• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jojona Ra Na Hariloot

Yojana Ra Na hariloot
ଚାରିଆଡ଼େ ହାତଗୁଞ୍ଜା କାରବାର, ଟଙ୍କା ନଦେଲେ ସାତ ସପନ ପକ୍କା ଘର

ଗରିବଙ୍କୁ ମିଳୁନି ଆବାସ ଘର, ଟଙ୍କା ଦେଇ ଧନୀ ଲୋକ ପାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ଗଫଲାତିର ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତରେ ମିଲିଭଗତରେ ଚାଲିଛି ଆବାସ ଘୋଟାଲା। ଏସିସି ଲିଷ୍ଟରେ ନାଁ ଥିଲେ ବି ସାତ ସପନ ପକ୍କା ଘର।

Jojanara Na Hariloot
ଟଙ୍କା ହଡ଼ପ୍‌ କରିବାର ନୂଆ ଫଣ୍ଡା ! ଯେଉଁଠି ପୋଖରୀ ନାହିଁ ସେଠି ଚାଲିଛି ପୁନରୁଦ୍ଧାର କାମ

ଯେଉଁଠି ପୋଖରୀ ନାହିଁ ସେଠି ପୋଖରୀର ପୁନରୁଦ୍ଧାର ନାଁରେ ଟଙ୍କା ହଡପ୍ ପାଇଁ ମସୁଧା। ଏକ ଗୋଚର ଜମିରେ ପୋଖରୀ ଥିବା ଦର୍ଶାଇ ତାର ପୁନରୁଦ୍ଧାର ପାଇଁ ଆସିଛି ୮ ଲକ୍ଷ ଟଙ୍କା ଅନୁଦାନ। ଯାହାକୁ ବିରୋଧ କରିଛନ୍ତି ଗଞ୍ଜାମ ଆସିକା ବ୍ଳକର ଆମ୍ବପୁଆ ଗ୍ରାମବାସୀ

jojanara Na Hariloot
NREGS ଯୋଜନାରେ ଦୁର୍ନୀତି, ମାଟି ପୋତା କାମରେ ମନଇଚ୍ଛା ବିଲ୍

ଜଗତସିଂହପୁର ଜିଲ୍ଲାର ସବୁ ପଞ୍ଚାୟତରେ ଖୋଳତାଡ଼ କରାଯାଏ, ତେବେ କୋଟି କୋଟି ଟଙ୍କା ଫଲ୍ସ ବିଲ୍ ହୋଇଥିବା ସାମ୍ନାକୁ ଆସିବ।

Project Fail
୮ ବର୍ଷ ହେଲାଣି ପ୍ରକଳ୍ପ ବୋର୍ଡ ମରାଯାଇଛି କିନ୍ତୁ କାମ ହେଉନି...

ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି କପ୍ତିପଦା ଉପଖଣ୍ଡରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷା ଦିନ ବ୍ୟତୀତ ଅନ୍ୟ ଦିନେ ଚାଷୀମାନେ ହନ୍ତସନ୍ତ ହୁଅନ୍ତି । ତେବେ ଏହି ବ୍ୟାରେଜ କାମ ଆରମ୍ଭରେ ବିଳମ୍ବ ଯୋଗୁ କିଏ ପ୍ରଶାସନକୁ ଦୋଷ ଦେଉଛି ତ ଆଉ କିଏ କହୁଛନ୍ତି ନିର୍ବାଚନ ଭୋଟ ପାଇଁ ୟେ ହେଉଛି ଚାଲ୍...

