• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Winter Market

ଭୁବନେଶ୍ୱର ଶୀତବସ୍ତ୍ର ମାର୍କେଟ୍
ସମୟ ଗଢୁଛି... ଶୀତ ବଢୁଛି.. ଥଣ୍ଡାରୁ ରକ୍ଷା ପାଇଁ ଶୀତବସ୍ତ୍ର ମାର୍କେଟ୍‌ରେ ଗ୍ରାହକଙ୍କ ଭିଡ଼

ଶୀତରେ ଥରୁଛି ଓଡ଼ିଶା... ସଂଧ୍ୟା ଓ ସକାଳେ ପାରଦ ତଳକୁ ଖସିବା ପରେ ରାଜଧାନୀ ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ରାଜଧାନୀର ଶୀତବସ୍ତ୍ର ମାର୍କେଟ୍‌ରେ ଗ୍ରାହକଙ୍କ ଭିଡ଼

winter market in ctc
କଟକରେ ଜମୁଛି ଶୀତ ବଜାର, ମିଳୁଛି ଭଳିକି ଭଳି ଶୀତ ବସ୍ତ୍ର

ସିଲଭର ସିଟିରେ ଧିରେ ଧିରେ ବଢୁଛି ଶୀତ ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କରୋନା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବା ଆଶା ନେଇ ସୁଦୂର ଗଜପତି ଚନ୍ଦ୍ରଗିରିରୁ ଆସି ଖାନ୍ ନଗର ପାର୍କ ନିକଟରେ ତିବ୍ଦତ ବ୍ୟବସାୟୀ ମାନେ ଶୀତ ବସ୍ତ୍ରର ଆସର ଜମେଇଛନ୍ତି । ଗ୍ରାହକ ମଧ୍ୟ ଗୋଟିଏ ସ୍ଥାନରୁ ଶସ୍ତା ଓ ଭଲ ପୋଷାକ ପାଉଥିବାରୁ ଭିଡ଼ ଜମାଉଛନ୍ତି ...