• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Forest

Stunning photo of forest
ଏମିତି ଏକ ଜଙ୍ଗଲ; ଦେଖିଲେ ଲାଗିବ କେବଳ ସୁନା ହିଁ ସୁନା

ପେରୁରେ ସୁନାଖଣି ରହିଥିବା ନେଇ ପ୍ରାୟ ସମସ୍ତେ ଜଣନ୍ତି । ପୂରା ଦୁନିଆ ପେରୁର ସୁନାଖଣି ଉପରେ କିଛିନା କିଛି ନିଶ୍ଚୟ ଜାଣିଥିବେ । ହେଲେ ଜଙ୍ଗଲରେ ସୁନାଖଣ୍ଡ ପଡ଼ିଥିବା ନେଇ କେହି ଜାଣିନଥିବେ ।

Jungle Thakurani
ବନ କର୍ମଚାରୀଙ୍କ ଅଗାଢ଼ ବିଶ୍ୱାସ : ଜଙ୍ଗଲ ଜଗିଛନ୍ତି ମାଆ

କୁଳଡିହାର ଘଂଚ ଅଭୟାରଣ୍ୟ ଭିତରେ ବିରାଜମାନ ମାଆ ପାଟ ମୁଣ୍ଡେଇ । ଯାହାଙ୍କ ପାଇଁ ବର୍ଷକରେ ଦିନଟିଏ ଅଭୟାରଣ୍ୟ ଆଇନ ବି ଫିକା ପଡ଼ିଯାଏ । ବର୍ଷ ତମାମ ଅଭୟାରଣ୍ୟକୁ ପ୍ରବେଶ ପାଇଁ ବିଭାଗର ଅନୁମତି ଆବଶ୍ୟକ ପଡିଥାଏ

LANSA Flight 508
ଉଡ଼ନ୍ତା ପ୍ଲେନ୍‌ରୁ ଡେଇଁପଡ଼ିଲେ ଯୁବତୀ ! ଅଳ୍ପକେ ବର୍ତ୍ତିଲା ଜୀବନ

ପ୍ଲେନ୍‌ଟିରେ ମୋଟ୍‌ ୯୨ଜଣ ଯାତ୍ରୀ ଯାତ୍ରା କରୁଥିଲେ । LANSA Flight 508ରେ ଜୁଲିୟନଙ୍କ ସହ ତାଙ୍କ ମା’ ମଧ୍ୟ ରହିଥିଲେ । ସେହି ସମୟରେ ନିଜର ବୁଦ୍ଧି ଖଟାଇ ଜୁଲିୟନ ପ୍ଲେନରୁ ତଳକୁ ଡେଇଁପଡ଼ିଥିଲେ ।

Forest Fire
ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ; ନିଆଁକୁ ନେଇ କେନ୍ଦ୍ର- ରାଜ୍ୟ ଦୋଷ ଠେଲାଠେଲି

ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି । ବିଜେପି କହିଛି, ଜଳୁଛି ଜଙ୍ଗଲ । ବଢ଼ୁଛି ତାପମାତ୍ରା । ନିଆଁ ଲିଭାଇବା ପାଇଁ ପଶ୍ଚିମା ଝଡ଼କୁ ଭରସା କରି ହାତ ଟେକି ବସିଛନ୍ତି ସରକାର ।

Forest fire
ବୋଲ ମାନୁନି ବନାଗ୍ନି; ଏ ଜଙ୍ଗଲରୁ ସେ ଜଙ୍ଗଲକୁ ମାଡ଼ି ଚାଲିଛି ନିଆଁ

ସାରା ଦେଶରେ ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ। ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ।

Forest fire triggering panic among locals in Odisha
ଶିମିଳିପାଳରୁ କୁଲଡିହା, ସବୁଠି ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।

Similipal
ଶିମିଳିପାଳରେ ରାସ୍ତା ନାଁରେ କାଟି ଦେଲେ ଶତାଧିକ ମୂଲ୍ୟବାନ ଗଛ

କାହାରି ଅନୁମତି ନ ନେଇ ଗଛ କାଟିଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ରେଞ୍ଜ ଅଧିକାରୀ ।

Tiger
ଓଡ଼ିଶାରେ ମହାବଳ ବାଘ, ଡେବ୍ରିଗଡ଼ ଓ ଘଟଗାଁ ରେଞ୍ଜରୁ ଆସିଲା ଫଟୋ

ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ଏନଟିସିଏର ସୁପାରିଶ । ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା ।

worlds tallestv tree in amazon forest
୨୫ ମହଲା କୋଠା ଉଚ୍ଚର ଗଛ: ୧୦ ଦିନର ଯାତ୍ରା ପରେ ସନ୍ଧାନ ପାଇଲେ ଗବେଷକ ଟିମ୍‌

ଗଛ ତ ଗଛ..ଏତେ ବଡ ଗଛ ! ବାପ୍‌ରେ.. ପୃଥିବୀରେ ଏତେ ଡେଙ୍ଗା ଗଛ  ଅଛି ବୋଲି ଆପଣ କେବେ ଶୁଣି ବି ନ ଥିବେ। ହେଲେ ଏମିତି ଗଛର ସନ୍ଧାନ ମିଳିଛି। ୨୫ ମହଲା କୋଠାର ଉଚ୍ଚତା ସହ ସମାନ ଏହି ଗଛର ଉଚ୍ଚତା। ଏହି ବିଶାଳ ଗଛ ରହିଛି ଆମାଜନ ଜଙ୍ଗଲରେ। ଏହି ଗଛ ପାଖରେ ପହଞ୍ଚିବା ପାଇଁ ବୈଜ୍ଞାନିକ ଟିମ୍‌ ୨ ସପ୍ତାହ ଧରି ଘଞ୍ଚ ଜଙ୍ଗଲରେ ବିପଦସଙ୍କୁଳ ଯାତ୍ରା କରିଥିଲେ। ଏଥିପାଇଁ ୩ ବର୍ଷ ଧରି ଯୋଜନା ପ୍ରସ୍ତୁତ କରିଥିଲେ ଏହି ବୈଜ୍ଞାନିକ ଟିମ୍‌।

Special Story | Pune Couple Built A Sustainable Mud House And Forest Of Their Dreams
ଓଦା ମାଟିରେ ତିଆରି ହେଲା ୨ ମହଲା ଘର, ଦେଖିଲେ ଉଡ଼ିଯିବ ହୋସ୍‌

କାଦୁଅ ମାଟିରେ ତିଆରି ହେଲା ୨ ମହଲା ମାଟି ଘର। ମାତ୍ର କେଇ ଲକ୍ଷ ଖର୍ଚ୍ଚ କରି ଏ ଦମ୍ପତି ତିଆରି କରିଛନ୍ତି ନୂଆ ଘର। ଭିତର ଦେଖିଲେ ଆପଣଙ୍କର ଉଡ଼ିଯିବ ହୋସ୍।