Advertisment

୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ, ହେଲେ କାହିଁକି ?

ହତ୍ୟା ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ...

author-image
Otv Khabar Bureau
ଅଦ୍ୟତନ ହୋଇଛି
Puri District ADJ-1 awards life imprisonment to 20 people

Puri District ADJ-1 awards life imprisonment to 20 people

ହତ୍ୟା ମାମଲାରେ ୨୦ ଜଣଙ୍କୁ ଆଜୀବନ । ୨୦୧୨ରେ କଣାସ ଥାନା ଗଳାଜିପିପୁରରେ ହତ୍ୟାକାଣ୍ଡ ମାମଲାର ରାୟ ଶୁଣାଇଛନ୍ତି ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ । ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ସହ ପ୍ରତ୍ୟେକଙ୍କୁ ୩୦ ହଜାର ଲେଖାଏଁ ଜରିମାନା କରିଛନ୍ତି କୋର୍ଟ ।

Advertisment

ସୂଚନା ଅନୁସାରେ, ବଳାଜିତପୁରର ଏକ ସରକାରୀ ଜାଗାରୁ ଚାଖୁଣ୍ଡା ଗଛ କଟାକୁ ନେଇ ମାନସ ବଳିୟାରସିଂ ନାମକ ଜନୈକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା ।ଏନେଇ କଣାସ ଥାନାରେ ମକଦ୍ଦମା ରୁଜୁ ହୋଇଥିବା ବେଳେ, ପୋଲିସ ତଦନ୍ତ କରି ୨୦ ଅଭଯୁକ୍ତଙ୍କୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି କରି ପୁରୀ ଜିଲ୍ଲା ପ୍ରଥମ ଶ୍ରେଣୀ ଏଡିଜେ ରାୟ ଶୁଣାଇଛନ୍ତି ।

Life Imprisonment
Advertisment
Advertisment