Jojona Ra Na Hariloot
ଟଙ୍କା ଉଠୁଛି, କାମରେ ଲାଗୁନି ! ଗୋଟିଏ ରାସ୍ତାକୁ ଦେଖାଇ ତିନି ତିନି ଥର ବିଲ୍

ପଞ୍ଚାୟତ ଲୋକଙ୍କ କହିବା ଅନୁସାରେ, ଏଠାରେ ରାସ୍ତାର କୌଣସି ଆବଶ୍ୟକତା ନାହିଁ, ନହେଲେ ଚଳିବ । ହେଲେ ଟଙ୍କା ଆତ୍ମସାତ୍ ପାଇଁ ଏମିତି ଉପାୟ କରିଛନ୍ତି ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧି ।

Jojona Ra Na Hariloot | Massive irregularities in PMAY surfaces in Koraput
ବାଃ ବାଃରେ ପ୍ରଶାସନ....ଜଣଙ୍କ ନାଁରେ କାର୍ଯ୍ୟାଦେଶ, ଆଉ ଜଣଙ୍କ ପାଖକୁ ଯାଉଛି ଟଙ୍କା

ପଂଚାୟତରେ ନା ନାହିଁ, ହେଲେ ଘର ସଂପୂର୍ଣ୍ଣ ହୋଇଗଲା। ଦୁର୍ନୀତି ଏମିତି ହୋଇଛି ଯେ ଯୁଆଡେ ଦେଖିବ ସିଆଡେ କେଁ...

Special story
ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଅଣଦେଖା : ଉଦଘାଟନର ୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ହଷ୍ଟେଲ୍

ବାଃ ବାଃ !! ଉଦଘାଟନ ହେଲା ହଷ୍ଟେଲ। ହେଲେ ୮ ବର୍ଷ ପରେ ବି କାମରେ ଲାଗିଲାନି...ଆଦିବାସୀ ଛାତ୍ରୀଙ୍କୁ କାହିଁକି ଅଣଦେଖା କଲା ପ୍ରଶାସନ?

Special story
ପିଇଓ, ଜିଆରଏସ୍ ଓ ଜେଇଙ୍କ ମଧୁଚନ୍ଦ୍ରିକା : ମନରେଗା ଯୋଜନାରେ ବଡ଼ ଧରଣର ଦୁର୍ନୀତି

୨୦୨୧-୨୨ରେ ବଡ଼ଗାଁମାଲ ଶାଖା କେନାଲ ମରାମତି ପାଇଁ ବ୍ୟୟ ଅଟକଳ ହୋଇଥିଲା ୯ ଲକ୍ଷ ୯୯ ହଜାର ଟଙ୍କା । ମନରେଗା ୱେବସାଇଟ୍ ତଥ୍ୟ କହୁଛି, ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୭୯ ହଜାର ଟଙ୍କା

Special story
ଗଛ ଲଗାଇବା ବାହାନାରେ ଖାଇଗଲେ ଟଙ୍କା, ବନ ବିଭାଗ ଅଧିକାରୀଙ୍କ ବିରୋଧରେ ଅଭିଯୋଗ

୧୦ ହେକ୍ଟର ଜମିରେ ଗଛ ଲାଗିବାର ଥିଲା ଗଛର ଚିହ୍ନ ବର୍ଣ୍ଣ ନାହିଁ, ହେଲେ ୮ ଲକ୍ଷ ଟଙ୍କା ହଡପ୍ ହୋଇଛି

Jojona Ra Na Hariloot- Talcher rail overbridge remains incomplete, massive corruption alleged
୩୭ କୋଟିରୁ ୫୨ କୋଟିରେ ପହଞ୍ଚିଲାଣି ବଜେଟ୍‌, ହେଲେ ପୋଲ କାମ ସରୁନି...

ଚେଇଁ ଶୋଇଛି ପ୍ରଶାସନ। ୩୭ କୋଟିରୁ ୫୨ କୋଟିରେ ପହଞ୍ଚିଲାଣି ପ୍ରକଳ୍ପର କାମ। ହେଲେ ଏପର୍ଯ୍ୟନ୍ତ ସରିଲାନି ଓଭରବ୍ରିଜର କାମ। ତେଜୁଛି ଅସନ୍ତୋଷ....

