୨୦୩୦-୩୧ ଆର୍ଥକ ବର୍ଷ ସୁଦ୍ଧା ପ୍ରକଳ୍ପ କାମ ସରିବ । ପ୍ରକଳ୍ପ ଲାଗି ମୋଟ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥ କେନ୍ଦ୍ର ଦେବ ।
ଦେଶ ପାଳିବାକୁ ଯାଉଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଏକ ପରିବହନ ସଂସ୍ଥା ଏଭଳି ଅଫର ଦେଇଛି । ପରିବେଶ ପ୍ରଦୁଷଣ ରୋକିବା ଓ ଧୁମ୍ର ବିହୀନ ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍ଥା ପକ୍ଷରୁ ଏଭଳି ଏକ ଜବରଦସ୍ତ ଅଫର ଦିଆଯାଇଛି ।
କମ୍ପାନୀ ଖୁବଶୀଘ୍ର ବାଲେଶ୍ୱର ସୋରଠାରେ ରାଜ୍ୟର ପ୍ରଥମ LNG ପମ୍ପ ଖୋଲିବ ।
ସରକାର ଇଭି ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ।