ ଥର ୨୦୧୫ ମସିହାରେ ବୃଦ୍ଧି କରାଯାଇଥିଲା ।

Prasanta Muduli
ପ୍ରଶାନ୍ତ ମୁଦୁଲିଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ୱ

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ।

Naveen Patnaik
ନବୀନଙ୍କ ନୂଆ ଟିମ୍‌କୁ ନୂଆ ଦାୟିତ୍ୱ, ପ୍ରଫୁଲ୍ଲ-ନବ-ସମୀର-ଅଶୋକ ହେଲେ ରିପିଟ୍

ନୂଆମନ୍ତ୍ରୀ ଭାବେ ରୋହିତ ପୂଜାରୀଙ୍କୁ ମିଳିଲା ଉଚ୍ଚଶିକ୍ଷା । ବିଭାଗ ବଜାୟ ରଖିଲେ ଅଶୋକ, ସମୀର, ପ୍ରଫୁଲ୍ଲ, ନବ ଓ ନିରଞ୍ଜନ । କ୍ୟାବିନେଟ୍ ପାହ୍ୟାକୁ ଜଗନ୍ନାଥ ଓ ଅଶୋକଙ୍କୁ ପଦୋନ୍ନତି ।

Odisha Politics
ପ୍ରତାପଙ୍କୁ ମହଙ୍ଗା ପଡ଼ିଲା ମାହାଙ୍ଗା ମର୍ଡର ! ବିବାଦ ଯୋଗୁଁ ବଳି ପଡ଼ିଲେ ୩ ହାଇପ୍ରୋଫାଇଲ ମନ୍ତ୍ରୀ ?

ଟାଣୁଆ ମନ୍ତ୍ରୀ ସୁଶାନ୍ତ ସିଂ ମନ୍ତିମଣ୍ଡଳରୁ ବାଦ୍ ପଡିଥିଲେ ମଧ୍ୟ ତାଙ୍କୁ ବଡ଼ ସାଙ୍ଗଠନିକ ଦାୟିତ୍ୱ ମିଳିବା ଚର୍ଚ୍ଚା ହେଉଛି ।