Special story
ପୋଖରୀ ପୁନରୁଦ୍ଧାର କାମରେ ବଡ଼ଧରଣର ଜାଲିଆତି : ଗୋଟିଏ ଆର୍ଥିକ ବର୍ଷରେ ଦୁଇଦୁଇ ଥର ବିଲ୍‌ କରି ଖାଇଗଲେ ୨୮ଲକ୍ଷ

ଯାଜପୁର ଧର୍ମଶାଳା ବ୍ଳକ ତରଞ୍ଜିଆ ପଞ୍ଚାୟତର ଏକ ନୂଆ ପୋଖରୀ ପୁନରୁଦ୍ଧାର କାମରେ ହୋଇଛି ବ୍ୟାପକ ଗଫଲତି ।

Jojona Ra Na Hariloot
ସରକାରୀ ଅଫିସ୍‌କୁ ଦୌଡି ଦୌଡ଼ି ଆଖି ବୁଜିଲେ କିନ୍ତୁ ଆବାସ ଟଙ୍କା ପାଇଲେନି...

ସରକାରୀ ଆବାସ ଟଙ୍କା ପାଇଁ ଅଫିସ୍‌ ଦୌଡ଼ି ଦୌଡ଼ି ସ୍ୱାମୀ ଚାଲିଗଲେ ସିନା କିନ୍ତୁ ଟଙ୍କା ପାଇଲେନି। ବାରମ୍ବାର ଗୁହାରି କଲାପରେ ବି ଶୁଣୁନି ପ୍ରଶାସନ। ସାହାଯ୍ୟ ପାଇଁ ପାଖରେ ବି କେହି ନାହିଁ, ତେବେ ବାକି ଟଙ୍କା ଖାଇଲା କିଏ? ବିଡ଼ିଓ କହୁଛନ୍ତି...

Housing plans are expensive
ମହଙ୍ଗା ପଡିଲା ଆବାସ ଯୋଜନା

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିଲା । କହିଲେ ଘର ସରିବା ପରେ ବିଲ୍ ଦେଲେ ମିଳିବ ବୋନୋସ୍ ଟଙ୍କା ଏବେ । ସାତ ମାସ ବିତିବାକୁ ବସିଲାଣି। ଏମାନଙ୍କୁ ନା ମିଳିଛି ବିଲ୍ ନା ମିଳିଛି ବୋନୋସ୍ ଟଙ୍କା।

Jojona Ra Na Hariloot- Non-Motorable Roads In ‘Swabhiman Anchal’ Describes Apathy Of Commuters
ରାସ୍ତାରେ ମୁଠାଏ ମାଟି ପଡ଼ିନି, ବିଲ୍‌ କରି ଖାଇଗଲେ ୭ ଲକ୍ଷ

ଭୟଙ୍କର ଦୁର୍ନୀତି। ରାସ୍ତାରେ ମୂଳରୁ ମାଟି ମୁଠାଏ ପଡ଼ିନି...ବିଲ କରି ଖାଇଦେଲେ ୭ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ

Jojona Ra Na Hariloot- Massive Fund Embezzlement Alleged In Road Construction Works In Cuttack
୧୩ କିମି ରାସ୍ତାକୁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା, ହେଲେ ୭ ଦିନ ହୋଇନି ଗୋଡ଼ି ଉଠିଗଲାଣି...

ଏମାନେ ସବୁ ଖାଇଦେବେ....ମାତ୍ର ୧୩ କିମି ରାସ୍ତା ପାଇଁ ଖର୍ଚ୍ଚ ହୋଇଛି ୭ କୋଟି ଟଙ୍କା। ହେଲେ ସାତ ଦିନ ହୋଇନି ରାସ୍ତାରୁ ଉଠିଗଲାଣି ଗୋଡ଼ି, ଦେଖନ୍ତୁ କେତେ ଭଲ ତିଆରି ହୋଇଛି ପିଚୁ ରାସ୍ତା

Jojona Ra Na Hariloot- Massive Fund Embezzlement Reported In Pond Resurrection Projects In Odisha
ପଙ୍କ ଉଦ୍ଧାର କଲେନି, କିଛି ମାଟି ପକାଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିନେଲେ....

ଏମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ପୋଖରୀରେ ପଙ୍କ ଉଦ୍ଧାର ହେବ କହିଲେ....ଆଉ ବିଲ୍‌ ବି କଲେ। କିନ୍ତୁ ପଙ୍କ ଉଦ୍ଧାର ତ କଲେନି ବରଂ କିଛି ମାଟି ପକାଇ ଖାଇଗଲେ ୧୩ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