ଏପର୍ଯ୍ୟନ୍ତ ମଧ୍ୟ ଠିକ୍ ରିପୋର୍ଟ ଆସିନି, ମରୁଡ଼ି ଘୋଷଣା କଲେ କେମିତି ?
୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ପଦ୍ମପୁର ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ନବୀନ ବିଧିବଦ୍ଧ ଘୋଷଣା କରି ନାହାନ୍ତି।
ଫସଲ ବୀମା ରାଶି କ୍ଲେମ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ । ୨ଶହ କୋଟିର ଇନପୁଟ୍ ସବ୍ସିଡି ଘୋଷଣା କଲେ ନବୀନ ।
ସ୍ୱର୍ଗତ ବିଜୟରଞ୍ଜନଙ୍କ ବଡ଼ଝିଅ ବର୍ଷାଙ୍କୁ ପଦ୍ମପୁର ପ୍ରାର୍ଥୀ କଲା ବିଜେଡି । ଆନ୍ଦୋଳନରତ ଚାଷୀଙ୍କ ଅନୁରୋଧରେ ପ୍ରଦୀପ ଭରିଲେନି ପ୍ରାର୍ଥୀପତ୍ର ।
ଡିସେମ୍ବର ୫ ତାରିଖରେ ପଦ୍ମପୁର ପାଇଁ ହେବ ଉପନିର୍ବାଚନ, ୮ ତାରିଖରେ ହେବ ଗଣତି ।
ବରିହା ପରିବାରକୁ ଟିକଟ ଦାବି କଲା ବିଂଝାଲ ସମାଜ । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ରାଜନୀତି ।
ଧାମନଗରରେ ଗଡ଼ବଜାୟ ରଖିବା ପରେ ପଦ୍ମପୁରରେ ସିଟ୍ ହାତେଇବାକୁ ବିଜେପି ପ୍ରୟାସ କରୁଛି । ପ୍ରଦୀପ ପୁରୋହିତ ପଦ୍ମପୁରର ଉପନିର୍ବାଚନ ପାଇଁ ବିଜେପି ଟିକେଟ୍ରୁ ଲଢ଼ିବେ ।
ଅଭିନୟ ଚାତୁରୀ ଦେଖାଇଲେ ୪୩ ଜଣ ଆଶାୟୀ । ପୂର୍ବରୁ ସରିଛି ପାର୍ଶ୍ୱ ଚରିତ୍ର ପାଇଁ କଳାକାର ଖୋଜା
ଚାଷୀମାନେ ବୀମା ସୁବିଧା ପାଉନଥିବାରୁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦୀପ ।
ଧାମନଗର ବାଇଇଲେକ୍ସନରେ ବିଜେଡିକୁ ମାତ୍ ଦେଇ ଚର୍ଚ୍ଚାରେ ଥିବା ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏଠାକୁ କ୍ୟାଂପେନ୍ ପାଇଁ ଆଣିବାକୁ ଯୋଜନା କରୁଛି ଦଳ ।
ସବୁଠି ବିଦ୍ରୋହୀ ଥିବା କହି ବିଜେପି ଓ କଂଗ୍ରେସର ଆକ୍ଷେପ । ଶଙ୍ଖ ଶିବିରରେ ଛନକା ସତ୍ତ୍ୱେ ମାନିବାକୁ ନାରାଜ ବିଜେଡି ।
ପଦ୍ମପୁର ପାଇଁ ମଧ୍ୟ ଖୁବ ଶୀଘ୍ର ଓଡିଶା ଆସି ରଣନୀତି ପ୍ରସ୍ତୁତ କରିବେ ସୁନିଲ ବଂଶଲ ଏବଂ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।
ଧାମନଗର ଝଟ୍କା ପରେ ବିଜେଡିରେ ବଢୁଛି ପ୍ରାର୍ଥୀ ଦ୍ୱନ୍ଦ୍ୱ । ପ୍ରଦୀପ ପୁରୋହିତ ବିଜେପିରୁ ଲଢ଼ିବା ପ୍ରାୟ ନିଶ୍ଚିତ ।
୧୦ ତାରିଖରେ ଧନୁଯାତ୍ରାର ମୁଖ୍ୟ ଭୂମିକା ମହାରାଜ କଂସଙ୍କ ପାଇଁ କଳାକାର ଚୟନ କରାଯିବାକୁ ସ୍ଥିରୀକୃତ ହୋଇଛି ।
୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ।
୬୦ ବର୍ଷରୁ ଅଧିକ ବୟସ ଯୋଗୁଁ ବାଦ୍ ପଡିଲେ ଗୋପାଳ ସାହୁ
କିଛିଦିନ ତଳେ ସ୍ଥିର ହୋଇଥିଲା ସାନ ଭଉଣୀର ବାହାଘର । ହତ୍ୟା ମାମଲା ରୁଜୁ କରି କାରଣ ଖୋଜୁଛି ପୋଲିସ ।
ବନ୍ଦ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ମିଳିଛି। ଗତକାଲି ସନ୍ଧ୍ୟାରେ ଲୋକମାନେ ଯା’ଆସ କରିବା ବେଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ କିଛି ଅଘଟଣ ଥିବା ସନ୍ଦେହ କରିଥିଲେ।
ଏଥର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ । ହେଲେ ବାବୁ ଟଙ୍କା ସହ କ୍ରିପ୍ଟୋ କାରବାର ବି କରୁଥିବା ସୂଚନା ମିଳିଛି ।
ବରଗଡ଼ ମୁକ୍ତାକାଶ ଧନୁଯାତ୍ରାର ମହାନାୟକ ହେଉଛନ୍ତି ମହାରାଜ କଂସ। ସେ ହିଁ ପୁରା ଯାତ୍ରାର ମୁଖ୍ୟ ଆକର୍ଷଣ, ତାଙ୍କୁ କେନ୍ଦ୍ର କରି ଧନୁଯାତ୍ରା।
ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି । ନିଇତି ଲୋକମାନେ ସେଠାରେ ପଡ଼ି ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।
ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି।
ପାଟଣାଗଡ଼ର ଇଷ୍ଟ ଦେବୀ ମାଆ ପାଟଣେଶ୍ୱରୀଙ୍କ ପାଖରେ ବି ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି ।